ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଭାରତ ରଚିଲା ଇତିହାସ, ୫-୦ ରେ ସିରିଜ ଉପରେ କରିଲା କବଜା

ଭାରତ ପଞ୍ଚମ ଏବଂ ଅନ୍ତିମ ଟି୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ ରେ ରବିବାର ଦିନ ନ୍ୟୁଜିଲାଣ୍ଡ କୁ ୭ ରନ୍ ରେ ହରାଇ ଦେଇଛି । ଏହି ମ୍ୟାଚ ଜିତି ଟିମ ଭାରତ ୫ ମ୍ୟାଚ ର ସିରିଜ ବି ୫-୦ ରେ ଜିତି ଇତିହାସ ରଚି ଦେଇଛି । ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଏକ ସମୟରେ ଅଧିକ ରନ କରି ଭାରତକୁ ନ୍ୟୁଜିଲାଣ୍ଡ ଯେଉଁଠି ତିନି ୱେକେଟ ରେ ୧୬୩ ରନ୍ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ର ଟିମ ନିର୍ଦ୍ଧାରିତ ରେ ୯ ୱିକେଟ ହରାଇ ୧୫୬ ରନ ହିଁ କରିପାରିଲେ ।

ରୋହିତ ବାହାରିବା ପୂର୍ବରୁ ୪୧ ବଲରେ ୬୦ ରନ କରିଥିଲେ ଯେଉଁଥିରେ ୩ ଟା ଚୌକା ଏବଂ ୩ ଟି ଛକା ମାରିଥିଲେ । ସେ ଲୋକେଶ ରାହୁଲ ଙ୍କ ସହିତ ଦ୍ଵିତୀୟ ୱିକେଟ ପାଇଁ ୮୮ ରନ ର ସାଝେଦାରି କଲେ । ଏହା ଛଡା ଶ୍ରେୟସ ଅୟର ୩୧ ବଲରେ ୩୩ ରନ କରିଥିଲେ ।

ଯେପର୍ଜ୍ଯନ୍ତ ରୋହିତ ଏବଂ ରାହୁଲ ପଡିଆରେ ଥିଲେ ଭାରତ ଭଲ ପରିଷ୍ଟିତିରେ ଅଛି ବୋଲି ଲାଗୁଥିଲା କିନ୍ତୁ ସ୍କାଟ କୁଗଲିନ ଏବଂ ହାମିଷ ବେନେଟ ନିଜ ଦଳକୁ ଭଲ ଆରମ୍ଭ କରିଥିଲେ । ରାହୁଲ ଆଉଟ ହେବା ପରେ ଭାରତୀୟ ଲକ୍ଷ ଗଡବଡାଇ ଗଲେ ଯାହା ପରେ କି ରୋହିତ ଙ୍କ ଆଁଠୁରେ ଆଘାତ ଲାଗିବା କାରଣରୁ ସେ ପଡିଆରୁ ବାହାରକୁ ଫେରି ଆସିଥିଲେ ।

ରୋହିତ ବାହାରକୁ ଫେରି ଆସିବା ପରେ ଭାରତ ଅନ୍ତିମ ୨୦ବଲ ରେ ୨୫ ରନ କରିଥିଲା । ଏଥିରେ ସାଉଦି (୪ ଓଭର ୫୨ ରନ) ର ଅନ୍ତିମ ଓଭର ବି ସାମିଲ ଅଟେ ଯେଉଁଥିରେ ମନିଶ ପାଣ୍ଡେ ଛକା ଏବଂ ଚୌକା ମାରିଥିଲେ । ଅୟର ୧୨ ଓଭର ରେ ପଡିଆରେ ପାଦ ଦେଲା ପରେ ସାଉଦି ଏବଂ ମିଶେଲ ଛକା ମାରିଥିଲେ କିନ୍ତୁ ଶେଷ ଓଭର ରେ ସେ ଆବଶ୍ୟକୀୟ ଜୋର ଦେଇପାରିଲେ ନାହିଁ ।

ତେବେ ସାନଦାର ପ୍ରଦର୍ଶନ କରି ଭରାତ ବର୍ତ୍ତମାନ ଲିଡ କରୁଥିବା ବେଳେ ସମସ୍ତ ଭାରତୀୟଙ୍କ ନଜର ଆସନ୍ତା ମ୍ୟାଚ ଉପରେ ରହିଛି, ସେଥିରେ ଭାରତ କେମିଟି ପଦର୍ଶନ କରିବ ଜାଣିବା ପାଇଁ ଆମ ସାହ ଯୋଡି ହୁଅନ୍ତୁ ।  ଆଗକୁ ଏହା ଉପରେ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *