ଗ୍ୟାସ, ଏସିଡିଟି, ବାରମ୍ବାର ପାଡିବା, ପେଟ ଫୁଲିବା ଏବଂ କୋଷ୍ଠ କାଠିନ୍ୟ ୫ ମିନିଟରେ ଠିକ ହୋଇଯିବ 

ଯଦି ଆପଣଙ୍କୁ କୋଷ୍ଠ କାଠିନ୍ୟ କି କବଜ ସମସ୍ୟା ରହୁଛି, ପେଟ ଫୁଲୁଚି ଓ ବାରମ୍ବାର ଗ୍ୟାସ ସମସ୍ୟା ରହୁଛି  କି ଛାତିରେ ଜ୍ଵଳନ ହେଉଅଛି, ଏସିଡିଟି ସମସ୍ୟା ରହିଛି । ଏହି ସବୁ ସମସ୍ୟା ପାଇଁ ଆଜି ମୁଁ ଗୋଟିଏ ଘରୋଇ ଚମତ୍କାର ବିଷୟରେ କହିବୁ । ଯାହା ଦ୍ଵାର ଆପଣଙ୍କୁ ଏହି ସବୁ ସମସ୍ୟା କେବେବି ହେବ ନହିଁ । ଆସନ୍ତୁ ଜାଣିବା ଏହାକୁ କେମିତି ବନାଇବା ଏବଂ ଏହାର ସେବନ କେମିତି କରିବାକୁ ହୁଏ ।

ଆଜିର ଏହି ଉପଚାର ବହୁତ ପାୱାରଫୁଲ ଅଟେ । ଏହାର ସେବନ ଦ୍ଵାରା ବହୁତ ଭୟଙ୍କର ଗ୍ୟାସ ଭଲ  ହୋଇଯିବ । କେବଳ ପାଞ୍ଚ ମିନିଟ ଭିତରେ ଆପଣଙ୍କୁ ଏହାର ଫଳ ମିଳିବ ।


ଗୋଟେ ପତ୍ରରେ ଗୋଟେ ଗ୍ଲାସ ପାଣି ଗ୍ୟାସରେ ଗରମ କରନ୍ତୁ ଏବେ ସେଇ ପାଣିରେ ଗୋଟେ ଚାମଚ ଜୀରା ପକାନ୍ତୁ ।ଏବେ ଆପଣ ଏଥିରେ ଡାଲଚିନି ଖଣ୍ଡ ପକାନ୍ତୁ । ଡାଲଚିନି ଅମ୍ଳତାକୁ ଦୂର କରିବାରେ ସହାୟକ ହୋଇଥାଏ । ଏବେ ଆପଣ ଏହାକୁ ଲୋ ଫ୍ଲେମରେ ପାଞ୍ଚ ମିନିଟ ଫୁଲିବାକୁ ଛାଡି ଦିଅନ୍ତୁ । ଯେମିତି ଏହି ଜିନିଷର ପୋଷାକ ତତ୍ଵ ସବୁ ଏହି ପାଣିକୁ ଆସିଯିବ ।

ଜୀରା ଏମିତି ଗୋଟେ ପଦାର୍ଥ ଯାହା ହଜମ କାରୀ ରସକୁ ଉଶ୍ଚାହିତ କରିଥାଏ । ଅମ୍ଳତା ଓ ଗ୍ୟାସ ଜନିତ ସମସ୍ୟାରୁ ଆମକୁ ରକ୍ଷା କରିଥାଏ । ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଆଶୁତୋଷ ଗୌତମଙ୍କ ଅନୁଯାଇ ଜୀରା ଆଶିଡିଟି ଓ ପେଟ ଫୁଲିବା ସମସ୍ୟାରୁ ମୁକ୍ତି ଦେଇଥାଏ । ଗ୍ୟାସକୁ ସବୁ ଦିନ ପରି ଦୂର କରିଥାଏ । ଏହାପରେ ସେଇ ଜୀରା ପାଣିକୁ ଭଲରେ ଛାଣି ନିଅନ୍ତୁ ।


ଛାଣି ସାରିବା ପରେ ଯେଉଁ ଡାଲଚିନି ଓ ଜୀରା ବଞ୍ଚିଯିବ ତାହା ଆପଣ ତରକାରୀ ରାନ୍ଧିବାରେ ବ୍ୟବହାର କରିପାରିବେ । ଏବେ ଆମେ ଏଥିରେ ଆଉ ଦୁଇଟି ଜିନିଷ ମିଶାଇବା, ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାଇବା । ତାପରେ ଏଥିରେ ଅଳ୍ପ କଳା ଲୁଣ ମିଶାନ୍ତୁ ।  କଳା ଲୁଣ ହଜମ ପ୍ରକ୍ରିୟାରେ ସାହାର୍ଯ୍ୟ କରିଥାଏ । ଅନେକ ଲୋକ ଏହାକୁ କୋଷ୍ଠ କାଠିନ୍ୟର ଶକ୍ତିଶାଳୀ ପ୍ରଭାବ ରୂପେ ବ୍ୟବହାର କରିଥାନ୍ତି ।

ଏବେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଆସନ୍ତୁ ଜାଣିବା ଏହାର ସେବନ ବିଧି ବିଷୟରେ । ଯେତେବେଳେ ଆପଣଙ୍କ ପେଟରେ ଗ୍ୟାସ ବନୁଅଛି ସେତେବେଳେ ଆପଣ ଏହାକୁ ବନାଇ ସେବନ କରନ୍ତୁ । ଦେଖିବେ ପାଞ୍ଚ ମିନିଟରେ ଏହି ଭୟଙ୍କର ଗ୍ୟାସ ଭଲ ହୋଇଯିବ । ଏହାର ସେବନ ଦ୍ଵାରା ପେଟ ଜନିତ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *