ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଆସନ୍ତୁ ଆରମ୍ଭ କରିବା ।
୧- ସବୁଠାରୁ ଅଧିକ ମୋଟର ସାଇକେଲ କେଉଁ ଦେଶର ଲୋକେ ଚଲାଇଥାନ୍ତି ?
ଉତ୍ତର- ଭାରତ ।
୨- କେଉଁ ଦେଶର ଲୋକେ ରାତିରେ ଚାହା ପିଇଥାନ୍ତି ?
ଉତ୍ତର- ଫ୍ରାନ୍ସ ।
୩- ପୋଲିସର ସବୁଠୁ ବଡ ପଦ କଣ ?
ଉତ୍ତର- ଡିଜିପି ।
୪- ଭାରତର କେଉଁ ରାଜ୍ୟର ଲୋକେ ସବୁଠୁ ଅଧିକ ଫିଲ୍ମ ଦେଖନ୍ତି ?
ଉତ୍ତର- ମହାରାଷ୍ଟ୍ର ।
୫- ତମ୍ବାର ଦେଶ କାହାକୁ କୁହାଯାଏ ?
ଉତ୍ତର- ଜାମ୍ବିୟା ।
୬- ଦୁନିଆର ପ୍ରଥମ କମ୍ପ୍ୟୁଟରର ଓଜନ କେତେ ଥିଲା ?
ଉତ୍ତର- ୩୦ ଟନ ।
୭- କେଉଁ ଦେଶର ଲୋକେ ଜନ୍ମଦିନ ପାଳନ୍ତି ନାହିଁ ?
ଉତ୍ତର- ଜର୍ମାନୀ ।
୮- ଭାରତର କେଉଁ ରାଜ୍ୟର ଜନସଂଖ୍ୟା ୧ ଲକ୍ଷରୁ ବି କମ ହୋଇଥାଏ ?
ଉତ୍ତର- ସିକ୍କିମ ।
୯- କେଉଁ ଗଛର କାଠ ସୁନା ଠାରୁ ମହଙ୍ଗା ହୋଇଥାଏ ?
ଉତ୍ତର- ଲାଲ ଚନ୍ଦନ ।
୧୦- କେଉଁ ଦେଶର ଲୋକେ ସବୁଠୁ ଅଧିକ ପରିଶ୍ରମ କରିଥାନ୍ତି ?
ଉତ୍ତର- ଜାପାନ ।
୧୧- ଗରିବୀର ସେଓ କେଉଁ ଫଳକୁ କୁହା ଯାଇଥାଏ ?
ଉତ୍ତର- ବରକୋଳି ।
୧୨- ଶରୀରର କେଉଁ ଅଙ୍ଗରେ ହାଡ ନ ଥାଏ ?
ଉତ୍ତର- ଜିଭ ।
୧୩- କେଉଁ ଦେଶରେ ବିଲେଇକୁ ପୂଜା କରାଯାଇଥାଏ ?
ଉତ୍ତର- ଇଜିପ୍ଟ ।
୧୪- ଏମିତି କେଉଁ ଜିନିଷ ଅଛି ଯାହା ଗରିବ ପାଖରେ ଥାଏ କିନ୍ତୁ ଧନୀ ପାଖରେ ନ ଥାଏ ?
ଉତ୍ତର- ଦାରିଦ୍ର୍ୟତା ।
୧୫- ଭାରତରେ ମୋଟ କେତୋଟି ଜିଲ୍ଲା ଅଛି ?
ଉତ୍ତର- ୭୪୭ଟି ।
୧୬- ସବୁଠୁ କମ ଜମି କେଉଁ ଦେଶରେ ଅଛି ?
ଉତ୍ତର- ବେଟିକନ ସିଟି ରେ ।
୧୭- କେଉଁ ପଶୁ ସୂର୍ଯ୍ୟ ଦେଖିପାରେ ନାହିଁ ?
ଉତ୍ତର- ଘୁଷୁରି ।
୧୮- ଶ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ?
ଉତ୍ତର- ସାଉଥ କୋରିୟା ।
୧୯- ଏମିତି କେଉଁ ପଶୁ ଅଛି ଯିଏ ନିଜ ଜିଭରେ ନିଜ କାନ ସଫା କରେ ?
ଉତ୍ତର- ଜିରାଫ ।
୨୦- କୁକୁର ର କେତୋଟି ଦାନ୍ତ ଅଛି ?
ଉତ୍ତର- ୩୨ଟି ।
୨୧- ଭାରତର ପ୍ରଥମ ରେଲୱେ ଷ୍ଟେସନର ନାଁ କଣ ?
ଉତ୍ତର- ଛତ୍ରପତି ଶିବାଜି ଟର୍ମିନାଲ ।
୨୨- ଅଧିକ ତେଲ ଖାଇବା ଦ୍ଵାରା ମଣିଷକୁ କେଉଁ ରୋଗ ହୋଇଥାଏ ?
ଉତ୍ତର- କେଶ ଝଡିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।