ଘରର ଏହି ଜାଗାରେ ରଖି ଦିଅନ୍ତୁ ୫ଟି ହଳଦୀର ପୁଡା ଏବଂ ଧନ ବର୍ଷା ମଜା ନିଅନ୍ତୁ!

କେତେକ ଶାସ୍ତ୍ର ରେ ଲେଖା ହୋଇଛି ଯେ ଯଦି କୌଣସି ଲୋକ ମନ ଆଧ୍ୟାତ୍ମିକ ଊର୍ଜା କରିବାକୁ ହେଲେ ସେହି ଲୋକକୁ ବୃହସ୍ପତି ଭଗବାନଙ୍କ ପୂଜା କରିବା ଉଚିତ ଅଟେ । ଏହା କଲେ ସେହି ଲୋକ ମନରେ ଆଧ୍ୟାତ୍ମିକ ଶକ୍ତି ସଂଚାର ହୋଇ ଥାଏ, ଏହା ଛଡା ବୃହସ୍ପତି ଦେବଙ୍କ ପୂଜା କଲେ ବ୍ୟକ୍ତିଙ୍କୁ ବିଦ୍ୟା, ବୁଦ୍ଧି, ସୁଖ ଏବଂ ସୌଭାଗ୍ୟ ସବୁ ଜିନିଷ ପ୍ରାପ୍ତ ହୋଇ ଥାଏ । ତେବେ ସେହି ବିଷୟରେ ଆଜି କିଛି ଉପାୟ ଆମେ ଆପଣଙ୍କୁ କହିବୁ । ଆପଣଙ୍କୁ ଆମେ କହିବାକୁ ଚାହୁଁଛୁ ଯେ ଗୁରୁବାର ଭଗବାନ ବୃହସ୍ପତିଙ୍କୁ ସମର୍ପିତ ଅଟେ ।

Image Courtesy: Google

ଯଦି ଗୁରୁବାର ଦିନ ଆପଣ କିଛି ବିଶେଷ କାର୍ଯ୍ୟ କରୁଛନ୍ତି ତେବେ ଏହା ଦ୍ଵାରା ଭଗବାନ ବୃହସ୍ପତି ନିଶ୍ଚିନ୍ତ ପ୍ରସନ୍ନ ହୋଇ ଥାନ୍ତି । ହଳଦୀ ଏବଂ ହଳଦୀୟା ରଙ୍ଗ ଭଗବାନ ବୃହସ୍ପତିଙ୍କୁ ବହୁତ ପସନ୍ଦ ଅଟେ, ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା କଲେ ଆପଣଙ୍କ ଜୀବନ ପ୍ରତେକ କଷ୍ଟ ଦୂର ହୋଇଯିବ ।

Image Courtesy: Google

କିନ୍ତୁ ଏହି ଉପାୟ କହିବା ଆଗରୁ ଆମେ ଆପଣମାନଙ୍କୁ ଏହା ମଧ୍ୟ କହିବାକୁ ଚାହୁଁଛୁ ଯେ କୌଣସି ଉପାୟ ସେଇ ପର୍ଯ୍ୟନ୍ତ ସଫଳ ହବ ନାହିଁ ଯେ ପର୍ଯ୍ୟନ୍ତ ଆପଣ ଏହାକୁ ନିଷ୍ଠା ଭାବରେ କରିବେ ନାହିଁ । ତେବେ ଏହି ଉପାୟ କରିବା ଆଗରୁ ଏହି କଥା ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ମନରେ କାହା ପ୍ରତି ଖରାପ ଭାବନା ନାହିଁ ।

Image Courtesy: Google

ସର୍ବପ୍ରଥମେ ଯଦି ଆପଣଙ୍କୁ ଆର୍ଥିକ ସମସ୍ୟା ଅଛି ତେବେ ଆପଣ ଜଳକୁମ୍ଭି ଏବଂ ପାଞ୍ଚୋଟି ହଳଦୀ ହଳଦୀଆ ରଙ୍ଗ କପଡା ରେ ଗୁଡେଇ ନିଜ ତିଜୋରି ରେ ରଖି  ଦିଅନ୍ତୁ । କୁହା ଯାଏ ଯେ ଏହି ଉପାୟ ଦ୍ଵାରା ଆପଣଙ୍କ ଘରେ ଚାଲୁ ଥିବା ଆର୍ଥିକ ସମସ୍ୟା ଦୂର ହୋଇ ଥାଏ । ଏହା ଆଗରୁ ଆପଣ ଧନ ବୃଦ୍ଧି ପାଇଁ ଅନେକ ଉପାୟ କରି ଥିବେ କିନ୍ତୁ ଥରେ ସଫା ମନରେ ଏହାକୁ କରିକି ଦେଖନ୍ତୁ ।

ଏହା ଛଡା ଯଦି ଘରେ କାହାର ବିବାହ ହେଉ ନାହିଁ ତେବେ ବୃହସ୍ପତି ଦେବଙ୍କ ସାମ୍ନା ରେ ଘିଅ ଦୀପ ଜାଳି ଏହା ପରେ ହଳଦୀ ତିଲକ ଲଗାଇ ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ଭୋଗ ଲଗାନ୍ତୁ, ଏହି ଉପାୟ ଦ୍ଵାରା ବିବାହ ସମ୍ବନ୍ଧିତ ସମସ୍ୟା ଦୂର ହୋଇ ଥାଏ । ଆଗକୁ ଏହିଭଳି ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *