ବିବାହ ପରେ ପ୍ରଥମ ଥର ଗୋବିନ୍ଦାଙ୍କ ସହ ଭେଟିଲେ ସବ୍ୟାର୍ଚିତା, ଗୋବିନ୍ଦା କହିଲେ କିଛି ଏମିତି…

ଆପଣ ଅଭିନେତା ସବ୍ୟସଚୀ ଓ ଅର୍ଚିତାଙ୍କ ବିବାହ ସରିଯାଇଛି, ଏବଂ ବିବାହ ପରଠୁ ପ୍ରତେକ ସମୟରୁ ଆପଣମାନେ ସବ୍ୟ ଓ ଅର୍ଚିତାଙ୍କ ବିଷୟରେ ଟିକିନିଖି ତଥ୍ୟ ଜାଣିବାକୁ ପାଉଛେ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଦୀର୍ଘ ୫ ବର୍ଷ ଧରି ଅର୍ଚ୍ଚିତା ଏବଂ ସବ୍ୟସାଚୀ ରିଲେସନ ରେ ଥିଲେ । ଏକାଠି ଫିଲ୍ମ ରେ କାମ କରିବା ଦ୍ୱାରା ଏହି ଯୋଡ଼ି ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ଯୋଡ଼ି ଙ୍କ ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ ମଧ୍ୟ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଯୋଡ଼ି ବିଗତ ୨୦୨୦ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଏହି ଯୋଡ଼ି ଙ୍କ ବିବାହ ହୋଇପାରି ନଥିଲା । ତେଣୁ ଚଳିତ ବର୍ଷ ଏହି ଯୋଡି ଙ୍କ ବିବାହ ରାଜସ୍ଥାନ ରେ ହୋଇଥିଲା ।

ବର୍ତମାନ ସମୟରେ ସବୁଠୁ ବଡ ଖବର ଏହାକି ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ମଧ୍ୟ ସବ୍ୟ ଆଉ ଅର୍ଚିତାଙ୍କୁ ତାଙ୍କ ବିଅବହ ପାଇଁ ସୁବେଛା ଜଣାଇଛନ୍ତି । ବିଶେଷ କରି ଆପନ୍ନକର ପ୍ରିୟ ବଲିଉଡ ଅଭିନେତା ଗୋବିନ୍ଦା ତାଙ୍କ ବିବାହ ପାଇଁ ତାଙ୍କୁ ସୁବେଛା ଜଣାଇଛନ୍ତି । ଆଉ ମଧ୍ୟ ବହୁତ ବଲିଉଡର ଲୋକ ତାଙ୍କ ବାହାଘର ପାଇଁ ତାଙ୍କୁ ଶୁବେଚା ଜଣାଇଛନ୍ତି । । ଏହା ସହିତ ସବ୍ୟ ଆଉ ଅର୍ଚିତାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ବର୍ତମାନ ସୋସିଆଲ ମିଡିଆରେ ସବୁଠୁ ଚର୍ଚାର ବିଷୟ ପାଲଟିଛି । ଆଉ ବହୁତ ଫୋଟୋ ଗୁଡିକ ମଧ୍ୟ ଦେଖିବାକୁ ମିଳୁଛି ।ସେ ସେହି ଆପଣଙ୍କର ।

ପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏହି ଫୋଟୋ ଗୁଡିକ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏବଂ ଆପଣ ମାନଙ୍କର ପ୍ରିୟା ସବ୍ୟ ଅର୍ଚିଙ୍କର ଏହି ପୋଷ୍ଟ ମୁତାବକ ଯାହା ସ୍ପଷ୍ଟ ଭାବରେ ଜଣାପଡୁଚିକି ବଲିଉଡର ପ୍ରିୟା ଅଭିନେତା ଗୋବିନ୍ଦା ସବ୍ୟ ଆଉ ଅର୍ଚିତାଙ୍କ ବିବାହ ପାଇଁ ସୁବେଛା ଜଣାଇବା ପାଇଁ ତାଙ୍କ ନିକଟରେ ପହଞ୍ଚି ଥିଲେ । ଏହି ସମୟର କିଛି ଖୁଶିର ମୁହୂର୍ତ ସବ୍ୟ ଶଚୀ ନିଜ ନିଜର ସୋସିଆଲ ମିଡିଆରେ ଷେୟାର କରିଥିଲେ ।

ଏପଟରେ ସବ୍ୟ ଆଉ ଆରଚିତା ତୃତୀୟ ଥର ପାଇଁ ବିବାହର ରିଶେପସନ ପାର୍ଟି ପ୍ରଦାନ କରିଥିଲେ । ଆପଣଙ୍କୁ ଏହି ଲେଖାଟି କେମିତି ଲାଗିଲା ଆମକୁ କମେଣ୍ଟ ମଧାମରେ ଜଣାଇବେ ।ଆଉ ଏହାକୁ ବହୁତ ମାତ୍ରାରେ ଶେୟର ମଧ୍ୟ କରିବେ ।

Leave a Reply

Your email address will not be published. Required fields are marked *