ସ୍ଟେଜ ସୋରୁ ବାହା ବେଦି, ପ୍ରଥମେ ପରସ୍ପରକୁ ଦେଖା ଚହାଁ ଆଉ ତା ପରେ ପ୍ରେମ ଆଉ ଏବେ ବିବାହ ।କିନ୍ନର ଚିନ୍ମୟ ସାଜିଲେ କନ୍ୟା ଆଉ ବବ୍ଲୁ ସାଜିଲେ ବର । ଆଉ ଶେଷରେ ପଡିଲା ହାତ ଗଣ୍ଠି । କନୀହା ଅଞ୍ଚଳର ବବ୍ଲୁ ଭଅଁର ପାଲ ଅଞ୍ଚଳର କିନ୍ନର ଚିନ୍ମୟଙ୍କୁ ବିବାହ କରି ସେ ଏବେ ଚର୍ଚାରେ । ପ୍ରଥମେ ଗୋଟିଏ ସ୍ଟେଜ ସୋରେ ଦୁଇଜଣ ଦୁଇଜଣଙ୍କୁ ଭେଟି ଥିଲେ । ତାପରେ ମନ ଦିଆ ନିଆ ଆଉ ସମ୍ପର୍କ ଏତେ ନିବିଡ ହୋଇଥିଲାକି ଦୁହେଁ ନିସ୍ପତି ନେଇଥିଲେ ବାହା ହେବା ପାଇଁ । ପାଞ୍ଚ ବର୍ଷ ଧରି ଉଭୟ ଉଭୟକୁ ଭଲ ପାଉଥିଲେ । ଆଉ ପରସ୍ପରକୁ ଚିହ୍ନିଲେ ।
ଶେଷରେ ସାରା ଜୀବନ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବା ପାଇଁ ବିବାହ କରିଥିଲେ । ଅନୁଗୁଳର ମା ବୁଢୀ ଠାକୁରାଣୀଙ୍କୁ ସାକ୍ଷୀ ରଖି ବାହା ହୋଇଛନ୍ତି ଏହି ପ୍ରେମୀ ଯୁଗଳ । ଚିନ୍ମୟ କିନ୍ନର କହିଥିଲେ, ଆମେ ଦୁଇଜଣ ପାଞ୍ଚବର୍ଷ ଭଲ ପାଉଥିଲୁ । ସେ ହଠାତ ମୋତେ ପ୍ରସ୍ତାବ ଦେଇଥିଲେକି ଜୀବନସାର ଏମିତି ସାଥି ହୋଇକି ରହିବା ପାଇଁ ବିବାହ କରିବାକୁ କହିଥିଲେ । ପ୍ରଥମେ ସେ କୋର୍ଟରେ ମ୍ୟାରେଜ କରିକି ବୁଢୀ ଠାକୁରଙ୍କ ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେ କହୁଥିଲେକି ପାଞ୍ଚ ବର୍ଷ ରହିଲୁନି ଆଗକୁ ମଧ୍ୟ ଏମିତି ସାଥି ହୋଇ ରହିବୁ । ବବ୍ଲୁ ମଧ୍ୟ କହିଥିଲେ ଏହି ବିବାହାରେ ସେ ବହୁତ ଖୁସିଅଛନ୍ତି ବୋଲି ।
ଖାଲି ଏମାନଙ୍କର ବାହାଘର ଚର୍ଚା ବୋଲି ସେମିତି ନୁହେଁ । ବିବାହ ପରେ ସେମାନେ ଯେଉଁ କାମ କରିଛନ୍ତି ଶେଥି ପାଇଁ ମଧ୍ୟ ବହୁତ ଚର୍ଚାରେ ଅଛନ୍ତି । ବବ୍ଲୁ ଆଉ ଚିନ୍ମୟ ବାହାଘର ସରିଲାପରେ ଅନାଥଶ୍ରମ ଯାଇଥିଲେ ଆଉ ସେଠାରୁ ଗୋଟିଏ ଶିଶୁକୁ ପୋଷ୍ୟ କରି ଘରକୁ ଆଣିଥିଲେ । ଆଏ ଏହିଠୁ ଆରମ୍ଭ ହୋଇଛି ତାଙ୍କର ନୂଆ ଜୀବନ । କିନ୍ନର ସମ୍ପ୍ରଦାୟର ଆଉ ଜଣେ ମଧ୍ୟ କହିଥିଲେ ଯେମିତି ଜଣେ ପୁରୁଷ ଯେମିତି ନାରୀକୁ ବିବାହ କରେ ସେମିତି ଜଣେ ପୁରୁଷ ଜଣେ କିନ୍ନରକୁ ମ୍ୟାରେଜ କରିଛି ।
ଆଜି ମୁ ବହୁତ ଖୁସି ଅଛି ବୋଲି କହିଛନ୍ତି ଆଉ ସେ ତାଙ୍କୁ ଝିଅ ବୋଲି ସମ୍ବୋନ୍ଧନ କରିଛନ୍ତି । ସୁପ୍ରିମ କୋର୍ଟ ଥାର୍ଡ ଜେଣ୍ଡରକୁ ଅନୁମତି ଦେଇଛନ୍ତି ଆଉ ତାଙ୍କ ଅନୁମତି ନେଇ ଯଦି ଜଣେ କିନ୍ନର ଓ ଜଣେ ପୁରୁଷ ବାହା ହେବା ପାଇଁ ରାଜି ଥିବ । ସେମାନେ ବିବାହ କରିପାରିବେ ଆଉ ତାଙ୍କୁ ସମଲିଙ୍ଗି ସମ୍ପର୍କ ମଧ୍ୟ କୁହାଯାଇ ପାରିବ । ଆମେ ଭଗବାନଙ୍କ ପାଖରେ କାମନା କରୁଛୁ ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ।ସ୍ଟେଜ ସୋରୁ ବାହା ବେଦି, ପ୍ରଥମେ ପରସ୍ପରକୁ ଦେଖା ଚହାଁ ଆଉ ତା ପରେ ପ୍ରେମ ଆଉ ଏବେ ବିବାହ ।କିନ୍ନର ଚିନ୍ମୟ ସାଜିଲେ କନ୍ୟା ଆଉ ବବ୍ଲୁ ସାଜିଲେ ବର ।
ଆଉ ଶେଷରେ ପଡିଲା ହାତ ଗଣ୍ଠି । କନୀହା ଅଞ୍ଚଳର ବବ୍ଲୁ ଭଅଁର ପାଲ ଅଞ୍ଚଳର କିନ୍ନର ଚିନ୍ମୟଙ୍କୁ ବିବାହ କରି ସେ ଏବେ ଚର୍ଚାରେ । ପ୍ରଥମେ ଗୋଟିଏ ସ୍ଟେଜ ସୋରେ ଦୁଇଜଣ ଦୁଇଜଣଙ୍କୁ ଭେଟି ଥିଲେ । ତାପରେ ମନ ଦିଆ ନିଆ ଆଉ ସମ୍ପର୍କ ଏତେ ନିବିଡ ହୋଇଥିଲାକି ଦୁହେଁ ନିସ୍ପତି ନେଇଥିଲେ ବାହା ହେବା ପାଇଁ । ପାଞ୍ଚ ବର୍ଷ ଧରି ଉଭୟ ଉଭୟକୁ ଭଲ ପାଉଥିଲେ । ଆଉ ପରସ୍ପରକୁ ଚିହ୍ନିଲେ । ଶେଷରେ ସାରା ଜୀବନ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବା ପାଇଁ ବିବାହ କରିଥିଲେ । ଅନୁଗୁଳର ମା ବୁଢୀ ଠାକୁରାଣୀଙ୍କୁ ସାକ୍ଷୀ ରଖି ବାହା ହୋଇଛନ୍ତି ଏହି ପ୍ରେମୀ ଯୁଗଳ ।
ଚିନ୍ମୟ କିନ୍ନର କହିଥିଲେ, ଆମେ ଦୁଇଜଣ ପାଞ୍ଚବର୍ଷ ଭଲ ପାଉଥିଲୁ । ସେ ହଠାତ ମୋତେ ପ୍ରସ୍ତାବ ଦେଇଥିଲେକି ଜୀବନସାର ଏମିତି ସାଥି ହୋଇକି ରହିବା ପାଇଁ ବିବାହ କରିବାକୁ କହିଥିଲେ । ପ୍ରଥମେ ସେ କୋର୍ଟରେ ମ୍ୟାରେଜ କରିକି ବୁଢୀ ଠାକୁରଙ୍କ ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେ କହୁଥିଲେକି ପାଞ୍ଚ ବର୍ଷ ରହିଲୁନି ଆଗକୁ ମଧ୍ୟ ଏମିତି ସାଥି ହୋଇ ରହିବୁ । ବବ୍ଲୁ ମଧ୍ୟ କହିଥିଲେ ଏହି ବିବାହାରେ ସେ ବହୁତ ଖୁସିଅଛନ୍ତି ବୋଲି । ଖାଲି ଏମାନଙ୍କର ବାହାଘର ଚର୍ଚା ବୋଲି ସେମିତି ନୁହେଁ । ବିବାହ ପରେ ସେମାନେ ଯେଉଁ କାମ କରିଛନ୍ତି ଶେଥି ପାଇଁ ମଧ୍ୟ ବହୁତ ଚର୍ଚାରେ ଅଛନ୍ତି ।
ବବ୍ଲୁ ଆଉ ଚିନ୍ମୟ ବାହାଘର ସରିଲାପରେ ଅନାଥଶ୍ରମ ଯାଇଥିଲେ ଆଉ ସେଠାରୁ ଗୋଟିଏ ଶିଶୁକୁ ପୋଷ୍ୟ କରି ଘରକୁ ଆଣିଥିଲେ । ଆଏ ଏହିଠୁ ଆରମ୍ଭ ହୋଇଛି ତାଙ୍କର ନୂଆ ଜୀବନ । କିନ୍ନର ସମ୍ପ୍ରଦାୟର ଆଉ ଜଣେ ମଧ୍ୟ କହିଥିଲେ ଯେମିତି ଜଣେ ପୁରୁଷ ଯେମିତି ନାରୀକୁ ବିବାହ କରେ ସେମିତି ଜଣେ ପୁରୁଷ ଜଣେ କିନ୍ନରକୁ ମ୍ୟାରେଜ କରିଛି । ଆଜି ମୁ ବହୁତ ଖୁସି ଅଛି ବୋଲି କହିଛନ୍ତି ଆଉ ସେ ତାଙ୍କୁ ଝିଅ ବୋଲି ସମ୍ବୋନ୍ଧନ କରିଛନ୍ତି ।
ସୁପ୍ରିମ କୋର୍ଟ ଥାର୍ଡ ଜେଣ୍ଡରକୁ ଅନୁମତି ଦେଇଛନ୍ତି ଆଉ ତାଙ୍କ ଅନୁମତି ନେଇ ଯଦି ଜଣେ କିନ୍ନର ଓ ଜଣେ ପୁରୁଷ ବାହା ହେବା ପାଇଁ ରାଜି ଥିବ । ସେମାନେ ବିବାହ କରିପାରିବେ ଆଉ ତାଙ୍କୁ ସମଲିଙ୍ଗି ସମ୍ପର୍କ ମଧ୍ୟ କୁହାଯାଇ ପାରିବ । ଆମେ ଭଗବାନଙ୍କ ପାଖରେ କାମନା କରୁଛୁ ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ।