ଘରୁ ବାହାରିଲା ବେଳେ ପକେଟରେ ରଖନ୍ତୁ ଏହି ୯ଟି ମଧ୍ୟରୁ କୌଣସି ଗୋଟିଏ ଜିନିଷ ଦେଖିବେ ସବୁ ଇଚ୍ଛା ହେବ ପୂର୍ଣ୍ଣ

ମଣିଷ ଜୀବନ ଅର୍ଥ କଷ୍ଟ ଅଟେ, ବିନା କଷ୍ଟରେ କୌଣସି ପ୍ରକାର ସୁଖ ବା ଲାଭ ପ୍ରାପ୍ତି ହୋଇନଥାଏ । ତେବେ ମଣିଷକୁ ଜୀବନରେ ସୁଖ ପାଇବା ପାଇଁ ପରିଶ୍ରମ ବହୁତ ଆବଶ୍ୟକ ହୋଇଥାଏ କିନ୍ତୁ ପରିଶ୍ରମ ସହ କିଛି ଉପାୟ ମଧ୍ୟ ବହୁତ ମହତ୍ଵପୂର୍ଣ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ କୁହା ଯାଇଥିବା ଏମିତି କିଛି ୯ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଘରୁ ବାହାରିବା ସମୟରେ ପକେଟରେ ରଖିଲେ ଅଦ୍ଭୁତ ଲାଭ ହୋଇଥାଏ ।

Image Courtesy: Google

୧. ହଳଦିଆ ରଙ୍ଗ କୌଡି :

ତେବେ ହଳଦିଆ ରଙ୍ଗ କୌଡି ମିଳିବା କିଛି କଷ୍ଟକର ହୋଇପାରେ କିନ୍ତୁ ଏହାକୁ ପାଇଲେ ଘରେ ନେଇ ନାଲି ବା ସବୁଜ ବା ହଳଦିଆ ରଙ୍ଗ କପଡାରେ ଗୁଡାଇ ପୂଜା ସ୍ଥଳରେ ରାଖୀ ଦିଅନ୍ତୁ ଓ ଧୂପ ଦୀପ ଦେଖେଇବା ପରେ ଏହାକୁ ପକେଟରେ ନେଇ ଘରୁ ବାହାରନ୍ତୁ ଦେଖିବେ ଆପଣଙ୍କ ଜୀବନରେ କୌଣସି ଆର୍ଥିକ ସମସ୍ଯା ଆସିବ ନାହିଁ ।

୨. ଧଳା ରଙ୍ଗ ପଥର :

ଯଦି ଆପଣ କୌଣସି ପ୍ରକାର ପାଣି ବହୁଥିବା ଜାଗାରେ ଯାଇ ଛନ୍ତି ଯେମିତିକି ନଦୀ ବା ଅନ୍ୟ ସ୍ଥାନରେ ତେବେ ଆପଣ ଦେଖିବାକୁ ପାଇଥିବେ ଯେ ଶେଠୀ ଧଳା ପଥର ହୋଇଥାଏ ଯାହା ବହୁତ ଚିକଣ ହବା ସହ ସବୁ ସାଇଡରୁ ସମାନ ହୋଇଥାଏ ।

Image Courtesy: Google

୩. ଗୋମତୀ ଚକ୍ର:

ଗୋମତୀ ଚକ୍ର ଆପଣ ପ୍ରାୟତଃ ମାଳରେ ଗୁନ୍ଥା ହବାର ଆପଣ ଦେଖିବାକୁ ପାଇଥିବେ । ତେବେ ଗୋମତୀ ଚକ୍ର ପକେଟରେ ରଖିଲେ ଆପଣଙ୍କୁ ମନ ଶାନ୍ତି ସହ ସଂସାର ଶାନ୍ତି ପ୍ରାପ୍ତ ହୋଇଥାଏ ।

୪. କମଳ ପୁଷ୍ପ ମଞ୍ଜି :

Image Courtesy: Google

ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଏହା ଜାଣି ନଥିବେ ଯେ କମଳ ପୁଷ୍ପ ମଞ୍ଜି ପକେଟରେ ରଖିଲେ ସବୁ ପ୍ରକାର ଦୁଃଖ ଓ ଦରିଦ୍ରତା ଦୂର ହୋଇଥାଏ । ତେବେ କମଳ ପୁଷ୍ପ ମଞ୍ଜି ୩, ୫ ବା ୭ ଏହି ମାତ୍ରାରେ ରଖିବେ ଆଗ ଆପଣ ଏହି ମଞ୍ଜି ଗୁଡିକୁ ମାତା ଲକ୍ଷ୍ମୀଙ୍କ ଚରଣରେ ରଖି ପୂଜା କରିବେ ଓ ତା ପରେ ଏହାକୁ ପ୍ପାକେଟରେ ନେଇ ବୁଲିବେ ଦେଖିବେ ଆପଣଙ୍କ ସବୁ କାର୍ଯ୍ୟ ପୂର୍ଣ ହବ ।

୫. ଓସ୍ତ ପତ୍ର :

ଶନିବାର ଦିନ ଓସ୍ତ ପତ୍ରରେ ଶ୍ରୀ ଲେଖନ୍ତୁ ଓ ଏହାକୁ ଲାମିନେଟ କରନ୍ତୁ ଯାହା ଦ୍ଵାରା ଏହା ଚିରା ଫଟା ନ ହେଉ ଓ ସବୁଦିନ ଘରୁ ବାହାରିଲେ ଏହାକୁ ନିଜ ପକେଟରେ ନେଇ ବାହାରନ୍ତୁ ।

Image Courtesy: Google

୬. ପୂଜା ଚାଉଳ :

ମାତା ଲକ୍ଷ୍ମୀ ବା ଦୂର୍ଗାଙ୍କୁ ଅର୍ପଣ କରା ଯାଇଥିବା ହଳଦିଆ ଅରୁଆ ଚାଉଳ ବାଛିନିଅନ୍ତୁ ଓ ମନେ ରଖନ୍ତୁ ଆପାନଙ୍କୁ ଏହି କାମ ମାଙ୍କ ପୂଜା ହେଲା ପ୍ପାରେ କରିବାର ଅଛି । ଆପଣ କିଛି ଚାଉଳ ଏକତ୍ର କରି ହଳଦିଆ କପଡାରେ ବା ନାଲି କପଡାରେ ବାନ୍ଧି ଦିଅନ୍ତୁ ଓ ସବୁଦିନ ନିଜ ପକେଟରେ ରଖନ୍ତୁ ଦେଖିବେ ସବୁ କଷ୍ଟ ଦୂର ହୋଇବ ।

୭. ଶ୍ରୀ ଜନ୍ତ୍ର :

ଗୋଟେ ଛୋଟ ଶ୍ରୀ ଜନ୍ତ୍ର ତିଆରି କରି ଏହାକୁ ବ୍ୟବହାର କରନ୍ତୁ ଦେଖିବେ ସମସ୍ଯା ଆପଣଙ୍କ ପାଖକୁ ଆସିବ ନାହିଁ ।

Image Courtesy: Google

୮. ମାତା ଲକ୍ଷ୍ମୀ ଓ ନାରାୟଣଙ୍କ ମୂର୍ତି ବା ଫଟୋ :

ଏମିତି ଗୋଟେ ଫଟୋ ଆଣନ୍ତୁ ଯେଉଁଥିରେ ମାତା ଲକ୍ଷ୍ମୀ ପ୍ରଭୁ ଶ୍ରୀ ନାରାୟଣଙ୍କ ସେବା କରୁଥିବେ ଏହି ଫଟୋକୁ ସବୁବେଳେ ନିଜ ପକେଟରେ ରଖନ୍ତୁ ଦେଖିବେ ସବୁ କିଛି ଭଲ ହବ ।

୯. ଛୋଟ କଷି ପଇଡ :

ଯଦି ଆପଣଙ୍କୁ କୌଣସି କଷି ପଇଡ ପ୍ରାପ୍ତ ହୁଏ ତେବେ ଏହାକୁ ଘରେ ନେଇ ପୂଜା ଇତ୍ୟାଦି କରି ନିଜ ଅର୍ଥ ରଖୁଥିବା ସ୍ଥାନ ବା ଭେନିଟି ବା ପର୍ସରେ ରଖନ୍ତୁ ଦେଖିବେ ଧନ ବୃଦ୍ଧି ହବାକୁ ଲାଗିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *