ରାଜମହଲ ଛକରେ ହାଇଡ୍ରାମା, ଯୁବତୀ ଏବଂ ଯୁବକଙ୍କ ମଧ୍ୟରେ ଟଣା ଓଟରା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ ରାଜମହଲ ଛକରେ ହାଇଡ୍ରାମା । ଯୁବତୀ ଏବଂ ଯୁବକଙ୍କ ମଧ୍ୟରେ ଟଣାଓଟରା । ସାଧା ପୋଷାକରେ କୁଖ୍ୟାତ ଲୁଟେରାକୁ ମାଡି ବସିଲା ପୋଲିସ । ଅପହରଣ କରା ଯାଉଥିବା ପାଟି କରିଲେ ଯୁବତୀ । ୨୦ ମିନିଟ ଧରି ଚାଲିଲା ଧସ୍ତାଧସ୍ତି । ହାଇଡ୍ରାମା ଦେଖିବାକୁ ଲୋକଙ୍କ ଭିଡ଼ । ଟେକି ନେଇଗଲେ ସ୍ପେଶାଲ ସ୍କ୍ବାର୍ଡ ।

ଯୁବକ ଜଣକ ଷ୍ଟେସନ ଅଞ୍ଚଳରେ ଲୁଟ୍ ଏବଂ ଅପରାଧିକ କାର୍ଯ୍ୟକରୁଥିବା ସୂଚନା । ତେବେ ଏ ନେଇ ଯୁବକ କହୁଛନ୍ତି “ଯୁବତୀ କାହାର ଚୋରୀ କରିଛନ୍ତି କାହାର ପର୍ସ କଣ କଣ ନେଇ ଯାଇଛନ୍ତି । ସେ ଲୋକ କୁ ଡାକ ଯିଏ ମୋ ନାଁ ରେ କହିଛି ତା ହେଲେ ମୁଁ ରାଜି ହେବି ଯାହା ଦଣ୍ଡ ଦେବେ ମୁଁ ରାଜି । ତମନା, ସାଞ୍ଜୁ, ତୋଫାନ ସବୁ ଯାଇଥିଲେ ଗୋଟେ ଲୋକ କୁ ନେଇ ଷ୍ଟେସନ ଆଉ ତାର ସବୁ କିଛି ଚୋରୀ କରି ନେଇ ଯାଇଛନ୍ତି । ସେ ଲୋକଙ୍କୁ ଆଣୁ ନାହାନ୍ତି ମୋତେ ଆସି ଧରିକି ନେଇ ଯାଉଛନ୍ତି ।

ମନ ଇଚ୍ଛା ମୋତେ ନେଇ ଯାଉଛନ୍ତି ଆଜ୍ଞା ମୁଁ କାହାର କିଛି କରି ନାହି” । ଅନ୍ୟ ପକ୍ଷ ରେ ଯୁବତୀ ଜଣକ ଯୁବକଙ୍କ ହାତକୁ ଜାବୁଡି ଧରି ବସିଛନ୍ତି ଆଉ କହୁଛନ୍ତି ଆମେ ମାର୍କେଟ ରୁ ଆସିକି ବସି ଥିଲୁ କିଛି ହୋଇ ନାହି ସେ ମୋର ସ୍ଵାମୀ କାହିଁକି ଆମକୁ ହଇରାଣ କରୁଛ ? ତାକୁ ଛାଡ ସେ ମୋ ସ୍ଵାମୀ ଡାକ ମିଡିଆ ବାଲାକୁ ଡାକ ମାରି ଦେଲା ଲୋ ମୋ ସ୍ଵାମିକୁ । ସେ ଭଲ ପିଲା ହୋଇ ଯାଇଛି ସୁନା ପିଲା ହୋଇ ଯାଇଛି ତାର କିଛି ଭୁଲ ନାହି ତୁମେ ମାନେ କାହିଁକି ଭିଡିଓ କରୁଛ ? ଆଗକୁ ଯୁବତୀ କହୁଛନ୍ତି ଜଣେ ମହିଳା ଯାହାର ନାଁ ଋତୁ ତାଙ୍କୁ ଯୁବତୀ କହୁଛନ୍ତି କିଛି ଭଲ ହେଲା ନାହି ତୁ କଣ ପାଇଁ ଧରା ପକାଇଲୁ ?

କଣ ପାଇଁ ମୋତେ ଧରୁଛ କହିଲ ଯୁବତୀ କହୁଛନ୍ତି । ଋତୁ ନାମକ ମହିଳା କହୁଛନ୍ତି ସେ ମୋତେ ଫୋନ କରି ଡାକିଲା ଆଉ ମୁଁ ଆସିଛି । ତେବେ ଯୁବକ ଙ୍କୁ ନେଇ ଦୁଇ ଯୁବତୀ ଙ୍କ ମଧ୍ୟରେ ଚାଲିଛି ଗଣ୍ଡୋଗୋଳ ଅନେକ ସମୟ ଧରି । ଏହା ପରେ ପିସିଆର ଆସି ଯୁବକ କୁ ନେଇ ଯାଉଛି ।

ତେବେ ଯୁବକ ଜଣକ ଚୋରୋ କରିବାର ଯୁବତୀ ଜଣକ କହୁକନ୍ତି ଯାହା ପାଇଁ ଲୋକେ ତାଙ୍କୁ ଧରି ନେଇଛନ୍ତି ରାସ୍ତା ମଝି ରେ ଆଉ ଆରମ୍ଭ ହୋଇ ଯାଇଛି ହାଇ ଡ୍ରାମା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *