ଗୋ-ମାତା ଙ୍କୁ ଭୁଲରେ ମଧ୍ୟ ଏହି ୩ଟି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ, ନଚେତ ଜୀବନସାରା ଦୁଖ ଦାରିଦ୍ର୍ଯତା ଘେରି ରହିବ

ବନ୍ଧୁଗଣ, ଗୋ-ମାତା ଙ୍କୁ ଭୁଲରେ ମଧ୍ୟ ଏହି ୩ ଟି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ । ଯଦି ଆପଣ ଏହାକୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଘରେ ଆସିପାରେ ଗରିବୀ ମା ଲକ୍ଷ୍ମୀ ଛାଡି ଦିଅନ୍ତି ଆପଣଙ୍କ ସାଥ । ହିନ୍ଧୁ ଧର୍ମ ଅନୁସାରେ ଗୋ-ମାତା ଙ୍କ ସେବା ନିସ୍ଵାର୍ଥପର ଭାବରେ କରିଲେ ଗୃହରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ବନ୍ଧୁଗଣ ଯୁଗରୁ ପ୍ରଥା ଚାଲି ଆସିଛି ଯେ, ଗୋ-ମାତା ଙ୍କୁ କିଛି ନା କିଛି ଖାଇବାକୁ ଦେବା ଉଚିତ । ଗାଈ ଙ୍କୁ ସନାତନ ଧର୍ମ ରେ ଲକ୍ଷ୍ମୀ ସ୍ଵୋରୂପ ମଧ୍ୟ ମାନା ଯାଇଅଛି । କୁହାଯାଏ ଯେ, ଗାଈଙ୍କ ସେବା କରିବା ଦ୍ଵାରା ଘର ପରିବାର ସୁଖୀ ଏବଂ ସମ୍ପନ୍ନ ରହିଥାଏ ।

ବନ୍ଧୁଗଣ ଯେଉଁ ଘରେ ଗାଈ ଙ୍କ ସେବା ନିସ୍ଵାର୍ଥପର ଭାବେ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ କୃପା ସଦାସର୍ବଦା ଲାଗି ରହିଥାଏ । ଏବଂ ଏହା ମଧ୍ୟ କୁହାଯାଏ ଯେଉଁ ଘରେ ଗାଈଙ୍କ ସେବା ହୋଇନଥାଏ ଅଚାନକ ଭାବେ ନାନା ପ୍ରକାରର ବିଘ୍ନ ବାଧା ମାନ ପରିଲକ୍ଷିତ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ, କେଉଁ ୩ ଟି ଜିନିଷ ରହିଛି ଯାହା ଗାଈ କୁ ଆଦୌ ଖାଇବାକୁ ଦେବା କଥା ନୁହେଁ । ଆସନ୍ତୁ ତେବେ ଜାଣିନେବା ତାହା ସମ୍ବନ୍ଧରେ ବିଶେଷ ଟିପ୍ପଣୀ ।

୧- ବନ୍ଧୁଗଣ ଗାଈ ମାନଙ୍କୁ ରୋଟି ତ ସମସ୍ତେ ଖାଇବାକୁ ଦେଇଥାନ୍ତି । ମାତ୍ର ତାହା ବାସୀ ହେବା ଆଦୌ ଉଚିତ ନୁହେଁ । ଅର୍ଥାତ ଗୋଟିଏ ଦିନ ପୂର୍ବରୁ ଯେଉଁ ରୋଟି ରହିଥାଏ, ଆପଣ ତାହାକୁ ସକାଳୁ ସକାଳୁ ଗୋ-ମାତା ଙ୍କୁ ଖାଇବାକୁ ଦେଇଥାନ୍ତି । ତାହା ଖାଇବାକୁ ଆଦୌ ଉଚିତ ନୁହେଁ । ବନ୍ଧୁଗଣ ଅନେକ ସମୟରେ ଆପଣ ରୋଟି ବନାଇ ଗୋ-ମାତା ଙ୍କୁ ଅପେକ୍ଷା କରିଥାନ୍ତି ପରନ୍ତୁ ସେମାନେ ଆସନ୍ତି ନାହିଁ । ଆପଣ ସେହି ରୋଟି କୁ ତାହା ପରଦିନ ଗୋ-ମାତା ଙ୍କୁ ଖାଇବାକୁ ଦେଇଥାନ୍ତି । ଏଭଳି କରିବା ଆଦୌ ଉଚିତ ନୁହେଁ । ଯଦି ଆପଣ ଏହା କରନ୍ତି ତେବେ ଗୋ-ମାତା ଙ୍କର ଅପମାନ ହୋଇଥାଏ ।

୨- ଶଢା ପଚା ଜିନିଷ ଅଥବା ଖାଦ୍ଯ ପଦାର୍ଥ ଗୋ-ମାତା ଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ଗୃହରେ ନାନା ପ୍ରକାରର ସମସ୍ଯା ଉପୁଜିଥାଏ । ବନ୍ଧୁଗଣ ଯଦି ଆପଣ ଏଭଳି କରୁଛନ୍ତି ତେବେ ନିଜ ଅଭ୍ଯାସ କୁ ବଦଳି ଦିଅନ୍ତୁ । କାରଣ ଏହା କରିବା ଦ୍ଵାରା ଘରେ ଦୁଖ କଷ୍ଟ ମାଡି ଆସିଥାଏ ।

୩- ବନ୍ଧୁଗଣ ଗୋ-ମାତା ଙ୍କୁ ସବୁଜ ଚାରା ସମସ୍ତେ ଖାଇବାକୁ ଦେଇଥାନ୍ତି । ଗୋ-ମାତା ଙ୍କୁ ସମସ୍ତେ ପିପଳା ଗଛର ପତ୍ର ପ୍ରାଏ ସମସ୍ତେ ଖାଇବାକୁ ଦେଇଥାନ୍ତି । କିନ୍ତୁ ବନ୍ଧୁଗଣ ପିପଳା ଗଛର ପତ୍ର କୁ ଆପଣ ନିଜେ ନିଜ ହାତରେ ଭାଙ୍ଗି ଆଦୌ ଖୁଆନ୍ତୁ ନାହିଁ । ବନ୍ଧୁଗଣ ଆପଣ ଯେ କୌଣସି ପଦାର୍ଥ ଗୋ-ମାତା ଙ୍କୁ ଖାଇବାକୁ ଦେଉଛନ୍ତି କେବେମଧ୍ୟ ଶଢା,ପଚା,ଅଥବା ବାସୀ ଖାଦ୍ଯ ଖୁଆନ୍ତୁ ନାହିଁ । ଏପରି କରିବା ଦ୍ଵାରା ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି । କାରଣ ଗୋ-ମାତାଙ୍କ ମଧ୍ୟ ରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *