ଦେଖନ୍ତୁ Video, ବିବାହର ଦୁଇ ମାସ ପରେ ଶାଶୁଘରେ କେମିତି ଚଳୁଛନ୍ତି Janklin

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ କଳାକାର ମାନ ରହିଛନ୍ତି । ଦର୍ଶକ ବନ୍ଧୁ ଆମ୍ଭ ମାନଙ୍କ ପସନ୍ଦ ଅନୁଯାୟୀ କଳାକାର ତଥା ଅଭିନେତା ଅଭିନେତ୍ରୀ ଙ୍କୁ ଟିଭି ପରଦା ରେ ଦେଖିବାକୁ ପସନ୍ଦ କରିଥାଉ । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରୀ ରେ କେତେକ ନାୟକ ନାୟିକା ଉଭୟଙ୍କୁ ଭଲପାଇ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ।

ବନ୍ଧୁଗଣ ଆମେ ସେହି କଳାକାର ଙ୍କ ମଧ୍ୟରୁ ଅଭିନେତ୍ରୀ “ଜାଙ୍କଲିନ” ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ବନ୍ଧୁଗଣ ରଜକ୍ୱୀନ ରୁ ୱିନର ହୋଇ ଜାଙ୍କଲିନ ଓଡିଆ ଧାରାବାହିକ ରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହାପରେ ସେ ସିରିୟଲ ମାଧ୍ୟମରୁ ଅରବିନ୍ଦ ଙ୍କୁ ଭଲ ପାଇଥିଲେ । ଅରବିନ୍ଦ ମଧ୍ୟ ଜାଙ୍କଲିନ ଙ୍କୁ ବହୁତ ପସନ୍ଦ କରିଥିଲେ । ଏହାପରେ ଉଭୟ ଘର ଲୋକଙ୍କୁ ଜଣାଇଲେ । ପରିବାର ଲୋକଙ୍କ ଅନୁମତି ଅନୁଯାୟୀ ନିକଟରେ ଜାଙ୍କଲିନ ଏବଂ ଅରବିନ୍ଦ ଙ୍କ ବିବାହ କରିଲେ ।

ବନ୍ଧୁଗଣ ବର୍ତ୍ତମାନ ଜାଙ୍କଲିନ ନିଜ ଶାଶୁଘରେ ରହୁଛନ୍ତି । ଶାଶୁଘରେ ଶାଶୁ, ଶଶୁର, ଦିଅର ଏବଂ ନିଜ ସ୍ଵାମୀ ଙ୍କ ସହିତ ହସଖୁସି ରେ ଜୀବନ ଜାପନ କରୁଛନ୍ତି । ନିକଟରେ ଜାଙ୍କଲିନ ନିଜ ଶଶୁର ଙ୍କର ଜନ୍ମଦିନ କୁ ବେଶ ଧୂମ ଧାମରେ ପାଳନ କରିଥିଲେ । ବନ୍ଧୁଗଣ ଜାଙ୍କଲିନ ନିଜ ଶଶୁର ଙ୍କ ନିମନ୍ତେ ସରପ୍ରାଇଜ ପ୍ଳାନ ରଖିଥିଲେ । ହଟାତ ଆୟୋଜନ ଦେଖି ସେ ମଧ୍ୟ ଖୁସି ହୋଇଯାଇଥିଲେ ।

ବନ୍ଧୁଗଣ ସିରିୟଲ ରେ ନିଜର ଉତ୍ତମ ଅଭିନୟ ର ପ୍ରଦର୍ଶଣ କରି ସବୁ ଦର୍ଶକଙ୍କ ମନରେ ଜାଗା କରି ରହିଛନ୍ତି । ବନ୍ଧୁଗଣ ବିବାହ ଏକ ଏଭଳି ବନ୍ଧନ ଯାହା ଦୁଇଟି ମଣିଷ ଙ୍କୁ ଜନ୍ମା ଜନ୍ମାନ୍ତର ମଧ୍ୟକୁ ବାନ୍ଧିଥାଏ । ଏହି ସମ୍ପର୍କ ସତରେ ବହୁତ ନିଆରା ଅଟେ ।

ବନ୍ଧୁଗଣ ଜାଙ୍କଲିନ ଜଣେ ଆଧୁନିକ ଦୁନିଆର ଅଭିନେତ୍ରୀ ହେଲେ ମଧ୍ୟ ଜଣେ ବୋଧୂ କୁ ଯେଉଁଭଳି ଭାବରେ ନିଜ ଶାଶୁ ଶଶୁର ଙ୍କ ସେବା ସହିତ ସେମାନଙ୍କ ଯତ୍ନ ନେବା କଥା ସେ ଠିକ ସେହିଭଳି ନିଜ ଶାଶୁଘରର ସମସ୍ତ ପରିବାର ସଦସ୍ୟ ମାନଙ୍କର ଯତ୍ନ ନେଉଛନ୍ତି ।

ନିକଟରେ ତାଙ୍କ ନଣନ୍ଦ ଙ୍କ ପୁଅ ମଧ୍ୟ ଜଙ୍କଲିନ ଙ୍କ ଶାଶୁ ଘରକୁ ବୁଲିବାକୁ ଆସିଥିଲା । ଛୋଟ ପିଲାଙ୍କୁ ନିଜ ଗହଣରେ ପାଇ ଜାଙ୍କଲିନ ବହୁତ ଖୁସି ହେଲେ । ତାଙ୍କ ସହିତ ଖେଳୁଥିବାର ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଛାଡିଛନ୍ତି । ବନ୍ଧୁଗଣ ଚଳିତବର୍ଷ କୋରୋନା ମହାମାରୀ ଏଭଳି ଭାବରେ ନିଜର ପ୍ରୋକୋପ ବିସ୍ତାର କରିବାରେ ଲାଗିଛି ତାହା ସମସ୍ତଙ୍କ ନିମନ୍ତେ ଚିନ୍ତା ର ବିଷୟ ପାଲଟି ଯାଇଛି ।

ବର୍ତ୍ତମାନ ସୁଦ୍ଧା ଏହା କେତେ ଲୋକଙ୍କ ଜୀବନ ନେଲାଣି ତାହାର ଆଙ୍କଳନ ଲଗାଇବା କଷ୍ଟକର । ଏହି ସ୍ଥିତି କାରଣରୁ ବିଭିନ୍ନ କ୍ଷେତ୍ର ବର୍ତ୍ତମାନ ସରକାରଙ୍କ ଲକଡାଉନ ନିୟମ ଅନୁଯାୟୀ ବନ୍ଧ ରହିଅଛି । ମାତ୍ର ସ୍ଥିତି ସୁଧୁରିବା ପରେ ଆପଣଙ୍କ ମନପସନ୍ଦ କଳାକାର ମାନଙ୍କୁ ଆପଣ ମାନେ ପୁନ୍ନର୍ବାର ଟିଭି ପରଦା ସମୁଖରେ ଦେଖି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *