ଘଣ୍ଟା ଘଣ୍ଟା ଧରି ଜାଲରେ ଫସି ରହିଥିଲା ନାଗୁଣୀ, ଦେଖନ୍ତୁ Video ଗାଁ ଲୋକ ପୁଣି କଣ କଲେ ତା ସହ…

ଆପଣମାନେ ଜୀବନରେ କେବେ ନା କେବେ ସା-ପ ନିଶ୍ଚିତ ରୂପରେ ଦେଖିଥିବେ । ସା-ପ ଏକ ବି-ଷଧର ପ୍ରାଣୀ ଅଟେ, ଯାହାକୁ ଦେଖିବା ପରେ ସମସ୍ତେ ଭୟଭୀତ ହୋଇ ଯାଆନ୍ତି । ଏମିତିରେ ଯଦି ସା-ପ କାହା ଘରେ ପସି ଯାଉଛି ତେବେ ତାହା ଆହୁରି ବି ଭୟଙ୍କର ଅଟେ । ଆଜି ଆମେ ଆପଣଙ୍କୁ ଓଡିଶାର ଏକ ଗ୍ରାମରେ ଜଣଙ୍କ ଘରେ ସା-ପ ରହୁଥିଲା ଓ ଶେଷରେ ସେହି ସା-ପଟି କେମିତି ଜା-ଲରେ ପଡିଲା ଚାଳନ୍ତୁ ଜାଣିବା ।

ସେହି ଘରର ସଦସ୍ୟମାନଙ୍କ କହିବା ଅଟେ କି ତାଙ୍କ ଘରର ଏକ ରୁମରେ ଏକ କାନ୍ଥ ମଧ୍ୟରେ ଗାତ ଥିଲା ଓ ସା-ପ ଟି ସେହି ଗାତ ମଧ୍ୟରେ ରହୁଥିଲା । ରାତି ହେଲେ ସେ ସେହି ଗାତରୁ ବାହାରି ଘରର ଚାରି ଆଡେ ବୁଲୁ ଥିଲା । ଏହା କେଉଁ ସମୟର ଘଟଣା ଏହା ବି-ଷୟରେ ବିଶେଷ କିଛି ସୂଚନା ନାହିଁ ।

ଏହା ପରେ ଘର ଲୋକମାନେ ସେହି ସା-ପ ଗାତ ମୁହଁରେ ଏକ ଜା-ଲ ରଖି ଦେଲେ । ଯେତେବେଳେ ସା-ପଟି ଗାତରୁ ବାହାରିଛି ସେମିତି ହିଁ ସେ ସେହି ଜା-ଲ ମଧ୍ୟରେ ଫ-ସି ଗଲା । ଘରର ସଦସ୍ୟମାନେ ସା-ପ ଧରାଳିଙ୍କୁ ଡାକିଲେ ।

କିଛି ସମୟ ପରେ ସା-ପ ଧରାଳି ଆସିଲେ ଓ ସେ ଏହାର ଭିଡିଓ ବି କରିଲେ ଓ ସା-ପ ବି-ଷୟରେ ବି ବିଶେଷ କିଛି ତଥ୍ୟ ଦେଲେ । କହିଦେଉଛୁ କି ଏହି ସା-ପ ଧରାଳି ଜଣକ ପ୍ରଥମେ ସେହି ଜା-ଲ ମଧ୍ୟରୁ ସା-ପକୁ ବାହାର କରିଲେ ଓ ସେଠି ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ତାହା ଉପରେ ପାଣି ଦେବା ପାଇଁ କହିଲେ ।

କାରଣ ସା-ପ ଧରାଳି ବ୍ୟକ୍ତିଙ୍କ ଅନୁସାରେ ଯଦି ସା-ପ ଜା-ଲରେ ରୁହନ୍ତି ତେବେ ସେ ବହୁତ ଭୟଙ୍କର ହୋଇ ଯାଆନ୍ତି ଓ ସେମାନେ ଏହି ସମୟରେ ବହୁତ ରାଗି ଯାଆନ୍ତି । ଏହି ସମୟରେ ତାଙ୍କୁ ଯଦି ଧରିବାର ଅଛି ତେବେ ବହୁତ ସତର୍କତାର ସହ ଧରିବେ । ଜା-ଲରେ ଯେତେବେଳେ ସେମାନେ ପଡି ଯାଆନ୍ତି ତେବେ ତାଙ୍କୁ ବହୁତ କଷ୍ଟ ହୋଇଥାଏ ଓ ଯଦି ସଙ୍ଗେ ସଙ୍ଗେ ଜା-ଲରେ ବାହାର କରି ଦେବେ ତେବେ ସେମାନେ ସଙ୍ଗେ ସଙ୍ଗେ ଆପଣଙ୍କୁ ଚୋଟ ବି ମାରି ପାରନ୍ତି ।

ସେଥିପାଇଁ ସା-ପକୁ ଧରିବା ସମୟରେ ସତର୍କତାର ସହ ଧରନ୍ତୁ । ବ୍ୟକ୍ତି ଜଣକ ସେହି ସା-ପର ମୁଣ୍ଡ ଉପରେ ପାଣି ପକାଇଲେ । ସେ ବହୁତ ସୁରକ୍ଷିତର ସହ ସା-ପକୁ ସେହି ଜା-ଲ ମଧ୍ୟରୁ ବାହାର କରିଲେ ଓ ନିଜର ମୁନି ମଧ୍ୟରେ ଭର୍ତ୍ତି କରି ନିଜ ସହିତ ନେଇ ଗଲେ । ଏହି ସମୟରେ ସେ କହିଲେ କି ସା-ପକୁ କେବେ ବି କ୍ଷୀର ଦେବେ ନାହିଁ, କାରଣ ସା-ପ କ୍ଷୀରକୁ ହଜମ କରି ପାରେ ନାହିଁ । କହିଦେଉଛୁ କି ଏହା ଏକ ନାଗ ସା-ପ ଥିଲା ଓ ଏହାର ଫୁଙ୍କାର ଦେଖିଲେ ଆପଣ ଡରି ଯିବେ ।

Leave a Reply

Your email address will not be published. Required fields are marked *