ବମ୍ବେ ହାଇକୋର୍ଟ ମଙ୍ଗଳବାର ଦିନ କହିଛନ୍ତିକି ନିୟମ ଅନୁଯାଇ ଯଦି କୌଣସି ବ୍ଯକ୍ତିର ଦୁଇଟି ପତ୍ନୀ ଅଛି, ଯଦି ଦୁଇଜଣ ଜକ ଧନ ଉପରେ ଅଧିକାର ଦାବି କରିବେ ତେବେ କେବଳ ପ୍ରଥମ ସ୍ତ୍ରୀର ଅଧିକାର ରହିବ, କିନ୍ତୁ ଯଦି ଦୁଇ ବିବାହରେ ଜନ୍ମ ହୋଇଥିବା ପିଲାଙ୍କର ଅଧିକାର ରହିବ । ତାଙ୍କୁ ଧନ ମିଳିବ । ନ୍ୟାୟମୂର୍ତି କଥାବାଲ ଓ ନ୍ୟାୟାମୂର୍ତି ମାଧବ ଜାମଦାରର ପୀଠ ଏହି ମୌଖିକ ଟିପଣି କରିଛନ୍ତି ।
ରାଜ୍ୟ ସରକାର କହିଛନ୍ତି ଉଚନ୍ୟାୟାଳୟର ଔରଙ୍ଗାବାଦ ପୀଠ ଏହିଭଳି ନିସ୍ପତି ପ୍ରଥମେ ଦେଇଥିଲେ ଯାହାପରେ ପୀଠ ଏହି ଟିପଣି ଦେଇଥିଲେ ।

ନ୍ୟାୟାମୂର୍ତି କଥାବାଲର ଅଧ୍ୟକ୍ଷତା ବଳି ପୀଠ ମହାରାଷ୍ଟ୍ର ରେଲୱେର ପୋଲିଶ ସହାୟକ ଉପନିରୀକ୍ଷକ ସୁରେଶ ହଟେନକରର ଦ୍ଵିତୀୟ ପତ୍ନୀ ତରଫରୁ ଦିଆଯାଆଇଥିବା ୟାଚିକା ଉପରେ ସୁନାଣି ହେଉଥିଲା । ହାଟନକର ୩୦ ମେ ରେ କୋଭିଡ- ୧୯ ରେ ମୃତ୍ୟୁ ହୋଇଥିଲା । ରାଜ୍ୟସରକାର ପ୍ରସ୍ତାବ ମୁତାବିକ ଡ୍ୟୁଟି ସମୟରେ କୋଭିଡ- ୧୯ ରେ ମାରୁଥିବା ପୋଲିଶ କର୍ମୀଙ୍କୁ ୬୫ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିସ୍ରୁତି ଦେଇଥିଲେ । ଏହା ପରେ ହାଟନକର ପତ୍ନୀ ଦାବି କରି ଦୁଇଟି ମହିଳା ସେହି ଟଙ୍କା ଉପରେ ଅଧିକାର କରିଥିଲେ ।

ପରେ ହଟେନକର ଦ୍ଵିତୀୟ ପତ୍ନୀର ଝିଅ ଶ୍ରଦ୍ଧା ବମ୍ବେ ହାଇକୋର୍ଟରେ ଦ୍ଵାରସ୍ଥ ହୋଇଥିଲେ ଓ ମିଳିଥିବା ଟଙ୍କାର ଭାଗ ମିଳିବ ପାଇଁ ଗୁହାରି କରିଥିଲେ ତାକି ତାର ମା ଓ ସେ ଯେମିତି ଭୋକ ଉପାସରେ ହଇରାଣ ନ ହୁଅନ୍ତି । ରାଜ୍ୟସରକାରର ଓକିଲ ଜ୍ୟୋତିଚାହାଣ ମଙ୍ଗଳବାର ଦିନ ପୀଠକୁ କହିଥିଲେକି ଯେତେ ପର୍ଯ୍ୟନ୍ତ ଉଚ ନ୍ୟାୟଳୟ ନିର୍ଣୟ କରୁଛି ଏହି ଟଙ୍କାର ହକଦାର କିଏ ଅଟେ ସେତେ ପର୍ଯ୍ୟନ୍ତ ରାଜ୍ୟସରକାର ସେହି ତଙ୍କକୁ ଅଦାଲତରେ ଜମା କରିଦେବ ।

ଚହଣା ଔରଙ୍ଗାବାଦ ନିଷ୍ପତିରେ ଅଦାଲତାକୁ ଅବଗତ କରାଇଥିଲା । ଏହା ପରେ ଅଦାଲତ କହିଥିଲା, ନିୟମ ଅନୁସାରେ ଦ୍ଵିତୀୟ ପତ୍ନୀକୁ କିଛି ମିଳିବ ନହିଁ । କିନ୍ତୁ ଦ୍ଵିତୀୟ ପତ୍ନୀ ଜନ୍ମ ଦେଇଥିବା ଝିଅକୁ ଓ ପ୍ରଥମ ପତ୍ନୀ ଓ ତା ପୁଅ ଧନର ଅଧିକାରୀ ଅଟନ୍ତି ।