ଆଜିକା ସମୟରେ ସମସ୍ତଙ୍କୁ ଧନ ଆବଶ୍ଯ ହୋଇଥାଏ, ଧନ ବିନା କୌଣସି କାର୍ଯ୍ୟ ପୂର୍ଣ ହୋଇନଥାଏ, ତେବେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ତାହା ଧ୍ୟାନ ଦେଇ ଶୁଣିବେ ଓ ନିଜ ଜୀବନରେ କରିବାରୁ ବଞ୍ଚିବେ । ତେବେ ବ୍ୟବସାୟରେ ବା ଘରେ ଏହି ଭଳି କାମ ଭୂଲରେ ବି କରନ୍ତୁ ନାହିଁ ନଚେତ ଧନ କେବେ ପ୍ରାପ୍ତ କରି ପାରିବେ ନାହିଁ ।
୧. ପାଣି :
ପାଣିକୁ ରାତିରେ କେବେ ବି ଖୋଲା ଛାଡନ୍ତୁ ନାହିଁ, ରାତିରେ ଶୋଇଲା ବେଳେ ବହୁତ ଲୋକ ଗ୍ଳାସରେ ଅଧା ପାଣି ପି ଅଧା ଛାଡି ଦିଅନ୍ତି ଏମିତି କରିବା ଉଚିତ ନୁହ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରି ଥାନ୍ତି ।
୨. ଗଛ ମୂଳେ ପରିଶ୍ରା :
ବହୁତ ଲୋକ ବାହାରେ ପରିଶ୍ରା କରନ୍ତି କିନ୍ତୁ ମନେ ରଖନ୍ତୁ କେବେ ବି କୌଣସି ଗଛ ମୂଳରେ ପରିଶ୍ରା କରନ୍ତୁ ନାହିଁ ଏହା ଦ୍ଵାରା ପାପ ଲାଗିଥାଏ ।
୩. ଭଙ୍ଗା ପାନିଆ :
କେବେ ବି ଭଙ୍ଗା ପାନିଆ ବ୍ୟବହାର କରନ୍ତୁ ନାହିଁ ଭଙ୍ଗା ପାଣି ଆପଣଙ୍କ ଜୀବନରେ ଦରିଦ୍ରତା ଆଣିଥାଏ ସେଥିପାଇଁ ପାନିଆ ଭାଙ୍ଗି ଗଲେ ଫୋପାଡି ଦିଅନ୍ତୁ ।
୪. ଅସନା :
ଘର ବା ଦୋକାନ କେବେ ବି ଅସନା କରି ରଖିବା ଉଚିତ ନୁହ, ଏହା ଦ୍ଵାରା ଆପଣଙ୍କ ଘରୁ ସକାରାତ୍ମକ ଊର୍ଜା ବାହାରକୁ ଯାଇଥାଏ ଓ ନକାରାତ୍ମକ ଊର୍ଜା ବଢିବାକୁ ଲାଗିଥାଏ । ତେବେ ଅସନା ସକାଳେ ସନ୍ଧ୍ୟାରେ ଘରୁ ବାହାର କରନ୍ତୁ ଓ ଘର ଦୋକାନ ସଫା କରନ୍ତୁ ।
୫. କପଡା :
ଓଲଟା ଗୋଡ ବାଁ ଗୋଡ ଦ୍ଵାରା କେବେ ବି କପଡା ପିନ୍ଧିବା ଉଚିତ ନୁହ, ଏହା ଅଶୁଭ ହୋଇଥାଏ ।
୬. ରୁଟି :
ରୁଟି ଚିଣ୍ଡେଇ ଖାଇବା ରାକ୍ଷାଶ ର କାମ ହୋଇଥାଏ, ସେଥିପାଇଁ ମଣିଷ ଭଳି ଖାଇବା କ୍ଷାନ୍ତୁ । ରୁଟି ଚିଣ୍ଡେଇ କ୍ଷାନ୍ତୁ ନାହିଁ ।
୭. ନଖ :
ବହୁତ ଲୋକଙ୍କର ବହୁତ ଖରାପ ଅଭ୍ଯାସ ହୋଇଥାଏ ଦାନ୍ତରେ ନଖ ଖାଇବାର ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଓ ଭାଗ୍ୟ ଦୁହେଁ ଖରାପ ହୋଇଥାନ୍ତି ।
୮. ସକାଳେ ଡେରି ପର୍ଯ୍ୟନ୍ତ ଶୋଇବା :
ଆଜି କାଳିକା ସମୟରେ ଲୋକଙ୍କର ଏହା ଅଭ୍ଯାସ ହୋଇ ଗ୍ଳାନି ଯେ ରାତିରେ ଡେରିରେ ସୋଇବେ ଓ ସକାଳେ ଲେଟରେ ଉଠିବେ । ତେବେ ଶାସ୍ତ୍ର ଅନୁଯାଇ ସକାଳେ ଲେଟରେ ଉଠିବା ଉଚିତ ନୁହ ।
୯. ଜୋତା ଚପଲ :
ଆପଣ ମାନେ ଏହି କଥା ଜାଣିଛନ୍ତି ଯେ ଜୋତା ସଠିକ ଜାଗାରେ ନରଖିଲେ ଦରିଦ୍ରତା ଆସିଥାଏ କିନ୍ତୁ ଜୋତା ବା ଚପଲ ଓଲଟା ଦେଖିଲେ ସିଧା କରନ୍ତୁ କାହିଁକିନା ଏହା ଦ୍ଵାରା ବି ଦରିଦ୍ରତା ଘରେ ଆସିଥାଏ ।
୧୦. ଅତିଥି :
ଯେଉଁ ଲୋକ ଅତିଥିଙ୍କୁ ଦେଖି ଖୁସି ହୋଇନଥାଏ ସେହି ଘରେ ଭଗବାନ ବାସ କରନ୍ତି ନାହିଁ ଓ ସେହି ଘର ଖୁବ ଶୀଘ୍ର ଦରିଦ୍ର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।