ଏମିତି ୫ଟି ଜିନିଷ ଯାହା ଖାଇବା ଦ୍ଵାରା ଆପଣଙ୍କୁ ଦୁନିଆର କୌଣସି ରୋଗ ହବ ନାହିଁ 

ଆଜିକା ସମୟରେ ସବୁଠାରୁ ବଡ ଅସୁବିଧା ହେଲା ରୋଗ, ଆଜିକା ସମୟରେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ କିଛି ନା କିଛି ରୋଗ ଅଛି । କଣ ଆପଣ ଏହା ଜାଣିଛନ୍ତି ଯେ ମଣିଷ ଯେତେ ରୋଜଗାର କରୁଛି ନିଜ ରୋଗରେ ଖର୍ଚ କରି ଦଉଛି ଆଉ ଏହାର ମୁଖ୍ୟ କାରଣ ହେଲା ଆମ ଖାଦ୍ୟ ଜିନିଷ । ଆଜିକା ସମୟରେ ଲୋକ ଘର ରନ୍ଧା ଖାଇବା ପାଇଁ ଇଛା କରୁ ନାହାନ୍ତି ସମସ୍ତେ ବାହାରେ ଖାଇବା ପସନ୍ଦ କରୁଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ସବୁଠାରୁ ବଡ ଭୁଲ ହୋଇଥାଏ ।

ଏହା ଛଡା ଆଜିକା ସମୟରେ ଲୋକ ଏହା ଜାଣୁ ନାହାନ୍ତି ଯେ ତାଙ୍କ ପାଇଁ କଣ ଖାଇଲେ ଲାଭକାରୀ ହବ ଆଉ କେମିତି ଖାଇଲେ ଲାଭକାରୀ ହବ । ତେବେ ଆସନ୍ତୁ ଏମିତି କିଛି ଜିନିଷ ବିଷୟରେ ଜାଣିବା ଯାହା ବରଦାନ ଅଟନ୍ତି ।

୧. ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କନ୍ଦମୂଳ ବହୁତ ଲୋକଙ୍କୁ ପସନ୍ଦ କିନ୍ତୁ ବହୁତ ଲୋକ ଏହାକୁ ଖାଇବା ପସନ୍ଦ କରନ୍ତି ନାହିଁ । କଣ ଆପଣ ଜାଣିଛନ୍ତି କନ୍ଦମୂଳରେ ବିଟାମିନ ଏ ଭରପୁର ମାତ୍ରାରେ ରହିଥାଏ କେବଳ ୧୦୦ଗ୍ରାମ କନ୍ଦମୂଳରେ ୩୦୦% ବିଟାମିନ ଏ ହୋଇଥାଏ ଯାହା ଆମ ଆଖି ପାଇଁ ବରଦାନ ଅଟେ । ଯେଉଁ ଲୋକଙ୍କୁ ଆଖି ଅସୁବିଧା ଅଛି ତାଙ୍କୁ କନ୍ଦମୂଳ ସିଜେଇ ଖାଇବା ଉଚିତ ଏହା ଛଡା କନ୍ଦମୂଳରେ ଫାଇବାର ଭରପୁର ମାତ୍ରାରେ ହୋଇଥାଏ ସେଥିପାଇଁ ଜିମ ଯିବା ଆଗରୁ ଏହାର ସେବନ କରିବା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ ।

୨. ଅଖରୋଟ ଆପଣ ମାନେ ଏହା ବିଷୟରେ ବହୁତ ଭଲରେ ଜାଣିଥିବେ କାହିଁକିନା ଡ୍ରାଇ ଫୃଟ ରାଜା ହୋଇଥାଏ ଅଖରୋଟ ଏହା ବହୁତ ଲାଭକାରୀ ଅଟେ ସବୁ ଅଙ୍ଗ ପାଇଁ ଏହା ଲାଭକାରୀ ସେଥିପାଇଁ ଏହାର ସେବନ ଅବଶ୍ୟ କରନ୍ତୁ ।

୩. କିନୁଆ ଏହା ଗୋଟେ ଏମିତିକା ଖାଦ୍ୟ ଜିନିଷ ଯାହା ଭାରତରେ ଉତ୍ପାଦନ ହୁଏ ନାହିଁ କାହିଁକିନା ଏହା ଆମ ବାତାବରଣରେ ଚାଷ ହୋଇ ପାରିବ ନାହିଁ କିନ୍ତୁ କିନୁଆ ଏମିତି ଗୋଟେ ଖାଦ୍ୟ ଯେଉଁଥିରେ ୯ ପ୍ରକାର ବିଟାମିନ ହୋଇଥାଏ ଆଉ ଏହା ବହୁତ ଲାଭକାରୀ ହୋଇଥାଏ ଏହା ଅନଲାନ ଆପଣଙ୍କୁ ମିଳିଯିବ ।

୪. ଚଣା ଆମ ସମସ୍ତଙ୍କ ଘରେ ହୋଇଥାଏ ଏହାକୁ ପାଣିରେ ଭିଯାଇ ଖାନ୍ତୁ ବା ସିଜେଇ ସବୁ ରୂପରେ ଏହା ଲାଭକାରୀ ହୋଇଥାଏ ଆପଣଙ୍କ ଶରୀରକୁ ଲାଭ ହିଁ ଲାଭ ଦେଇଥାଏ ।

୫. କଖାରୁ ମଞ୍ଜି ବହୁତ ଲୋକଙ୍କ ପାଇଁ ଲାଭକାରୀ ହୋଇଥାଏ କାହିଁକିନା ଆମ ଶରୀରକୁ ଜିଙ୍କ ବିଟାମିନ ଭାବରେ ଆବଶ୍ୟକ ହୋଇଥାଏ କିନ୍ତୁ ଏହା ସବୁ ଖାଦ୍ୟ ଜିନିଷ ରେ ନଥାଏ ଏହା କଖାରୁ ମଞ୍ଜିରେ ରହିଥାଏ ବହୁତ ଲୋକ କଖାରୁ ମଞ୍ଜି ଫିଙ୍ଗି ଦିଅନ୍ତି କିନ୍ତୁ ଆପଣ ଏହି ଭୁଲ କରନ୍ତୁ ନାହିଁ ନଚେତ ଆପଣଙ୍କ ଶରୀରରୁ ଜିଙ୍କ ସମାପ୍ତ ହବ ଆଉ ବହୁତ ପ୍ରକାର ରୋଗ ଆପଣଙ୍କୁ ମାଡି ବସିବ ।

Leave a Reply

Your email address will not be published. Required fields are marked *