ଗୋଟେ ସିମ୍ବଲ ବାଛନ୍ତୁ ଓ ଜାଣନ୍ତୁ କେଉଁ ଜୀବନରେ କେଉଁ ମୋଡରେ ପହଞ୍ଚିଲେଣି ଆପଣ ?

ଜ୍ଯୋତିଷ ଶାସ୍ତ୍ର ଆମ ଜୀବନରେ ଆମ ବିଷୟରେ ବହୁତ କିଛି କହିଥାଏ କିନ୍ତୁ ଟେରୋ କାର୍ଡ ମଧ୍ୟ ଏମିତି ଗୋଟେ ବିଶେଷଜ୍ଞ ଯାହା ଆମ ବିଷୟରେ ବହୁତ କିଛି କହିଥାଏ । ଆଜି ଆମେ ଆପଣଙ୍କୁ କିଛି ସିମ୍ବଲ ଦେଖେଇବାକୁ ଯାଉଛୁ ଯାହା ଆପଣଙ୍କୁ ପସନ୍ଦ କରିବାକୁ ହବ ଓ ଏହା ଦ୍ଵାରା ଆଜି ଆମେ ଆପଣଙ୍କୁ ଏହା କହିବୁ ଯେ ଆପଣଙ୍କ ଜୀବନରେ କେବେ ସଫଳତା ଆସିବ ଓ ଆପଣ କେବେ ସକ୍ଷମ ହୋଇପାରିବେ ।

Image Courtesy: Google

୧. ପ୍ରଥମ ଚିତ୍ର ଯେଉଁ ଲୋକ ପସନ୍ଦ କରିଛନ୍ତି, ଏହାର ଅର୍ଥ ଆପଣ ନିଜ ପାଇଁ ଅସଫଳ ଅଟନ୍ତି । ନିଜ ଭୁଲ ପାଇଁ ଅନ୍ୟ କାହାକୁ ଭୁଲ ମାନିଲେ ଭୁଲ ଠିକ ହୋଇନଥାଏ, ତେବେ ନିଜ ଭିତରେ ଖରାପ ଦେଖିବା ଆରମ୍ଭ କରନ୍ତୁ ହେଇ ପାରେ କିଛି ଭଲ ହେଇଯିବ । କ୍ରୋଧ ଯାହା ଆପଣଙ୍କ ମନ୍ଦ ଭାଗ ହୋଇଥାନ୍ତି, ତେବେ କାହାକୁ ଈର୍ଷା କରିବା ପାପ ଅଟେ, କାହା ବିଷୟରେ ଖରାପ ଚିନ୍ତା କରିବା ଆପଣଙ୍କ ଜୀବନ ନର୍କ କରିଥାଏ ସେଥିପାଇଁ ଏହି ଭଳି ଭାବନାକୁ ନିଜ ଠାରୁ ଦୂରେଇ ରଖନ୍ତୁ ।

Image Courtesy: Google

୨. ଯେଉଁ ବ୍ୟକ୍ତିମାନେ ଦ୍ଵିତୀୟ ଚିତ୍ର ପସନ୍ଦ କରିଥିବେ ଏହି ଲୋକ ବହୁତ କନ୍ଫ୍ଯୁଜ ହୋଇଥାନ୍ତି, ଯେଉଁ ଲୋକ ମାନେ ଦ୍ଵିତୀୟ କାର୍ଡ ପସନ୍ଦ କରିଛନ୍ତି ସେହି ଭଳି ଲୋକ ନିଜ ମନ୍ଦ ସ୍ଵଭାବ ବିଷୟରେ ଭଲ ଭାବରେ ପରିଚିତ ହୋଇଥାନ୍ତି, ସେ ଏହା ମଧ୍ୟ ଜାଣି ଥାନ୍ତି ଯେ ତାଙ୍କ ଜୀବନରେ ଘଟି ଥିବା ସମସ୍ଯା କାରଣ କିଏ କିନ୍ତୁ ଭାବନାତ୍ମକ ସ୍ଵଭାବ ଅନୁଯାଇ ସେ ଏହାକୁ ସ୍ଵୀକାର କରନ୍ତି ନାହିଁ ।

୩. ତୃତୀୟ ଚିତ୍ର ଯେଉଁ ମାନେ ପସନ୍ଦ କରିଛନ୍ତି ସେହି ଭଳି ଲୋକ ଭୁଲ ଓ ଠିକ ଭିନ୍ନତା ଜାଣି ପାରନ୍ତି ନାହିଁ, ଆପଣଙ୍କ ମନରେ ବହୁତ ପ୍ରକାର ଭାବନା ଆସିଥାଏ ଯେମିତିକି ଈର୍ଷା, ଦ୍ଵେଷ,ସେ ନିଜ ଇଛା ଓ ସୁବିଧା ଅନୁଯାଇ ଦୋଷୀ ପରିଚୟ କରିଥାନ୍ତି, ଆପଣଙ୍କୁ ବାସ୍ତବିକ ସମାଧାନ ଉପପରେ ଧ୍ୟାନ ଦବା ଉଚିତ । ଆପଣଙ୍କ ମନ ଅନୁଯାଇ ନିର୍ଦୋଷକୁ ଦୋଷୀ ଓ ଦୋଷୀକୁ ନିର୍ଦୋଷ ଭାବିବା ଭୁଲ ଅଟେ ।

Image Courtesy: Google

୪. ଯଦି ଆପଣ ଚତୁର୍ଥ ଚିତ୍ର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଭିତରେ ସବୁଠାରୁ ଖରାପ କଥା ଏହା ଅଟେ ଯେ ଆପଣଙ୍କ ଜୀବନ ସବୁ ଭୁଲ ପାଇଁ ଆପଣ ଅନ୍ୟ କାହାକୁ ଦାଇ ମାନନ୍ତି, ସବୁ ଦୁର୍ଘଟଣା ବା ଖରାପ କାମ ପାଇଁ ଆପଣ ଅନ୍ୟ କାହାକୁ ଦୋଷୀ ମାନନ୍ତି । ଆପଣଙ୍କ ଜୀବନରେ ହୋଇପାରେ ଆପଣ ସବୁ ଆଡେ ଅସଫଳ ଅଛନ୍ତି କିନ୍ତୁ ଏହା ଭାଗ୍ୟ ବା ଅନ୍ୟ ଲୋକଙ୍କ ଦୋଷ ପାଇଁ ନୁହ ଆପଣଙ୍କ କାର୍ଯ୍ୟ ପାଇଁ ଆପପନ ଅସଫଳ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *