ଘର ସାମ୍ନାରେ ଭୁଲରେ ବି ଲଗାନ୍ତୁ ନାହିଁ ଏହି ଗଛ, ଦାରିଦ୍ରତା ଆସିଥାଏ ଏହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ

ଗଛ ମାନବ ଏବଂ ଜୀବିତ ଜୀବ ଜନ୍ତୁ ପାଇଁ ଅମୃତ ସମାନ ଗଛ ଦ୍ଵାରା ଆମକୁ ନିଶ୍ଵାସ ନବା ପାଇଁ ସ୍ଵଛ ଅକ୍ସିଜନ ପ୍ରାପ୍ତ ହୋଇଥାଏ ଯାହା ଦ୍ଵାରା ଆମେ ଜୀବିତ ରହିଥାଉ । ଗଛ ନିଜ ଫଳ, ପତ୍ର, କାଠ ଏବଂ ଫୁଲ ଦ୍ଵାରା ଆମ ଜୀବନ ସହଜ କରିଥାଏ, ଗଛ ଆମ ପାଇଁ ଏବଂ ସବୁ ଜୀବିତ ଜୀବଙ୍କ ପାଇଁ ବହୁତ ମହତ୍ଵପୂର୍ଣ ଜିନିଷ ଅଟେ, କିଛି ଗଛ ଏମିତି ହୋଇଥାନ୍ତି ଯାହା ଉପରେ କୁହାଯାଏ ସ୍ଵୟଂ ଭଗବାନଙ୍କ ଆଶୀର୍ବାଦ ହୋଇଥାଏ ଏବଂ ଏହାକୁ ଘରେ ବା ଘର ପାଖରେ ଲଗେଇବା ଶୁଭକାରୀ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରେ ବା ଘର ପାଖରେ ରଖିବା ଉଚିତ ନୁହ ।

Image Courtesy: Google

ପାରିଜାତ ଗଛ ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ ପାରିଜାତ ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ବାହାରିଥିଲା ଯାହା ଦେବ ରାଜ ଇନ୍ଦ୍ର ପାଖରେ ସ୍ଵର୍ଗରେ ରକ୍ଷା ଗଲା ଏହି ଗଛ ଉପରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଲଗେଇବା ବା ଘର ପାଖରେ ରଖିବା ଜମା ବି ଉଚିତ ନୁହ ଏହା ଦ୍ଵାରା ଘର ସମସ୍ଯା ବଢିଥାଏ ତେବେ ଆସନ୍ତୁ ଜାଣିବା ଏହି ଗଛ ଗୁଡିକ ବିଷୟରେ ।

Image Courtesy: Google

କଣ୍ଟା ଗଛ :

ବାସ୍ତୁ ଶାସ୍ତ୍ର ଅନୁଯାଇ କାନ୍ତାଳିଆ ଗଛ ଘରେ ରଖିଲେ ବା ଲଗେଇଲେ ଘରେ ଝଗଡା ଏବଂ ବାଦ ବିବାଦ ପରିସ୍ଥିତି ଆସିଥାଏ, ସବୁବେଳେ କଳି ଝଗଡା ଆପଣଙ୍କ ଘରେ ବାସ କରିଥାଏ ଏବଂ ଶାନ୍ତି ଆପଣଙ୍କ ଘର ଛାଡି ଦେଇଥାଏ, କଣ୍ଟା ଗଛ ଭୁଲରେ ମଧ୍ୟ ଘରେ ଲଗାନ୍ତୁ ନାହିଁ ।

ଖିର ଗଛ :

ଯେଉଁ ଗଛରୁ କ୍ଷୀର ବାହାରିଥାଏ ତାହା କେବେବି ଘରେ ରଖନ୍ତୁ ନାହିଁ ଏହା କେବଳ ବାସ୍ତୁ ଅନୁଯାଇ ନୁହ ଆପଣଙ୍କ ଛୁଆ ପାଇଁ ମଧ୍ୟ ଭୟଙ୍କର ହୋଇଥାଏ, ଯେଉଁ ଗଛରୁ କ୍ଷୀର ବାହାରିଥାଏ ସେହି ଗଛ ଘରେ ନକାରାତ୍ମକତା ଆଣିଥାଏ ସେଥିପାଇଁ ଏହି ଭଳି ଗଛ ଦୂର ରଖନ୍ତୁ ।

Image Courtesy: Google

ବର କୋଳି ଗଛ :

ଏମିତି କୁହାଯାଏ ଯେ ବର କୋଳି ଗଛ ଉପରେ ସବୁଠାରୁ ନକାରାତ୍ମକ ଶକ୍ତି ବାସ କରିଥାଏ, ବର କୋଳି ଗଛ ଘର ଆଗରେ ରହିଲେ ଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ, ସବୁ ପ୍ରକାର ସମସ୍ଯା ଘର ଉପରେ ଆସିଥାଏ ହଟାତ ଦୁର୍ଘଟଣା ମଧ୍ୟ ହୋଇପାରେ ସେଥିପାଇଁ ଘର ଆଗରେ ବାର କୋଳି ଗଛ ଦେଖିଲେ ଏହାକୁ ବାହାର କରି ଫିଙ୍ଗି ଦିଅନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *