ସୌଭାଗ୍ୟଶାଳୀ ଝିଅଙ୍କୁ ଚିହ୍ନିବେ କେମିତି ? Aajira Anuchinta

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସ୍ତ୍ରୀ ଘର ସଜାଡିଥାଏ ଆଉ ସ୍ତ୍ରୀ ଘର ଭାଙ୍ଗି ମଧ୍ୟ ଥାଏ ତେବେ ଘର ସ୍ତ୍ରୀ ଭଲ ରହିଲେ ଘର ସ୍ଵର୍ଗ ହୋଇଥାଏ ଆଉ ଖରାପ ସ୍ତ୍ରୀ ହେଲେ ଘର ନର୍କ ଭଳି ଅନୁଭବ ହୋଇଥାଏ ସେଥିପାଇଁ ଝିଅ ମାନଙ୍କୁ ଚିହ୍ନିବା ବହୁତ ଆବଶ୍ୟକ କିନ୍ତୁ ଭଗବାନ ବ୍ରହ୍ମା ସ୍ତ୍ରୀ ମାନଙ୍କୁ ବହୁତ ଅଲଗା ତିଆରି କରିଛନ୍ତି ତାଙ୍କ ଭିତରେ ମମତା, ଈର୍ଷ୍ୟା, ସ୍ନେହ, ପ୍ରେମ ଭଳି ବହୁତ ଭାବ ଅଛି ତେବେ ତାଙ୍କୁ ଚିହ୍ନିବା ବହୁତ କଷ୍ଟ କିନ୍ତୁ ଶାସ୍ତ୍ର ଅନୁଯାଇ ସ୍ତ୍ରୀ ବିଷୟରେ ଯାହା ଚିହ୍ନଟ କୁହା ଯାଇଛି ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଭାଗ୍ୟଶାଳି ଝିଅ ମାନଙ୍କୁ କିପରି ଚିହ୍ନିବେ ।

୧. ଯେଉଁ ମହିଳା ମାନଙ୍କ କଣ୍ଠ କୋମଲ ଏବଂ କଥାବାର୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳି ମହିଳା ହୋଇଥାନ୍ତି ।

୨. ଯେଉଁ ମହିଳା ମାନେ ଆସ୍ତିକ, କ୍ଷ୍ୟମାଶୀଳ, ଦାନଶୀଳ, ବୁଦ୍ଧିମାନ ଏବଂ କର୍ତ୍ବ୍ୟପରାୟଣ ହୋଇଥାନ୍ତି ସେହି ମହିଳା ମାନେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।

୩. ଯେଉଁ ମହିଳା ମାନେ ଘରେ ଆସିଥିବା ଅତିଥିଙ୍କ ମାନ ସମ୍ମାନ ଆଉ ଅତିଥିତି ଦେବୋ ଭାବ ଭଳି କାର୍ଯ୍ୟ କରନ୍ତି ସେହି ମହିଳା ମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ।

୪. ଯେଉଁ ମହିଳା ମାନେ ସକାଳେ ଓ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରିଥାନ୍ତି ସେମାଏ ଭାଗ୍ୟଶାଳି ମହିଳା ହୋଇଥାନ୍ତି ଏହି ଭଳି ଝିଅକୁ ବିବାହ କରି ଘରକୁ ଆଣିଲେ ଆପଣଙ୍କୁ ବହୁତ ଶାନ୍ତି ଓ ସୁଖ ଅନୁଭବ ହୋଇଥାଏ ।

୫. ଯେଉଁ ଝିଅଙ୍କ ଗାଲ ଗୋଲ, ସୁନ୍ଦର ଓ ସିର ଦେଖା ଯାଇ ନଥାଏ ସେ ମାନେ ଦେଇବିକ ଗୁଣ ଯୁକ୍ତ ଝିଅ ହୋଇଥାନ୍ତି, ଏହି ଭଳି ଝିଅ ଯାହା ଘରକୁ ବହୁ ହୋଇ ଯାଇଥାନ୍ତି ତାଙ୍କ ଘରକୁ ସ୍ଵର୍ଗ ଠାରୁ ସୁନ୍ଦର କରିଥାନ୍ତି ।

୬. ଯେଉଁ ମହିଳାଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଠ, ସୁନ୍ଦର ଓ ସୁଢଳ ସେମାନେ ଉତ୍ତମ ଲକ୍ଷଞ୍ଜୁକ୍ତ ମହିଳା ଅଟନ୍ତି ।

୭. ଯେଉଁ ମହିଳାଙ୍କ ଓଠ ଦୁଇ ଆଙ୍ଗୁଳି, ସୁନ୍ଦର ଓ ମାଂସାଳ ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି ।

୮. ଯେଉଁ ମହିଳାଙ୍କ ବେକରେ ତିନୋଟି ରେଖା ପଡିଥାଏ ସେହି ମହିଳା ମାନେ ନିଜ ସ୍ଵାମୀ ପାଇଁ ଏଶ୍ବର୍ଜୀଶାଳି ହୋଇଥାନ୍ତି । ଯେଉଁ ମହିଳାଙ୍କ ବେକରେ ଘଣ୍ଟିକା ଉଚ୍ଚ ହୋଇଥାଏ ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ନିଜ ବାପ ଘର ଓ ଶଶୁର ଘର ପାଇଁ ।

Leave a Reply

Your email address will not be published. Required fields are marked *