ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୋଟେ ଦିନର ଖାଇବାର ଖର୍ଚ୍ଚ ଜାଣି ଆପଣଙ୍କ ମୁଣ୍ଡ କାମ ଦେବନି

ନମସ୍କାର ବନ୍ଧୁଗଣ ଆପଣ ସମସ୍ତଙ୍କୁ ଆମର ଲେଖାରେ ସ୍ଵାଗତ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନର ଛୋଟ ବଡ କଥା ଚର୍ଚାର ବିଷୟ ବନିଥାଏ । ସବୁବେଳେ ପ୍ରଧାନ ମନ୍ତ୍ରୀଙ୍କ ବିରୋଧୀ ତାଙ୍କୁ ତାଙ୍କର ସ୍ତ୍ରୀ ନାମରେ ଘେରିବାକୁ ଚେଷ୍ଟା କରିଥାନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବାହ ବିଷୟରେ ବହୁତ କଥା ଶୁଣିବାକୁ ମିଳିଥାଏ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ବହୁତ ସାରା କଥା ଶୁଣିବାକୁ ମିଳିଥାଏ କିନ୍ତୁ ଏମିତି କିଛି କଥା ଅଛି ଯାହା ସବୁ ଲୋକ ମାନିଥାନ୍ତି ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଲୋକଙ୍କୁ ନିଜ ସହିତ ଯୋଡିକି ରଖିଥାନ୍ତି । ଆଉ ସେ ବହୁତ କାମ କରିଛନ୍ତି ଯାହା ଦେଶର ଜନତା କହୁଛନ୍ତି । ଏହି ସବୁ କଥା ପାଇଁ କୌଣସି ପକ୍ଷକାରୀଙ୍କ ଆବଶ୍ୟକତା ନାହିଁ ।


ଆପଣଙ୍କ ଜାଣିବା ପାଇଁ କୁହାଯାଉଚିକି ଦେଶରେ ୧୯ ରାଜ୍ୟ ସହିତ କେନ୍ଦ୍ରରେ ବିଜେପିର ସରକାର ରହିଛି ଓ ଯେଉଁଠି ଯେଉଁଠି ବିଜେପି ସରକାର ରହିଛି ସେଠୀ ଶେଠୀ ଦେଶ ବାସୀଙ୍କ ପାଇଁ ସବୁ ସମ୍ଭବ  କାମକୁ ବନା ଯାଉଛି ସରକାର ଜନତାର ଫାଇଦା ପାଇଁ ବହୁତ କାର୍ଯ୍ୟ କରୁଛନ୍ତି । କିନ୍ତୁ ସବୁବେଳେ ଏହା ଦେଖିବାକୁ ମିଳିଥାଏ ତାଙ୍କର ବିରୋଧୀ ତାଙ୍କ ଖର୍ଚକୁ ନେଇକି ତାଙ୍କୁ ବହୁତ କଥା ଉଠାଇଥାନ୍ତି । ଏମିତି ସ୍ଥିତିରେ ଆମେ ଆପଣଙ୍କୁ କହିବାକୁ ଚହୁଁଛୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୋଟିଏ ଦିନର ଖାଦ୍ଯର ଖର୍ଚ କେତେ ହୋଇଥାଏ ।


ଆପଣଙ୍କ ସୂଚନା ପାଇଁ କହିବାକୁ ଚାହୁଁଛୁକି ଆରଟି ଆଇ ଦ୍ଵାରା କୁହାଯାଇଥିବା ଏହି କଥା ମୁତାବିକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦିନର ବ୍ୟକ୍ତିଗତ ଖର୍ଚ ନିଜେ ବହନ କରିଥାନ୍ତି । ଏହି ସବୁ ପାଇଁ ସେ କୌଣସି ପ୍ରକାର ସରକାରୀ ସହାୟତା ନେଇ ନଥାନ୍ତି । ଦେଖାଯାଏ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଉପରେ ସରକାରୀ ଖର୍ଚ ଜିରୋ ହୋଇଥାଏ ଆଉ ଆପଣଙ୍କୁ ଏହି କଥାର ସୂଚନା ଦେବାକୁ ଚାହୁଞ୍ଚୁକି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ପର୍ଯ୍ୟନ୍ତ କାର୍ଯ୍ୟଲୟ ସମୟରେ କୌଣସି ଅବକାଶ ନିଅନ୍ତୁ ନାହିଁ ।

ଆଉ ପ୍ରଧାନ ମନ୍ତ୍ରୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟକୁ ନିଜେ ହିଁ ହ୍ୟାଣ୍ଡଲ କରିଥାନ୍ତି । କିନ୍ତୁ ପିଏମ ଙ୍କ ଖାତର ଦେଖାରଖା ଲୋକଙ୍କ ଟିମ ଦ୍ଵାରା କରାଯାଇଥାଏ । ଏହି କଥା ଅଟେକି ଆରଟିଆଇ ଦ୍ଵାରା ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଠାରୁ ମଗାଯାଇଥିବା ସୂଚନା କାହା ଆଗରେ ସେୟାର କରାଯାଇ ନାହିଁ ଯାହା ଭିତରେ ତାଙ୍କ ପ୍ରତିଦିନର ଖର୍ଚ ତାଙ୍କ ଡିଗ୍ରୀ ତାଙ୍କୁ ସଜେସନ କିଏ ଦେଇଥାଏ ଏମିତି ଶେଥି ପାଇଁ କୁହାଯାଇଛି କାରଣ ଏହି ସବୁ ପଛରେ ସୁରକ୍ଷା କାରଣକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *