ପୂଜା ଭଟ୍ଟଙ୍କ ପରି ମହେଶ ଭଟ୍ଟ ଏବେ ଆଲିୟାଙ୍କୁ କଲେ Kiss, ଭାଇରାଲ ହେଉଛି ଏହି ଫଟୋ

ମହେଶ ଭଟ୍ଟ ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଅଟନ୍ତି,ତାଙ୍କ ଝିଅ ମଧ୍ୟ ଫିଲ୍ମ ନିର୍ଦ୍ଦେଶନାରେ ତାଙ୍କୁ ସାହାଯ୍ୟ କରୁଛନ୍ତି । ପୂଜା ଭଟ୍ଟ ଜଣେ ହିରୋଇନ ଅଟନ୍ତି । ପୂଜା ଭଟ୍ଟ ଓ ମହେଶ ଭଟ୍ଟ ଙ୍କର ବିବାଦକୁ ନେଇ ଗଭୀର ସମ୍ପର୍କ ଅଛି । ମହେଶ ଭଟ୍ଟ ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆସନ୍ତୁ ଜାଣିବା ପୁରା ଘଟଣା,  ଆପଣଙ୍କୁ ଜଣେଇବାପାଇଁ କହୁଛୁ ଥରେ ମହେଶ ଭଟ୍ଟ ନିଜ ଝିଅ ପୂଜାକୁ ସମସ୍ତଙ୍କ ସାମ୍ନାରେ କିସ କରିଥିଲେ ।

ଏଥିପାଇଁ ତାଙ୍କ ଭିତରେ କଳି ଲାଗିଥିଲା । ସେମାନଙ୍କୁ ବହୁତ ଆଲୋଚନାର ଶିକାର ହେବାକୁ ପଡିଥିଲା । ଏହା ପରେ ମହେଶ ଭଟ୍ଟ ଟ୍ବିଟ କରିଥିଲେ ପୂଜା ଯଦି ମୋ ଝିଅ ନହୋଇଥାନ୍ତା ତାହେଲେ ମୁଁ ତାକୁ ବାହାହୋଇଥାନ୍ତି । ଏହା ପରେ ସୋସିଆଲ ମିଡିଆରେ ମହେଶ ଭଟ୍ଟ ମୁର୍ଦାବାଦ ନାରା ଲାଗିଥିଲା ।

Image Courtesy: Google

ମହେଶ ଆଲିୟାଙ୍କୁ କଲେ କିସ

ଏହା ଭିତରେ ଆଉ ଗୋଟେ ନୂଆ ବିବାଦ ସାମ୍ନାକୁ ଆସିଛି, ଏହି ଦିନରେ ଖୁବ ଚର୍ଚ୍ଚାରେ ଅଛି । ଖବର ଅନୁସାରେ ତାଙ୍କର ଗୋଟେ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ମହେଶ ଭଟ୍ଟ ଆଲିୟାକୁ କିସ କରୁଛନ୍ତି । ଆପଣଙ୍କୁ ଜଣେଇବାପାଇଁ କହୁଛୁ ମହେଶ ଭଟ୍ଟଙ୍କର ବିବାଦକୁ ନେଇ ଗଭୀର ସମ୍ପର୍କ ଅଛି, ବହୁତ ବଲିଉଡ ଅଭିନେତ୍ରୀଙ୍କ ନାଁ ତାଙ୍କ ସାଙ୍ଗରେ ଯୋଡି ହୋଇଛି । ତାଙ୍କ ଉପରେ ବହୁତ ପ୍ରକାର ଗମ୍ଭୀର ଆରୋପ ଲାଗିଛି ।

Image Courtesy: Google

ବଡ ଝିଅ ପୂଜାକୁ ମଧ୍ୟ କରିସାରିଛନ୍ତି କିସ ଆମେ କହୁଛୁ ମହେଶ ଭଟ୍ଟ ବିବାଦକୁ ନେଇ ଗଭୀର ସମ୍ପର୍କ ଅଛି । ଏମିତି କଥା ଅଛି ସେ ନିଜ ଝିଅ ସାଙ୍ଗରେ ବାହାହେବେ ବୋଲି ଇଚ୍ଛାପ୍ରକାଶ କରିଥିଲେ ଓ ତାଙ୍କୁ ଲୀପ କିସ କରିଥିଲେ । ଆପଣଙ୍କୁ ଜଣେଇବାପାଇଁ କହୁଛୁ ନିଜ ଝିଅ ସାଙ୍ଗରେ ବୋଲ୍ଡ ଫୋଟୋ ସୁଟିଙ୍ଗ କରିବା ସମୟରେ ଲୀପ ଲକ କରିଥିଲେ ମହେଶ । ନିଜ ଫିଲ୍ମ ପାଇଁ ଅଭିନେତ୍ରୀମାନଙ୍କୁ ଡାକି ତାଙ୍କ ମଜ୍ବୁରୀର ଫାଇଦା ଉଠାଇଥିଲେ । ଏହି ସମୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ନାଁ ମହେଶ ଭଟ୍ଟଙ୍କ ସାଙ୍ଗରେ ଯୋଡି ହୋଇଛି । କୁହାଯାଉଛି କି ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ମହେଶଙ୍କ ଭୂମିକା ଅଛି ।

Image Courtesy: Google

ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ଜିଆ ଖାନଙ୍କ ଆତ୍ମହତ୍ୟାରେ ମଧ୍ୟ ତାଙ୍କ ନାମ ଯୋଡିହୋଇଥିଲା । ନିଜ ଝିଅ ସାଙ୍ଗରେ କିସ କରି ଓ ଅଭିନେତ୍ରୀଙ୍କ ସାଙ୍ଗରେ ଆଫେୟାର୍ସ ଓ ଏମିତି ବହୁତ ଘଟଣା ମହେଶଙ୍କ ବିବାଦରେ ଘେରି ରହିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *