କାଲି ହେବ GST କାଉନ୍ସିଲ ର ବୈଠକ, ମହଙ୍ଗା ହୋଇପାରେ ଏହି ଜିନିଷ

ଜିଏସଟି କାଉନସିଲର ବୈଠକ ଗୁରୁବାର ୧୧ ଟାରେ ହେବ । ଜିଏସଟି କାଉନସିଲରେ  ଜିଏସଟି କମ୍ପେନସେଶନ ଉପରେ ଚର୍ଚା ହେବ । ବୈଠକ ପରେ ବିତ ମନ୍ତ୍ରୀ ନିର୍ମଲା ସିତାରମଣ ୧ ରେ ପ୍ରେସ କନଫରେନ୍ସେ  କରିବେ । କହି ରଖୁଛୁକି ରାଜ୍ୟ ଓ କେନ୍ଦ୍ର ଜିଏସଟି କମ୍ପେନସେଶନ ଉପରେ ବିବାଦ ଜାରି ହେବ । ଜିଏସଟି ନିୟମ ଅନୁସାରେ ରାଜ୍ୟକୁ ୧ ଜୁଲାଇ ୨୦୧୭ ରେ ଜିଏସଟି ଲ୍ସଗୁହେବା ପୂର୍ବରୁ ପାଞ୍ଚବର୍ଷରେ ରାଜସ୍ୱରେ ହୋଇଥିବା କ୍ଷତିପୁରଣର ଗ୍ୟାରେଣ୍ଟି ଦିଆଯାଇଛି ।

କିନ୍ତୁ ରାଜସ୍ୱ ପାର୍ଟନରଶିପର ରହିଥିବା ଫର୍ମୁଲା ହିସାବରେ କେନ୍ଦ୍ର ସରକାର ରାଜ୍ୟର ଜିଏସଟି ଦେବାରେ ସକ୍ଷମ ନୁହେଁ ।

Image Courtesy: Google

ମହଙ୍ଗା ହୋଇପାରେ ଜିନିଷ –

ଶିଏନବିଶି-ଟିଭି୧୮ ସୂତାରେ ମିଳିଥିବା ସୂଚନା ଅନୁଯାଇ, ଜିଏସଟି କାଉନସିଲ ବୈଠକରେ କିଛି ରାଜ୍ୟ ଦ୍ଵାରା ଅହିତକର ଜିନିଷ ମାନେ ସିନ ଗୁଡସ ଉପରେ ଟ୍ୟାକ୍ସ ବଢେଇବାର ପ୍ରସ୍ତାବ ଉପରେ ଚର୍ଚା ହେବାର ସମ୍ଭାବନା ରହିଛି । ସିନ ଗୁଡସ ଉପରେ ଟ୍ୟାକ୍ସ ବଢାଇବାର ବିଚାର ଦେଇଥିବା ପଞ୍ଜାବ, ଛତିଶଗଡ, ବିହାର, ଗେବା, ଦିଲ୍ଲୀ, ଭଳି ରାଜ୍ୟ ସାମିଲ ଅଛନ୍ତି । ଯଦି ଏମିତି ହେବ ସିଗାରେଟ, ପାନ ମସଲା ମହଙ୍ଗା ହୋଇପାରେ ।

Image Courtesy: Google

ସିନ ଗୁଡସ ଛଡା କର ଭଳି ଲଗଜୁରି ଉତ୍ପାଦ ଉପରେ ଟ୍ୟାକ୍ସ ଲାଗିପରିବ । ପୂର୍ବ ମାସରେ ବିତ ମାନ୍ତ୍ରାଳୟ କହିଥିଲେକି ବିତ୍ତ ବର୍ଷ ୨୦୧୯-୨୦ ରେ ଜିଏସଟି ମୂଲ୍ୟ ପାଇଁ କେନ୍ଦ୍ର ସରକାର ୧୩,୮୦୬ କୋଟି ଟଙ୍କା ସେସ କିସ୍ତି ଜାରି କରିଛି । ରାଜ୍ୟ ପାଇଁ ଯିବାକୁ ଥିବା ମୂଲ୍ୟର ଭୁଗତନର ଫର୍ମୁଲା ଉପରେ ଆଉଥରେ କାମ କରିବା ପାଇଁ ଜୁଲାଇରେ ଜିଏସଟି ପରିଷଦ ବୈଠକ ହେବାକୁ ଥିଲା । ଏବେ ପର୍ଯ୍ୟନ୍ତ ଏହି ବୈଠକ ହୋଇପାରିନି । ଜିଏସଟି ଆକ୍ଟ ୨୦୧୭ ରେ ସଂଶୋଧନ ଉପରେ ଚର୍ଚା ଜାରି ରହିଛି ।

Image Courtesy: Google

ଜୁଲାଇରେ ଏତିକି ରହିଛି ଜିଏସଟିର କଲେକ୍ସନ

ଜୁଲାଇରେ ମିଶି ଜିଏସଟିର କଲେକ୍ସନ ୮୭,୪୨୨ କୋଟି ଟଙ୍କା । ଜୁନ ୨୦୨୦ ରେ ମିଶି ଜିଏସଟି କଲେକ୍ସନ ୯୦,୯୧୭ କୋଟି ଟଙ୍କା ଥିଲା । ଜୁଲାଇରେ ୮୭,୪୨୨ କୋଟି ଟଙ୍କାର ଜିଏସଟି କଲେକସନରେ ସେଣ୍ଟ୍ରାଲ ଜିଏସଟିରେ ୧୬,୧୪୭ କୋଟି ଟଙ୍କା, ସ୍ଟେଟ ଜିଏସଟି ରେ ୨୧,୪୧୮ କୋଟି ଟଙ୍କା ଓ ଜିଏସଟି ଉପରେ ୪୨,୫୯୨ କୋଟି ଟଙ୍କା ସାମିଲ ଅଛି । ମନ୍ତ୍ରାଳୟ କହିଛିକି ଜିଏସଟିରେ ୨୦,୩୨୪ କୋଟି ଆୟତ ଓ ୭,୨୬୫ କୋଟି ଟଙ୍କା ଟ୍ୟାକ୍ସର ଜରିଆରେ ପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *