ସମସ୍ତଙ୍କୁ ଆସୁଥିବା ନୂଆବର୍ଷକୁ ବହୁତ ଉଷାହର ସହିତ ଅପେକ୍ଷା କରିଛନ୍ତି ଏବଂ ନୂଆବର୍ଷ ଆସୁଥିବାରୁ ଲୋକଙ୍କ ମନରେ କେତେପ୍ରକାର ର ଉଛୁକତା ବି ରହିଥାଏ କି ଆସୁଥିବା ବର୍ଷ ତାଙ୍କ ପାଇଁ କେମିତି ହେବ ,ଆସନ୍ତୁ ଜାଣିବା କି ୨୦୨୦ରେ କେମିତି ରହିବ ତାରା ମାନଙ୍କର ଚଳନ ଏବଂ କେଉଁ ରାଶିର ମହିଳାମାନଙ୍କର ଭାଗ୍ୟ ଭଲ ରହିବ । ଆଜି ଆମେ ଆପଣଙ୍କୁ କହିବୁ ସେହି ରାଶିର ମହିଳାମାନଙ୍କ ବିଷୟରେ ।
ଆସନ୍ତୁ ଜାଣିବା ସେଇ ସବୁ ରାଶି ବିଷୟରେ
ମେଷ
ମେଶ ରାଶି ହେଇଥିବା ଲୋକମାନଙ୍କର ଜାତକରେ ଧନ ସମ୍ପତିର ସ୍ଥିତି ବହୁତ ଭଲ ରହିବ ଏବଂ ଏମାନଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ହେବ ,ଏହାଛଡା ଏମାନଙ୍କର ସ୍ଥାନ ପରିବର୍ତନର ବି ଯୋଗ ଅଛି ।
ବୃଷ
ଏହି ରାଶିର ମହିଳାମାନଙ୍କୁ ଗୋଧନ ଏବଂ ସଂମ୍ମାନ ବାରମ୍ବାର ମିଳିବ ,ଏମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ ,ଏମାନଙ୍କୁ ତାଙ୍କ ରାଗ ଏବଂ କ୍ରୋଧ ଉପରେ ବିଶେଷ ନିୟନ୍ତ୍ରଣ ରଖିବା ଦରକାର ।
ମିଥୁନ
ଏହି ରାଶିରେ ଧନର ସ୍ଥିତି ମଧ୍ୟମ ଧରଣର ରହିବ ,ଏମାନଙ୍କ ଜୀବନରେ ଥିବା ସବୁ ଆବଶ୍ୟକତା ସହଜରେ ପୂରଣ ହେବ ,ଏମାନଙ୍କର ଦୁର୍ଘଟଣା ହେଇପାରେ ସେଥିପାଇଁ ସାବଧାନ ରହିବେ ।
କର୍କଟ
ଏହି ରାଶିର ମହିଳାମାନଙ୍କୁ ତାଙ୍କ ଚାକିରୀ ତଥା ବ୍ୟବସାୟରେ ଧନ ଲାଭ ହେବ ଏହା ସହିତ ବିବାହର ମଧ୍ୟ ଭଲ ଯୋଗ ରହିଛି ।
ସିଂହ
ଏହି ରାଶିର ମହିଳାମାନକୁ ବି ଧନ ଲାଭର ଯୋଗ ରହିଛି ,ଯଦି ଆପଣ କିଛି ପରୀକ୍ଷା ଦେଉଛନ୍ତି ତାହେଲେ ସେଥିରେ ସଫଳ ହେବାର ଯୋଗ ମଧ୍ୟ ରହିଛି ।
ବିଛା
ଧନ ସମ୍ପତି ପାଇଁ ଥିବା ସମସ୍ଯା ଦୂର ହେବ । ଆରମ୍ଭରୁ କ୍ଯାରିଅର ଟିକେ ଅସୁବିଧା କରିପାରେ ।
ଧନୁ
କ୍ଯାରିଅରରେ ପଦୋଉର୍ନତି ଏବଂ ଧନ ବଢିବ । ସମ୍ପତି ଲାଭର ବି ଯୋଗ ରହିଛି କିନ୍ତୁ ଆପଣଙ୍କ ଜୀବନରେ ପରିବାର ଠାରୁ ଦୂରତା ଦେଖାଯାଉଛି ।
ମକର
ଚାକିରି ଏବଂ ବ୍ୟବସାୟ ରେ ଉର୍ନତି କରିବେ । ଅଯୋଠାରେ ଧନ ବରବାଦ କରନ୍ତୁ ନାହିଁ ।
ଏହି ରାଶି ଗୁଡିକ ମଧ୍ୟ ବର୍ଷ ୨୦୨୦ରେ ରହିବେ ଲକି
କୁମ୍ଭ
ଧନର ସ୍ଥିତି ମଧ୍ୟମ ରହିବ । ମାନସିକ ସମସ୍ଯା ଏବଂ ଚିନ୍ତାରୁ ଦୂରେଇ ରୁହନ୍ତୁ ।
ମିନ
ଆର୍ଥିକ ସ୍ଥିତି ସ୍ତିର ଏବଂ ଭଲ ରହିବ । ରକ୍ତଚାପ ଏବଂ ପେଟର ବହୁତ ଧ୍ୟାନ ରଖନ୍ତୁ ।
କନ୍ୟା
ଏହି ରାଶିର ମହିଳାମାନଙ୍କ ପାଇଁ ଧନର ସ୍ଥିତି ବହୁତ ସୁଧାର ଦେଖିବାକୁ ମିଳିବ ଏହା ସହିତ ସ୍ୱାସ୍ଥ୍ୟ ସମ୍ବଧୀୟ କିଛି ଖର୍ଚ ବାଡି ପାରେ ।
ତୁଳା
ଏହି ରାଶିର ମହିଳାମାନଙ୍କ ପାଇଁ ଏହି ବର୍ଷ ପରିଶ୍ରମ କରି ଧନ ଲାଭ କରିବାର ସଂକେତ ମିଳୁଛି ,ସମ୍ପର୍କରେ ସୁଧାର ଆସିପାରେ ଏବଂ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ ।