ଚାଣକ୍ୟ ଭାରତ ବହୁତ୍ ବଡ ବିଦ୍ୱାନ ବ୍ୟକ୍ତି ଥିଲେ, ସେ ନିଜ ନୀତି ଗ୍ରନ୍ଥରେ ମଣିଷ ଜୀବନ ଏମିତି କିଛି କଥା ଲେଖିଛନ୍ତି ଯାହା ବହୁତ୍ କମ ଲୋକ ଜାଣିଥିବେ । କିନ୍ତୁ ଯେଉଁ ବ୍ୟକ୍ତି ଏହି କଥା ମାନି ନିଜ ଜୀବନରେ ଏହାକୁ କରିଛି ସେ ଜୀବନ ସାରା ବହୁତ୍ ସୁଖ ରେ ରହିଛନ୍ତି । ଚାଣକ୍ୟ ନିଜ ନୀତି ଗ୍ରନ୍ଥ ରେ ଏମିତି କିଛି ଜିନିଷ ବିଷୟରେ କହିଛନ୍ତି ଯାହା ଘରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ କେବେ ଆପଣଙ୍କ ଉପରେ କୃପା କରନ୍ତି ନାହିଁ ଓ ଆପଣଙ୍କୁ ନିଜ ଜୀବନରେ ବହୁତ୍ ଆର୍ଥିକ ସମସ୍ୟା ହୋଇଥାଏ ।
୧- ଶାସ୍ତ୍ରରେ ମଧ୍ଯ କୁହା ଯାଇଛି ଯେ ଘରେ କିଛି ବି ଭଙ୍ଗା ବା ବେକାର ଜିନିଷ ରଖିବା ଉଚିତ୍ ନୁହ ଏହା ଦ୍ବାରା ଘରେ ନକାରାତ୍ମକ ଉର୍ଜା ଘରକୁ ଆସିଥାଏ ଓ ଘର ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ମଧ୍ଯ ପଡ଼ିଥାଏ । ମାତା ଲକ୍ଷ୍ମୀ ଏହି ଭଳି ଘର ଉପରେ କେବେ କୃପା କରନ୍ତି ନାହିଁ ।
୨- ଶାସ୍ତ୍ର ଅନୁଯାଇ କିଛି ମୂଲ୍ୟବାନ ଜିନିଷକୁ କେବେ ବି ଉତ୍ତର ଓ ପଶ୍ଚିମ ମଧ୍ଯ ଦିଗରେ ରଖିବା ଉଚିତ୍ ନୁହ । ତେବେ ଏହା ଜମା ବି ଭଲ ନୁହ ଆପଣଙ୍କ ସବୁ ଧନ ନଷ୍ଟ ହୋଇଥାଏ ଓ ଆପଣଙ୍କୁ କିଛି ସଫଳତା କେବେ ବି ପ୍ରାପ୍ତ ହୁଏ ନାହିଁ ।
୩- ଘରେ ପର୍ସ ବା ତିଯୋରି ରେ ଧନ ରଖିବା ଆଗରୁ ଏହି କଥା ଉପରେ ବିଶେଷ ଧ୍ୟାନ ରଖନ୍ତୁ ଯେ ପର୍ଷ ଫଟା ବା ଟିଯୋରି ଭଙ୍ଗା ନହେଉ ନଚେତ୍ ଆପଣଙ୍କ ଧନ କେବେ ଆପଣଙ୍କ ପାଖରେ ରହିବ ନାହିଁ । ଜୀବନରେ କେବେ ବି ମାତା ଲକ୍ଷ୍ମୀଙ୍କ ଆଗରେ କିଛି ବି ଅନୁଚିତ୍ ଜିନିଷ ରଖନ୍ତୁ ନାହିଁ ନଚେତ୍ ଆପଣଙ୍କ ଜୀବନ ସବୁଦିନ ପାଇଁ ବଦଳିଯିବ ।
୪- ଘର ମୁଖ୍ୟ ଦ୍ୱାର ପାଖରେ କିଛି ବି ଅସନା ରଖନ୍ତୁ ନାହିଁ ଏହା ଛଡ଼ା ଯଦି ଆପଣଙ୍କୁ କଣ୍ଟା ଫୁଲ ବା ଗଛ ପସନ୍ଦ ତେବେ ଆପଣ ତାଙ୍କୁ ଘର ବାଗିଚା ରେ ଲଗାଇ ପାରନ୍ତି କିନ୍ତୁ ଏହି ଭଳି କଣ୍ଟା ଗଛ ମୁଖ୍ୟ ଦ୍ଵାର ପାଖରେ ଲଗାନ୍ତୁ ନାହିଁ ନଚେତ୍ ଆପଣଙ୍କ ଘରେ ନକାରାତ୍ମକ ଉର୍ଯା ବହୁତ୍ ଶିଘ୍ର ବାସ କରିଥାଏ ଓ ଆପଣଙ୍କୁ ବହୁତ୍ ପ୍ରକାର ଆର୍ଥିକ ହାନି ମଧ୍ଯ କରିଥାଏ ।
୫- ଶାସ୍ତ୍ର ଅନୁଯାଇ ଘର ଛାତ ଉପରେ ବେକାର ଜିନିଷ ରଖିବା ଉଚିତ୍ ନୁହ ଏହା ଦ୍ବାରା ଆପଣଙ୍କ ଘର କେବେ ଉନ୍ନତି କରି ପାରେ ନାହିଁ ଓ ଆପଣଙ୍କୁ ନିଜ ଜୀବନରେ ବହୁତ୍ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।