ସୋମବାର 28 ଜୁନ 2021- ଭୋଳାନାଥଙ୍କ କୃପାରୁ ଆଜି ଏହି 2ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆପଣଙ୍କ ଦେଖା କିଛି ଖାସ ଲୋକଙ୍କ ସହିତ ହୋଇପାରେ ଯାହା ଦ୍ଵାରା ବ୍ୟବସାୟରେ କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ । ମାନସିକତାକୁ ବଦଳାଇବାର ବହୁତ ଆବଶ୍ୟକତା ରହିଛି । ଅନ୍ଯଥା କୌଣସି ବିବାଦରେ ଫସି ପାରନ୍ତି । ଉନ୍ନତିରେ ବାଧା ମଧ୍ୟରେ କୌଣସି ଖୁସି ଖବର ଶୁଣିବେ । ଆପଣ ନିଜ ମୁଲ୍ଯବନ ଜିନିଷର ଧ୍ୟାନ ରଖନ୍ତୁ ।

ବୃଷ :- ଆଜିର ଦିନ ଅନ୍ୟର ଆବଶ୍ୟକତାକୁ ପୁରା କରିବା ପାଇଁ ଧ୍ୟାନ ଦେବା ଆବଶ୍ୟକ ରହିଛି । ବିଜନେସ କ୍ଷେତ୍ରରେ ବଡ ବଡ ଲୋକଙ୍କ ସହିତ ଦେଖା ହେବାରେ ସାହାର୍ଯ୍ୟ ମିଳିବ, ଆପଣ ନିଶ୍ଚିତ ରୂପରେ ସଫଳ ହେବେ । ଏବେ ଆସୁଥିବା ସୁଯୋଗ ଉପରେ ଧ୍ୟାନ ଦିଅନ୍ତୁ । ଶତ୍ରୁ ହବ୍ୟ ହେବାର ଚେଷ୍ଟା କରିବେ । ପୈତୃକ ସମ୍ପତି ମାମଲାରେ ଫସି ପାରନ୍ତି ।

ମିଥୁନ :- ଆପଣ ହେବାକୁ ଥିବା କାମ ଏହି ସପ୍ତାହରେ ବନିବ । ଆପଣଙ୍କ ସଦ ବ୍ୟବହାର ଦ୍ଵାରା ଆପଣଙ୍କର କିଛି ନୂଆ ମିତ୍ର ବନିବେ । କାର୍ଯ୍ୟ ସ୍ଥଳରେ ଯେଉଁ ଲୋକ ଆପଣଙ୍କୁ ପସନ୍ଦ କରୁନଥିଲେ ସେମାନେ ଆପନ୍ନକ କାର୍ଯ୍ୟର ତାରିଫ କରିବେ । କାର୍ଯ୍ୟ ପୂର୍ଣ କରିବା ପାଇଁ କାହାର ସାହାର୍ଯ୍ୟ ନେବାକୁ ହେବ । ବିନା ପଚାରିକି କାହାର ରାୟ ଦିଅନ୍ତୁ ନହିଁ ।

କର୍କଟ :- ଏହି ସପ୍ତାହରେ କିଛି ନୂଆ ଦାୟିତ୍ଵ ଆପନ୍ନକ ଉପରେ ଆସିପାରେ । ଯାହାକୁ ଖୁସି ଖୁସି ସ୍ଵୀକାର କରିବା ପାଇଁ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଲୋକଙ୍କ ପ୍ରୋଶ୍ଚାହନ ମିଳିବା ଦ୍ଵାରା ପାରିବାରିକ ସମ୍ପର୍କ ମଜଭୁତ ହେବ । ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିବ । ଶେୟର ବଜାରରେ ନିବେଶ ଦ୍ଵାରା ଲାଭ ଦାୟକ ହେବ । ମନରେ ଶାରୀରିକ ସୁସ୍ଥ ଓ ଖୁସି ରହିବ ।

ସିଂହ :- ଜୀବନସାଥି କାରଣରୁ ଆପଣ ଅନୁଭବ କରିବେକୀ ତାଙ୍କ ପାଇଁ ଦୁନିଆରେ ଆପଣ ସବୁଠୁ ମହତ୍ଵ ପୂର୍ଣ ଅଟନ୍ତି । କୌଣସି ଅଚିହ୍ନା ଲୋକ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । କାହାର ସଜେସନ ନେଇ ବଡ ନିବେଶ କରନ୍ତୁ । ସାଥି ଆପଣଙ୍କ ପୁରୁଣା ଇଛା ପୁରା କରିବେ । ଛାତ୍ର ପ୍ରତିଯୋଗୀ ପରୀକ୍ଷାରେ ସପହ ହୋଇପାରନ୍ତି ।

କନ୍ୟା :- ଏହି ସପ୍ତାହରେ କୌଣସି ଜରୁରୀ ପାର୍ଟନର ଶିପର ଦିଗରେ ପ୍ରଗତି ହେବାର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଉନ୍ନତି କିଛି ବାଧା ପରେ ମଧ୍ୟ ଅଟକିବ ନହିଁ । କୌଣସି ଦାୟିତ୍ଵ ଓ ଜରୁରୀ କାମକୁ ପୁରା କରିବାକୁ ପଡିପାରେ । ଆପଣଙ୍କୁ ଭାଗ୍ଯର ସାଥ ମିଳିବ । ଆପଣଙ୍କ ଯୋଜନା ସଫଳ ହେବ ।

ତୁଳା :- ଏହି ଦିନରେ କାର୍ଯ୍ୟ କ୍ଷେତ୍ରରେ ସାଥିଙ୍କର ପୁରା ସହଯୋଗ ମିଳିବ । ଛାତ୍ରଙ୍କୁ ସଫଳତା ପ୍ରାପ୍ତି ହେବ । ଚାକିରିରେ ଉଚ ଅଧିକାରୀଙ୍କ ସହଯୋଗ ମିଳିବ । ପରିଶ୍ରମ ବହୁତ କରିବେ କିନ୍ତୁ ସଫଳତାରେ ଆନନ୍ଦ ମିଳିବ । ପୁରୁଣା ରହିଯାଇଥିବା ଧନ ମିଳିବାର ସଙ୍କେତ ରହିଛି । ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି । ଶ୍ଵଶୁର ଘର ତରଫରୁ ପୂର୍ଣ ସହଯୋଗ ମିଳିବ ।

ବିଛା :- ବ୍ୟବସାୟରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରି ନିଅନ୍ତୁ । ଚାକିରି କରିଥିବା ଲୋକଙ୍କ ପାଇଁ ଟିକେ ସଂଯମତା ରଖିବାର ଆବଶ୍ୟକତା ରହିଛି । ପିତାଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ବିଦ୍ୟାର୍ଥୀ ପରିଣାମକୁ ନେଇ ଟିକେ ଚିନ୍ତିତ ରହିବେ । ଗେଷ୍ଟ ମାନଙ୍କର ଆଗମନ ହୋଇପାରେ ।

ଧନୁ :- ସନ୍ତାନ ପକ୍ଷରୁ କୌଣସି ଶୁଭ ସମାଚାର ମିଳିପାରେ । କୌଣସି ସମସ୍ୟାର ସମାଧାନ ଆପଣଙ୍କୁ ମିଳିବ । ଗୃହ ସମ୍ବନ୍ଧୀୟ ବସ୍ତୁର ପ୍ରାପ୍ତି କରିବାରେ କଠିନ ହୋଇପାରେ । ମାତା ପିତାଙ୍କ ଆଶୀର୍ବାଦ ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଭାଇ ମାନଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ ।

ମକର :- କାମ ଧନ୍ଦା ପାଇଁ ଦିନ ସାମାନ୍ଯ ରହିବ । ଆପଣ ଚାକିରି କରୁଛନ୍ତିତ ସମୟର ଧ୍ୟାନ ରଖନ୍ତୁ । କୌଣସି ସ୍ରୋତରୁ ଧନଲାଭ ହୋଇପାରେ ଆଉ ଆପଣଙ୍କ ଗରିବୀ ଦୂର ହୋଇପାରିବ । ଯଦି ଆପଣ ବଡ ବ୍ୟବସାୟରେ ପୁଞ୍ଜି ନିବେଶ କରୁଛନ୍ତି ହାନୀର ସମ୍ଭାବନା ରହିଛି । ଯଦି ଆପଣ ନିଜ କାମ ସମୟରେ ପୁରା କରି ପାରୁ ନାହାନ୍ତି ତେବେ ଚାକିରିରେ ଆପଣଙ୍କ ଛବି ଖରାପ ହୋଇପାରେ ।

କୁମ୍ଭ :- ତୁଳା ରାଶିର ଲୋକ ନିଜ ବାଣୀ ଉପରେ ନିୟତ୍ରଣ ରଖନ୍ତୁ, ନହେଲେ ବନୁ ଥିବା କାର୍ଯ୍ୟ ବିଗିଡି ଯାଇପାରେ । ସାଙ୍ଗ ମାନଙ୍କ ସହଯୋଗ ଦ୍ଵାରା କୌଣସି ବଡ ପ୍ରୋଜେକ୍ଟ ପୁରା କରିବେ । ପୁରୁଣା ଅଟକିଥିବା କାର୍ଯ୍ୟ କାମ ଶୀଘ୍ର ପୁରା କରିବେ । କୌଣସି ଶୁଭ ଖବର ଆପଣଙ୍କୁ ମିଳିବ ।

ମୀନ :- ସରକାରୀ ମାମଲାରେ ପ୍ରଗତି ହେବ । କାର୍ଯ୍ୟ ଯୋଜନା ପ୍ରତି ବିଚାର ବିମର୍ଶ ହେବ । ଆପନ୍ନକ ମନ ପୂଜା ପାଠରେ ଅଧିକ ଲାଗି ରହିବ । ସଞ୍ଚିତ ଧାନର ନିବେଶ ଅଧିକ ଲାଭ ପ୍ରଦ ରହିବ । ସନ୍ତାନ ସୁଖର ପ୍ରାପ୍ତି ସମ୍ଭବ ଅଟେ । କୌଣସି ପରିସ୍ତିତିରେ ଠିକ ନିର୍ନୟ ନେବେ । ପ୍ରେମଜୀବନ ପାଇଁ ଏହି ଦିନ ଟିକେ ମିଳାମିଶା ରହିବ । ବିବାଦରୁ ଦୂରରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *