ସବୁ ମାସ ମିଳିବ ୪୦ ହଜାରରୁ ଅଧିକ ଟଙ୍କା, ଘରେ ବସି କରନ୍ତୁ ପୋଷ୍ଟ ଅଫିସ୍ ର ଏହି ସବୁ କାମ – ଯୋଗ୍ୟତା କେବଳ ଅଷ୍ଟମ ପାସ୍!

ଆଜିକାଲି ଦୁନିଆ ଏତେ ମହଙ୍ଗା ହେଲାଣି ଯେ ଘରୁ ବାହାରିବା ମାତ୍ରେ ଟଙ୍କାର ଆବଶ୍ୟକତା ପଡୁଛି। କେତେ ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କ ପାଖେ କିଛି ଚାକିରି ନାହିଁ କାହିଁକି ନା ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ନାହିଁ କୌଣସି ଚାକିରି କରିବା ପାଇଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପୋଷ୍ଟ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଘରେ ବସି ମଧ୍ୟ ଟଙ୍କା ରୋଜଗାର କରିପାରିବେ।

ଆଇପିପିବି ଲକ୍ଷ ପୂରା ଭାରତରେ ପହଞ୍ଚାଇବା ଓ ସବୁ ଡାକଘରରେ ୧. ୫୫ ଲକ୍ଷ ଆଇପିପିବି ଶାଖାଗୁଡିକ ବଦଳାଇବାର ଅଛି । ଯେଉଁଠି ବ୍ୟାଙ୍କିଙ୍ଗ୍ ପ୍ରଡକ୍ଟ ଓ ସର୍ଭିସ୍ ପ୍ରଦାନ କରାଯାଇଥାଏ । ଯଦି ଆପଣ ଅଷ୍ଟମ ପାସ୍ କରିଛନ୍ତି ଓ ଆପଣଙ୍କ ବୟସ ୧୮ ବର୍ଷ ଅଟେ ତେବେ ଆପଣ ଘରେ ବସି ଡାକଘର ଖୋଲି ପାରିବେ  ଓ ଭଲ ଆୟ ବି କରିପାରିବେ ।

ଡାକ ବିଭାଗ ନିଜ ଫ୍ରାଞ୍ଚାଇଜ ସ୍କିମ୍ ଦ୍ୱାରା ଆପଣଙ୍କୁ ଘରେ ଡାକଘର ଖୋଲିବାର ସୁବିଧା ଯୋଗାଉଛି । ଆମେ କହୁଛୁ ଡାକଘର ଖୋଲିବା ପାଇଁ କଣ କଣ ସେବା ଗୁଡିକ ମିଳିପାରିବ ଓ ଆପଣଙ୍କୁ କଣ କଣ କରିବାକୁ ହେବ। ଫ୍ରାଞ୍ଚାଇଜି ଖୋଲିବା ପାଇଁ ଡାକ ବିଭାଗ ତରଫରୁ ପ୍ରୋଫମାରେ ଡିଭିଜନାଲ୍ ହେଡ୍ ନାଁରେ ଆବେଦନ କରିବାକୁ ହେବ । କମ୍ପ୍ୟୁଟର ସୁବିଧା ଦେଉଥିବା ପୋଷ୍ଟଲ୍ ପେଶନର୍ସ ଏଥିରେ ପ୍ରାଥମିକତା ଦିଆଯାଇଥାଏ । ଫ୍ରାଞ୍ଚାଇଜି ପାଇଁ ଆବେଦନ କରିବା ପାଇଁ କିଛି ବି ଅଧିକାତମ ବୟସ ସୀମା ନିର୍ଦ୍ଧାରଣ କରାଯାଇନାହିଁ ।

ଯେ କୌଣସି ଦୋକାନୀ କିମ୍ବା ଅନ୍ୟ ବ୍ୟବସାୟୀ ମାନେ ବି ଫ୍ରାଞ୍ଚାଇଜି ନେଇକରି ନିଜ ବ୍ୟବସାୟ ସହ ଡାକ କାମ ବି କରିପାରିବେ । ଫ୍ରାଞ୍ଚାଇଜି ନେବା ପାଇଁ ଆପଣଙ୍କୁ ସିକ୍ୟୁରିଟି ଡିପୋଜିଟ୍ ବି କରିବାକୁ ପଡିଥାଏ । ସିକ୍ୟୁରିଟି ଡିପୋଜିଟ୍ ଏନ୍ ଏସ୍ ସି ରୁପରେ ହୋଇଥାଏ । ମିନିମମ୍ ସିକ୍ୟୁରିଟି ଜମା ୫୦୦୦ ଅଟେ । ଆପଣଙ୍କ ସବୁଦିନ କାରୋବାର ଆଧାରରେ ସିକ୍ୟୁରିଟି ଡିପୋଜିଟ୍ ବଢାଯାଇପାରିବ ।

ଆପଣ ୧୦୦ ଟଙ୍କାରୁ କମ୍ ମନି ଅର୍ଡର ବୁକ୍ କରିପାରିବେ ନାହିଁ । ଆପଣଙ୍କୁ ପ୍ରତ୍ୟେକ ରେଜିଷ୍ଟାର୍ଡ ଆର୍ଟିକିଲ୍ ରେ ୩ ଟଙ୍କା ସ୍ପିଡ୍ ପୋଷ୍ଟରେ ୫ ଟଙ୍କା, ୧୦୦-୨୦୦ ମନି ଅର୍ଡରରେ ୩, ୫ ପଇସା, ୨୦୦ ରୁ ଅଧିକା ମନି ଅର୍ଡରରେ ୫ ଟଙ୍କା ମିଳିବ । ଯଦି ମନ ଲଗାଇ କାମ କଲେ ମାସିକ ୪୦ ହଜାର ପର୍ଯ୍ୟନ୍ତ ଆୟ କରିପାରିବେ ।

ତେବେ ଫ୍ରେଣ୍ଡ୍ସ ଯଦି ଆପଣମାନଙ୍କୁ ଆମର ଏହି ଆର୍ଟିକ୍ଲ ଟି ପସନ୍ଦ ଆସିଲା ତେବେ ଗୋଟେ ଶେୟାର କୠ ସମସ୍ତଙ୍କୁ ଏହା ବିଷୟରେ ଜଣାଇବେ। ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି।

Leave a Reply

Your email address will not be published. Required fields are marked *