Interesting GK Questions – ଗୋଟିଏ ହିଁ ଶବ୍ଦ ଆସିବ । ଗୋଟେ ଝିଅର ନାମ, ଗୋଟେ ଫିଲ୍ମର ନାମ, ଗୋଟେ ଔଷଧର ନାମ, ଗୋଟେ ଗଛର ନାମ ତାହା କଣ କଣ ?

ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ । କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସିଥାଏ ସେହି ସମୟରେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ସବୁ ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଯାହାକୁ କୌଣସି ନାଁ କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଉତ୍ତର ଦେଇ ପାରିବେ ।

୧- ନାରୀ ନିଜ ଜୀବନରେ କେତେଟି ଛୁଆ ଜନ୍ମ ଦେଇଥାଏ ?

ଉତ୍ତର- ୪୦ଟି ଛୁଆ

୨- ଦୁନିଆରେ କେଉଁ ବ୍ୟକ୍ତିର ୪୦ଟି ସ୍ତ୍ରୀ ଓ ୯୪ଟି ଛୁଆ ଅଛି ?

ଉତ୍ତର- ଜିଓନା ଚାନା

୩- ଏମିତି କଣ ଜିନିଷ ଅଛି ଯାହା ଗରମ କରିଲେ ଜମା ହୋଇଥାଏ ?

ଉତ୍ତର- ଅଣ୍ଡା

୪- ଦୁନିଆରେ ସବୁଠାରୁ ଅଧିକ ଚିନୀ କେଉଁ ଦେଶରେ ଖାଇଥାନ୍ତି ?

ଉତ୍ତର- କ୍ୟୁବା

୫- ପ୍ରଧାନମନ୍ତ୍ରୀ ହେବା ପାଇଁ କେତେ ବୟସ ହେବା ଉଚିତ ?

ଉତ୍ତର- ୨୫ ବର୍ଷ

୬- ପଛକୁ ଉଡୁଥିବା ପକ୍ଷୀର ନାମ କଣ ?

ଉତ୍ତର- କିବୀ ପକ୍ଷୀ

୭- ନବଜାତ ଶିଶୁ କେତେ ପ୍ରକାରର ରଙ୍ଗ ଦେଖିପାରେ ?

ଉତ୍ତର- ଦୁଇଟି ରଙ୍ଗ କଳା ଓ ଧଳା

୮- ସବୁଠାରୁ ଅଧିକ ଦୟାଳୁ କେଉଁ ଜୀବ ହୋଇଥାଏ ?

ଉତ୍ତର- ହାତୀ

୯- କେଉଁ ଦେଶରେ ସବୁଠାରୁ ଅଧିକ ଫା-ଶୀ ଦ-ଣ୍ଡ ଦିଆଯାଏ ?

ଉତ୍ତର- ଦକ୍ଷିଣ କୋରିୟା

୧୦- ତାଜମହଲ କାହାର ସ୍ମୂରତିରେ ତିଆରି ହୋଇଛି ?

ଉତ୍ତର- ମୁମତାଜ

୧୧- କେଉଁ ଦେଶରେ ଫିଲ୍ମ ଦେଖିଲେ ଜୋରିମାନା ଲାଗିଥାଏ ?

ଉତ୍ତର- ଦକ୍ଷିଣ କୋରିୟା

୧୨- ପୁରା ପୃଥିବୀରେ ସବୁଠାରୁ ଅଧିକ ଗ୍ଯାସ କେଉଁଠାରେ ଅଛି ?

ଉତ୍ତର- ଅକ୍ସିଜେନ

୧୩- ଏମିତି କଣ ଅଛି ଯାହା ଆମେ ଖାଇଥାଉ କିନ୍ତୁ ଦେଖିପାରୁ ନାହୁଁ ?

ଉତ୍ତର- ବଚନ

୧୪- କେଉଁ ଦେଶରେ ଅଧିକ ସୈନିକ ଅଛି ?

ଉତ୍ତର- ଆମେରିକା

୧୫- ଦୁନିଆର ସବୁଠାରୁ ଅଧିକ ଡାକଘର କେଉଁଠାରେ ଅଛି ?

ଉତ୍ତର- ଇଣ୍ଡିଆ

୧୬- ଭାରତର ସବୁଠାରୁ ଗରିବ ରାଜ୍ୟ କଣ ?

ଉତ୍ତର- ଛତିଶଗଡ

୧୭- କେଉଁ ଦେଶରେ ୨୦୧୧ରେ ଆଜାଦ ହୋଇଥିଲା ?

ଉତ୍ତର- ସୁଡାନ

୧୮- ଲାଲ ଲାଲ ରଙ୍ଗ ମେରା ପୀଠ ହେ ଲହରଦାର କାଟୋ ତୋ ଅନ୍ଦର ମଇଳା ବେଠେ ଫେରଦାର ଏହାର ଅର୍ଥ କଣ ?

ଉତ୍ତର – ମୂଷା

୧୯- ଏମିତି କଣ ଜିନିଷ ଅଛି ଯାହା ଝିଅ ବିବାହ ପୂର୍ବରୁ ପିନ୍ଧିଅପରେ ନାହି ?

ଉତ୍ତର- ମଙ୍ଗଳସୁତ୍ର

୨୦- ସେ ରାତିର ରାଣୀ କିନ୍ତୁ ଆଖିରୁ ଝରେ ପାଣି କୁହ ତାହା କଣ ?

ଉତ୍ତର- ମହମବତୀ

୨୧- ଏମିତି କଣ ଜିନିଷ ଅଛି ଯାହା ଝିଅ ଖାଇଥାଏ ବି ପିନ୍ଧିଥାଏ ବି ?

ଉତ୍ତର- ଲବଙ୍ଗ

୨୨- ଯେତେ ସେଥିରୁ ବାହାର କରିବେ ତାହା ବଢିବାକୁ ଲାଗିବ ତାହା କଣ ?

ଉତ୍ତର- ଗଡ୍ଡା

୨୩- ଗୋଟେ ଝିଅର ନାମ, ଗୋଟେ ଫିଲ୍ମର ନାମ, ଗୋଟେ ଔଷଧର ନାମ, ଗୋଟେ ଗଛର ନାମ ତାହା କଣ କଣ ?

ଉତ୍ତର- ହନି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *