Interesting GK Questions- କଣ ଆପଣ ଜାଣିଛନ୍ତି ଏମିତି କଣ ଜିନିଷ ଅଛି ଯାହାକୁ ଥରେ ପିନ୍ଧିଲା ପରେ ଆଉ କାଢି ହେବ ନାହିଁ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ରାମ ମନ୍ଦିରର ଡିଜାଇନ କେଉଁ ବ୍ୟକ୍ତି ତିଆରି କରିଥିଲେ ?

ଉତ୍ତର- କାନ୍ତ ସୋମପୁରା

୨- ଭାରତର ଏକମାତ୍ର କେଉଁ ଗାଁ ଅଛି ଯେଉଁଠି ସଂସ୍କୃତ ସମସ୍ତେ କୁହନ୍ତି ?

ଉତ୍ତର- ମର୍ତ୍ତୂର

୩- ଏମିତି କେଉଁ ଅପରାଧ ଅଛି ଯାହାକୁ କରିବାକୁ ଚେଷ୍ଟା କରିଲେ କୌଣସି ଦଣ୍ଡ ନାହି, କିନ୍ତୁ ଯଦି କରାଯାଏ ତେବେ ଦଣ୍ଡ ଦିଆଯାଏ ?

ଉତ୍ତର- ଆତ୍ମହତ୍ୟା

୪- କେଉଁ ଅନ୍ଧାର ଅଛି ଯାହା ଆଲୋକରେ ବଢିଥାଏ ?

ଉତ୍ତର- ଛାଇ

୫- ମାନବ ତ୍ଵଚା ବିଷୟରେ ଅଧ୍ୟୟନ କରୁଥିବା ବିଜ୍ଞାନକୁ କଣ କୁହାଯାଏ ?

ଉତ୍ତର- ଡର୍ମଟୋଲୋଜି

୬- ମେହେନ୍ଦିରେ କେଉଁ ପଦାର୍ଥ ରହିଛି ଯାହା କାରଣରୁ ତାହା ନାଲି ହୋଇଯାଏ ?

ଉତ୍ତର- ଲାସୋନ ନାମକ ପରାର୍ଦ୍ଧ

୭- କେଉଁ ଧାତୁ ଅଛି ଯାହାକୁ ଛୁରୀରୁ ସହଜରେ କଟାଜାଏ ?

ଉତ୍ତର- ସୋଡିୟମ

୮- ସବୁଠାରୁ ବଡ ଆଖି କେଉଁ ସ୍ତନଧାରୀ ପ୍ରାଣୀର ଅଛି ?

ଉତ୍ତର- ହରିଣ

୯- ଏମିତି କଣ ଅଛି ଯାହାର ଅଛି ସେ ଦେଖିପାରେ ଓ କେବଳ ଥରେ ଦେଖିପାରେ ?

ଉତ୍ତର- ସ୍ଵପ୍ନ

୧୦- ଯଦି ପ୍ରକାଶର ସବୁ ରଙ୍ଗ ମିଶାଯାଏ ତେବେ କେଉଁ ରଙ୍ଗ ହୋଇଥାଏ ?

ଉତ୍ତର- ଧଳା

୧୧- କେଉଁ ରାଜା ପ୍ରଜା ମାନଙ୍କର ତମ୍ବାକୁ ସେବନ କରିବା ଅନିବାର୍ଯ୍ୟ କରିଥିଲେ ?

ଉତ୍ତର- ପିଟର ଦ ଗ୍ରେଟ

୧୨- ସରଫରୋଷି କି ତମନା ଅବ ହମାରେ ଦିଲ ମେ ହେ” ଏହି ବାକ୍ୟ କେଉଁ ମହାନ ବ୍ୟକ୍ତି ଲେଖିଥିଲେ ?

ଉତ୍ତର- ରାମ ପ୍ରସାଦ ବିସ୍ମିଲ

୧୩- ଆମ ଶରୀରରେ ଭିଟାମିନ-ବି ର କମି ଯୋଗୁ କେଉଁ ରୋଗ ହୋଇଥାଏ ?

ଉତ୍ତର- କେଶ ଧଳା ହୋଇଯାଏ

୧୪- କେଉଁ ମାଛ ଟର୍ଚ୍ଚ ଭଳି ଆଲୋକ ଦେଇଥାଏ ?

ଉତ୍ତର- ଯାଇନ୍ଟିକ

୧୫- ଭାରତର କେଉଁ ରାଜ୍ୟ ଯିଏ କେବେ ବି ଇଂରେଜ ମାନଙ୍କର ଗୁଲାମି ହୋଇ ନାହି ?

ଉତ୍ତର- ଗୋଆ

୧୬- ଭାରତ ଭିତରେ ସମୁଦ୍ର ମାର୍ଗ ଦେଇଥିବା ଆସିଥିବା ବିଦେଶୀ ବ୍ୟକ୍ତିଙ୍କ ନାମ କଣ ?

ଉତ୍ତର- ଭାସ୍କୋଡାଗାମା

୧୭- ଦୁନିଆର ସବୁଠାରୁ ସୁନ୍ଦର କଙ୍ଗାରୁ କେଉଁ ଦେଶରେ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା

୧୮- ଦୁନିଆର ସବୁଠାରୁ ମହଙ୍ଗା ପଥରର ନାମ କଣ ?

ଉତ୍ତର- ବ୍ଲୁ ଡାଇମଣ୍ଡ

୧୯- କେଉଁ ଦେଶର ଲୋକେ ଅଧିକ ଭଗବାନକୁ ମାନିଥାନ୍ତି ?

ଉତ୍ତର- ଭାରତ

୨୦- ଇଂରେଜ ମାନେ ଭାରତରେ ପ୍ରଥମ ଫ୍ୟାକ୍ଟରୀ କେଉଁଠାରେ ଖୋଲିଥିଲେ ?

ଉତ୍ତର- ସୁରଟ

୨୧- ଭାରତ କେତେ ବର୍ଷ ଯାଏଁ ଇଂରେଜ ମାନଙ୍କର ଗୁଲାମି କରିଥିଲା ?

ଉତ୍ତର- ୨୦୦ ବର୍ଷ

୨୨- ଭାରତର କେଉଁ ରାଜ୍ୟର ଲୋକେ ଅଧିକ ଚାହା ପିଇଥାନ୍ତି ?

ଉତ୍ତର- ଆସାମ

୨୩- କଣ ଆପଣ ଜାଣିଛନ୍ତି ଏମିତି କଣ ଜିନିଷ ଅଛି ଯାହାକୁ ଥରେ ପିନ୍ଧିଲା ପରେ ଆଉ କାଢି ହେବ ନାହି ?

ଉତ୍ତର- କଫନ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *