ବର୍ତ୍ତମାନ ଚାଲିଛି 13 ପୁରୁଷ ଶାସନ, ବାବା ଖୋଲିଲେ ମାଳିକାର 13 ଅଙ୍କର ରହସ୍ୟ- Malika Bachana

ସୁ ଧର୍ମ ସବା ଯେଉଁ ନାମଟି ଅପ ଭ୍ରଂଶ ହୋଇଯାଇଛି ସ୍ଵ ଧର୍ମ ସବା ବସିବା ଯାଜନ ଉଗ୍ରଠାର । ସ୍ଵଧର୍ମର ଅର୍ଥ ହେଉଛି ଆମେ କେମିତି ବଞ୍ଚିବା, ସେଇ ଧର୍ମ ସଭା କେଉଁଠି ହେବ ଗୋଟିଏ ହେବ ପାର୍ଲିଆମେଣ୍ଟ ଗୋଟିଏ ହେବ ଓଡିଶା ରାଜ୍ୟ ସରକାର ବା ଅନ୍ୟ ଜିଲାର ସରକାର , ଏମାନଙ୍କ ଭିତରେ ଚାଲିବ ଆମେ ବଞ୍ଚିବାକୁ ହେଲେ କେମିତି ସଂଗ୍ରାମ କରିବା ।

ଏହା ହେଉଛି ସ୍ଵ ଧର୍ମ ସଭା । ଯାଜନଗ୍ରର ମାନେ ହେଉଛି ଜାଗ୍ରତ ହେବାର ନଗ୍ର । ଏବେ ପ୍ରତେକ ପ୍ରାଣୀ ଜାଗ୍ରତ ହୋଇଗଲେଣି କାରଣ ଆମେ ବଞ୍ଚିବା ପାଇଁ ଏବେ ସଂଗ୍ରାମ କରୁଛୁ । ତେଣୁ ଆମେ ଆଗରୁ ଜାଗ୍ରତ ହୋଇଯିବ ଦରକାର । ମହାପୁରୁଷଙ୍କ ଭାଷା ସବୁବେଳେ ଠିକ ଅଟେ ଲୋକ ମାନେ ବୁଝିବା ଭୁଲ କରୁଛନ୍ତି ।

ବୁଝିବା ଭୁଲକୁ ନେଇ ମଣିଷ ତର୍କ ବିତର୍କ କରି ଅପ ଭ୍ରଂଶ ଆଡକୁ ଗତି କରୁଛି । ଏହି ସବୁ ଜିନିଷକୁ ଦେଖିଲେ ଆମେ ଜାଣିବା କଳିଯୁଗ ଠାରୁ ତାର ଶେଷ କେବେ ହେଲା । ସାମନ୍ତ ଚନ୍ଦ୍ର ସେକର ପଞ୍ଜିକା ଦେଖିଲେ ଜାଣିପାରିବେ କଳି କେତେ ଭାଗ ଭୋଗ କରିବ ଆଉ କେତୋଟି କ୍ଷୟ ଜୀବ ।

ସେଥିରେ ଜାଣିବେ କଳିର ଶେଷ ହେଉଛି ଖ୍ରୀଷ୍ଟ ପୂର୍ବ ତିନିହାଜର ଖ୍ରୀଷ୍ଟ ପର ଦୁଇ ହଜାର । କୃଷ୍ଣ ଙ୍କର ଜନ୍ମ ହେଉଛି ପାଞ୍ଚ ହଜାର ସାହେ ତିରିଶି ବର୍ଷ ପୂର୍ବରୁ କୃଷ୍ଣ ଜନ୍ମ ହୋଇଥିଲେ ବା ଅବତାର ନେଇଥିଲେ ଗୋପ ପୁରରେ । ତାଙ୍କର ବୟସ ହିସାବ କାଲେ ବର୍ତମାନ ପାଞ୍ଚ ହଜାର ୩୭ ବର୍ଷ ତଳେ କୃଷ୍ଣ ଜନ୍ମ ହୋଇଥିଲେ । ତାପରେ କଳିଯୁଗ ଆସିଛି । ଏହି ସବୁ ସରିଗଲା ପରେ କଳିଯୁଗ ପ୍ରବେଶ ହୋଇଛି । କଳିଯୁଗ ଯେବେ ଆସିଲା ସେବେ ସମୟ କଣ ଥିଲା, କଳି ଭୋଗାଭୋଗ କରିବ ଚାରି ଲକ୍ଷ ୩୨ ହଜାର ବର୍ଷ ହେଉଛି କଳିର ଆୟୁଷ ।ସବୁ ଗୁଡା କାଟି ଯାଇ ମାତ୍ର ପାଞ୍ଚ ହଜାର ବର୍ଷ ଭୋଗ କରିବ ।

ଯଦି ଆମେ ହିସାବ କରିବା ଖ୍ରୀଷ୍ଟ ପୂର୍ବ ତିନିହାଜର ଖ୍ରୀଷ୍ଟ ପର ଦୁଇ ହଜାର ତା ମାନେ ଦୁଇହାଜର ମସିହା ଗଲାଣି ନା ତାମାନେ କଳି ସମାପ୍ତ । କଳି ଯାଇ ହେବ ସତ୍ୟ କେହି ନପାଇବେ ଅନ୍ତ, ଦୂ ହଜାର ମସିହାରୁ ୨୦୨୧ ମସିହା ୟା ଭିତରେ କଣ ହୋଇଛି ସମସ୍ତେ ଅନୁଭବ କରିଛନ୍ତି । ମାନବ କ୍ଷେତ୍ରରେ ହେଉବା ଦେବତା କ୍ଷେତ୍ରରେ ହେଉ ସବୁ କିଛି ବର୍ଣନା ହୋଇଛି । ଏବେ ତେର ପୁରୁଷ ଶାସନ ଚାଲିଛି ଆଉ ସବୁ କିଛି ବଦଳିଯିବ ଯାହା ଏହି ସମୟରେ ଆପଣ ଅନୁଭବ କରୁଥିବ ।

ତେର ଠାରୁ ପ୍ରାୟ ପ୍ରତେକ ଦେଶ ବଦଳି ଯାଇଛି । ୨୦୨୦ ବର୍ଷ ଆମକୁ ମହଶିକ୍ଷା ଦେଇଛି, ସେଇ ପର୍ଯ୍ୟନ୍ତ ମଣିଷର ଚେତନା ନଥିଲା ସମସ୍ତେ ଭାବୁଥିଲେ ଏମିତି ଚାଲିଛି ଚାଲିବ । ଏଇ ଯେଉଁ ରୋଗଟି ଆସିଛି ମହାପୁରୁଷ ଏହା ବିଷୟରେ ମଧ୍ୟ କହିଛନ୍ତି ଏହା ମାନବ ସମାଜର ଭଲ ପାଇଁ ଆସିଛି । କେମିତି ସମାଜ ଅସାଜିକରେ ଥିଲା, ଚୋରୀ ଡକାଯତି ବିଭିନ୍ନ ପ୍ରକାର ଅସମାଜିକ କାର୍ଯ୍ୟରେ ଲିପ୍ତ ହେଉଥିଲେ । ଏବେ ଯେଉଁ ବର୍ଷ ବନ୍ଦ ହୋଇଗଲା ଲୋକ ସବୁ ଶୃଙ୍ଖଳିତ ହୋଇଗଲେ ।

Leave a Reply

Your email address will not be published. Required fields are marked *