ଘରର ଏହି ଏକ ଜିନିଷ ଲୁଚାଇ ରକହନ୍ତୁ ହେବ ଧନର ବର୍ଷା- Ajira Anuchinta

ପ୍ରତେକ ବ୍ୟକ୍ତି ଜୀବରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । ଯାହା ଦ୍ଵାରା ବ୍ୟକ୍ତି ମା-ନ-ସି-କ ଚି-ନ୍ତା-ରେ ରହିଥାଏ । ଏହି ସମସ୍ଯା ଆର୍ଥିକ ସମସ୍ଯା ହୋଇପାରେ ବା କର୍ମ ଜୀବନକୁ ନେଇ ହୋଇପାରେ ବା ପାରିବାରିକ ସ-ମ-ସ୍ୟା ହୋଇପାରେ । ଅନେକ ସମୟରେ ବ୍ୟକ୍ତି ଯେତେ ଭଲ କାମ କରିଲେ ମଧ୍ୟ ସଫଳ ହୋଇପାରେ ନାହି । କିଛି ଉନ୍ନତି ମଧ୍ୟ ବ୍ୟକ୍ତି ନିଜ ଜୀବନରେ କରିପାରେ ନାହି । ବ୍ୟକ୍ତି ଜୀବନରେ ଏମିତି ଏକ ସ-ମ-ସ୍ୟା ଆସିଥାଏ ଯାହାର କାରଣ ସେ ନିଜେ ଜାଣିପାରେ ନାହି ଓ ସମସ୍ଯାର ସମୁଖିନ୍ନ ହୋଇଥାଏ ।

ଯଦି ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ଆପଣଙ୍କୁ ସଫଳ ମିଳୁ ନାହି ବ ଆପଣଙ୍କୁ ଆପଣଙ୍କର ପରିଶ୍ରମର ମୂଲ୍ୟ ମିଳୁ ନାହି ତେବେ ଏହାର କାରଣ ଘରେ ଲୁ-ଚି ରହିଥିବା କିଛି ବସ୍ତୁ ହୋଇପାରେ । ଏହି କାରଣ ଯୋଗୁ ଜୀବନରେ ଅନେକ ସମୟରେ ଅସଫଳତା ଆଣିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଘରେ ଯଦି ଲୁ-ଚି ରହିଛି ତେବେ ତା ପ୍ରତି ଧ୍ୟାନ ଦେବା ଉଚିତ ।

୧- ଡ-ଷ୍ଟ-ବି-ନ : ଯଦି ଆପଣଙ୍କ ଘରେ ଯେଉଁଥିରେ ଅଳିଆ ଆବର୍ଜନା ପକାଉଛନ୍ତି ସେହି ଡଷ୍ଟବିନରେ କେବେ ବି ଖୋଲା ରଖନ୍ତୁ ନାହି । ଏହା ଦ୍ଵାରା ଘରେ ଦାରିଦ୍ରତା ଦେଖା ଯାଇଥାଏ ।

୨- ଆଲମାରୀ : ଯଦି ଆପଣଙ୍କ ଘରେ ଖୋଲା ଆଲମାରୀ ଥାଏ ତେବେ ଏହା ନା-କା-ରା-ତ୍ମ-କ ଶ-କ୍ତିର ବାସ ହୋଇଥାଏ । ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସମସ୍ଯା ହୋଇଥାଏ । ତେଣୁ ସର୍ବଦା ଆଲମାରୀର କବାଟ ବ-ନ୍ଦ ରଖନ୍ତୁ ।

୩- ଘରର ବି-ମ : ଯଦି ଆପଣଙ୍କ ଘରେ ବି-ମ ତଳେ ଖଟ ରହିଛି ତେବେ ତୁରନ୍ତ ଏହାକୁ ଅନ୍ୟ ଜାଗାରେ ରଖନ୍ତୁ । ଘରର ବୀମ ତଳେ ଖଟରେ ଶୋଇଥିବା ବ୍ୟକ୍ତିଙ୍କୁ କର୍ମ କ୍ଷେତ୍ରରେ ଅନେକ ସ-ମ-ସ୍ୟା ହୋଇଥାଏ ।

୪- ଝାଡୁ : ଘରେ କେବେ ବି ଝାଡୁ ଅନ୍ୟ ର ସାମନାରେ ରଖନ୍ତୁ ନାହି । ବିଶେଷ କରି ରୋଷେଇ ଘରେ ଝାଡୁ ରଖିବା ଅନୁଚିତ । ତେଣୁ ଝାଡୁର ପ୍ରୟୋଗ ହେବା ପରେ ଝା-ଡୁ କୁ ଏପରି ଲୁଚାଇ ରଖନ୍ତୁ ଯେପରି ଅନ୍ୟ କାହାରି ଦ୍ରୁଷ୍ଟି ନ ପଡେ । ଏହା ଦ୍ଵାରା ଧନ ସମ୍ବଧୀୟ ସ-ମ-ସ୍ୟା ଦୂର ହୋଇଥାଏ ।

୫- ତିଜୋରି : ଆପଣ ଯେଉଁ ଜାଗାରେ ଟଙ୍କା ରଖୁଛନ୍ତି ତାହା କେବେ ଖାଲି ରଖିବେ ନାହି । ଏହା ଦ୍ଵାରା ଦରିଦ୍ରତା ଦେଖାଯାଏ । ତେଣୁ ସର୍ବଦା ତିଜୋରିରେ ଚାନ୍ଦି କଏନ ରଖନ୍ତୁ ।

୬- ଦର୍ପଣ : ଯଦି ଆପଣଙ୍କ ବେଡ ରୁମରେ ଅଇନା ରହିଥାଏ ତେବେ ଏହାକୁ ଏମିତି ଜାଗାରେ ରଖନ୍ତୁ ଯେପରି ଆଇନାରେ ଖଟ ଦେଖାଯିବ ନାହି । ଏହା ଦ୍ଵାରା ଆପଣଙ୍କର ଘର ଉନ୍ନତି ହେବ ।

୭- ବାଥରୁମର କବାଟ : ବାଥରୁମର କବାଟ କର୍ମ କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ । ତେଣୁ ଏହାର ବ୍ୟବହାର ସାରିବା ପରେ କବାଟକୁ ସର୍ବଦା ବନ୍ଦ ରଖନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *