ଓଃ କି ମାଡ, ଗୋଡେଇ ଗୋଡେଇ ପୋଲିସକୁ ମାରିଲେ ଗାଁ ଲୋକ ! Video ହେଉଛି ଭାଇରାଲ 

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମାତ୍ରା ରେ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଅନେକ ସମୟରେ ଦେଖା ଯାଉଛି କିଛି ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର । ଆଉ କିଛି ସମୟରେ ଏମିତି କିଛି ଘଟଣା ର ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଲୋକେ ଖୁବ ଚର୍ଚ୍ଚା କରିଥାନ୍ତି । ତେବେ ଆଜିର ଆମର ବିଷୟ ବସ୍ତୁ କିଛି ଏମିତି ରହିଛି । ତେବେ ଡେରି ନ କରି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଦେଶରେ ସୁରକ୍ଷା ଅଧିକାରି ମାନେ ହେଉଛନ୍ତି ପୋଲିସ କର୍ମଚାରୀ ମାନେ । ସେମାନେ ଦିନ ରାତି ଲୋକ ମାନଙ୍କର ସେବାରେ ନିଯୋଜିତ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ପୋଲିସ ମାନଙ୍କୁ ନେଇ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭିଡିଓ ସବୁ ଭାଇରାଲ ହେଉଛି ଯାହା ପାଇଁ ପୋଲିସ ଉପରୁ ଭରସା ହିଁ ଉଠି ଯାଉଛି । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ଏହି ଭିଡିଓ ରେ କିଛି ମହିଳା ମାନେ ମିଶି ପୋଲିସ କୁ ରାସ୍ତା ରେ ଗୋଡେଇ ଗୋଡେଇ ମାରିବାର ନଜର ଆସୁଛନ୍ତି । ଏମିତିକି ପୋଲିସ ମାନଙ୍କୁ ସାଧାରଣ ଲୋକ ମାନେ ଗୋଡେଇ ଗୋଡେଇ ଚାପୁଡା ମାରିବା ସହ ବାଡି ରେ ମଧ୍ୟ ମାରୁଛନ୍ତି । ଲୋକ ମାନେ ଏକାଠି ହୋଇ ପୋଲିସ ମାନଙ୍କୁ ଏମିତି ମାଡ ମାରୁଛନ୍ତି ପୋଲିସ ମାନେ ଭୟ ରେ ଥାନା ଭିତରକୁ ପଶି ଯାଇ ଗେଟ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଲୋକ ମାନେ ଏତେ ରାଗିକି ଅଛନ୍ତି କି ଗେଟ ଭାଙ୍ଗି ମଧ୍ୟ ପୋଲିସ ମାନଙ୍କୁ ମାଡ ମାରୁଛନ୍ତି ।

ପୋଲିସ କର୍ମଚାରୀ ବିଚାରା ଦୌଡିବାକୁ ଚେଷ୍ଟା କରୁଛନ୍ତି ମାଡ ନ ଖାଇବା ପାଇଁ କିନ୍ତୁ କଣ ହେବ ଲୋକ ମାନେ କଣ ଛାଡୁଛନ୍ତି । ଲୋକ ମାନେ ଗୋଡେଇ ଗୋଡେଇ ଏମିତି ମାଡ ମାରୁଛନ୍ତି ପୋଲିସ ମନରେ ଭୟ ଦେଖା ଯାଇଛି । ତେବେ ଏହି ଭିଡିଓ ଦେଖି ଜଣା ପଡୁଛି କି ପୋଲିସ ହୁଏ ତ କିଛି ଏମିତି କାମ କରିଛି ଯାହା ପାଇଁ ସାଧାରଣ ଲୋକେ ବହୁତ ରାଗି ଯାଇଛନ୍ତି । ଆଉ ପୋଲିସ ନିସ୍ତୁକ ମାଡ ମାରିବାରେ ଲାଗିଛନ୍ତି । ତେବେ ଏହି ଭିଡିଓ ଟି ଦେଖିବା ପରେ ଯେତେ ହସ ଲାଗୁଛି ତା ଠାରୁ ଅଧିକ ଲଜ୍ୟା ମଧ୍ୟ ଲାଗୁଛି ।

କାରଣ ଦେଶର ପୋଲିସ ଯିଏ ରକ୍ଷା କର୍ତ୍ତା ଆଜି ସେ ନିଜ ରକ୍ଷା ପାଇଁ ଦୌଡି ପଳାୟନ କରୁଛନ୍ତି । ସତରେ ଏହା ପୁରା ପୋଲିସ ଡିପାର୍ଟ ମେଣ୍ଟ ପାଇଁ ବହୁତ ନିନ୍ଦନୀୟ ଘଟଣା ଅଟେ । ତେବେ ଏହି ଘଟଣା ଟି କେଉଁଠି ଘଟିଛି ତାହା କିଛି ସ୍ପଷ୍ଟ ହୋଇ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *