ଗିନିଜ ୱାଲ୍ଡ ରେକର୍ଡ- ଦେଖନ୍ତୁ ତିନୋଟି ସ୍ତନ ଥିବା ଝିଅ, ଜାଣନ୍ତୁ ସିଏ କିଏ…  

ଏମିତିଆ ଖବର କହିବାକୁ ଯାଉଛି ଯାହା ଶୁଣିବା ପରେ ଆପଣଙ୍କ କାନ ଉପରେ ଆଉ ଦେଖିଲା ପରେ ଆଖୀ ଉପରେ ବିଶ୍ୱାସ ହବନି , ଆଜ୍ଞା ହଁ ଏମିତି ଖବର ଯାହା ଆପଣଙ୍କ ହୋଷ୍ ଉଡ଼ାଇ ଦେବେ । ଚାଲନ୍ତୁ କଥା ହବା ସେହି ପୁରା ମାମଲା ଉପରେ ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଆପଣ ସବୁ ଲୋକେ ଝିଅ ପିଲାକୁ ତ ଦେଖିଥିବେ, କୁୱାରୀ ଝିଅ ସବୁ ପ୍ରକାର ର,କିନ୍ତୁ କଣ କେବେ ଆପଣ ତିନି ସ୍ତନ ଥିବା ଝିଅ ଦେଖିଛନ୍ତି ।

ତେବେ ଚଲାନ୍ତୁ ଜାଣିବା ସେହିଭଳି ଏକ ଝିଅ ବିଷୟରେ ଯାହାର ଗିନିଜ ୱୋର୍ଲ୍ଡ ରେକର୍ଡ ରେ ନାମ ରେକର୍ଡ ହୋଇଛି ।

କଣ ମୁଣ୍ଡ ବୁଲାଇ ଦେଲା ନା , ଆଜ୍ଞା ହଁ ଏହା ବିଲକୁଲ୍ ସତ ଅଟେ , ତିନି ସ୍ତନ ବାଲା ଦୁନିଆ ର ପ୍ରଥମ ଝିଅ ଯାହାର ବିଷୟରେ ଆମେ ଆପଣକୁ କହିବୁ । ଆପଣ ଶୁଣିଥିବେ କି ଫ୍ୟାସନ ପାଇଁ ଲୋକେ କଣ କିଛି କରୁ ନାହାନ୍ତି । ପରନ୍ତୁ ଏଠି ଫ୍ୟାସନ ପାଇଁ ଗୋଟେ ଅତିରିକ୍ତ ସ୍ତନ ଲଗାଇ ଦେଲା ଏହି ମହାରାଣୀ ଜଣକ ।

ଆପଣ କହିବେ କି ଖାଇବା ଆଉ ପିଇବାର ସଉକ ରଖୁଥିବା ଲୋକ ବହୁତ୍ ଦେଖିଛି ପରନ୍ତୁ ଏହା ପ୍ରଥମ ଥର ଶୁଣିଲୁ । ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଏ ଇଏ , ତାଙ୍କ ନାମ ଜେଶ୍ମିନ୍ ଅଟେ । ସିଏ ତାଙ୍କର ଅପ୍ରେଶନ୍ କରିଥିଲେ ସିଏ ପୁଣି ତିନୋଟି ସ୍ତନ ପାଇଁ । କାହିଁକି ନା ସେ ଗୋଟେ ଟିଭି ଶୋ ରେ ଭାଗ ନେବାର ଥିଲା । ଏହା କରିବା ଦ୍ୱାରା ସେ ବହୁତ୍ ପପୁଲାର୍ ବି ହେଲେ । ଆଉ ଗିନିଜ ବୁକ୍ ରେ ତାଙ୍କର ନାମ ବି ଲେଖା ହେଲା ।

ଲୋକେ ପପୁଲାର ହେବା ପାଇଁ କିଛି ବି କରୁଛନ୍ତି । ତେବେ ସେହିଭଳି ଏହି ମହିଳା ଜଣଙ୍କ ମଧ୍ୟ ନିଜ ବୁଦ୍ଧି ଲଗାଇ ଏଭଳି ଏକ ନୂଆ କାମ କରିଛନ୍ତି ଯାହା ଦ୍ଵାରା ସେ ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି । କେବଳ ସେତିକି ନୁହେଁ ତାଙ୍କର ନାମ ଗିନିଜ ୱୋର୍ଲ୍ଡ ରେକର୍ଡ ରେ ବି ଦର୍ଜ କରାଯାଇଛି । ତାଙ୍କର ଏହି ନିଷ୍ପତ୍ତି ଉପରେ ଆପଣମାନଙ୍କ ମନ୍ତବ୍ୟ ନିଶ୍ଚୟ ଦେବେ ।

Leave a Reply

Your email address will not be published. Required fields are marked *