ଗୁରୁବାର ଦିନ ତୁଳସୀରେ ଚଢାନତୁ ଏହି 3ଟି ଜିନିଷ, ଟାଣି ହୋଇ ଆସିବେ ମା’ ଲକ୍ଷ୍ମୀ- Gurubar Mahaupaya

ଆମେ ଜାଣିଛେ କି ଭଗବାନ ଙ୍କୁ ଆମେ ସକାଳୁ ଉଠିଲେ ନିଶ୍ଚିତ ଭାବେ ଧ୍ୟାନ କରିଥାଉ । କିନ୍ତୁ ଦେଖିବା ପାଇ ଗଲେ ଆମେ ବେଳେ ବେଳେ କିଛି ଭୁଲ କରି ଦେଇ ଥାଉ । ଜେଭଳିକି କିଛି ଲୋକମାନେ ନ ଜାଣିକି କିଛି ଭି ପୂଜା କରି ଥାନ୍ତି ।

ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ କି ଆପଣ କିଭଳି ଭାବେ ମା ତୁଳଷୀ ଙ୍କର ପୂଜା କରିବା ଦ୍ଵାରା ଲାଭ ବାନ ହୋଇ ପାରିବେ । ଆପଣମାନେ ଅନେକ ଲୋକଙ୍କ ଘରେ ଦେଖିଥିହବେ କି ସେମାନେ ନିଜ ତୁଳଷୀ ଗଛ କୁ ସଠିକ ଭାବେ ଯତ୍ନ କରି ନଥାନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ତୁଳଷୀ ଗଛ କୁ ଧାର୍ମିକ ମତରେ ଅଧିକ ମାନ୍ୟତା ମିଳିଛି । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବାକି ଏହାକୁ ବିଜ୍ଞାନ ମତରେ ମଧ୍ୟ ଏକ ଉପକାରୀ ଗଛ ବୋଲି କୁହା ଯାଇଛି ।

ଯଦି ଆପଣ ଚାହାଁନ୍ତି କି ଆପଣଙ୍କ ସମଶ୍ୟା ଦୂର ହୋଇ ଯାଉ ତେବେ ଆପଣ ନିଶ୍ଚିତ ଭାବେ ତୁଳଷୀ ଗଛକୁ ନିଜ ଘର ଅଗଣାରେ ରଖନ୍ତୁ । ଏହାକୁ ସେହି ଯତ୍ନ ଓ ପୂଜା କରନ୍ତୁ ଜେଭଳି ଭାବେ ଆମେ ପୂଜା ଘରେ ମା ଲକ୍ଷ୍ମୀ ଙ୍କର ପୂଜା କରୁଛୁ । ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଅଟେ ଏହି ଗଛ । ଏହାର ପତ୍ର ଯଦି ଆପଣ ସବୁ ଦିନ ଜଗନ୍ନାଥ ଙ୍କୁ ଦେବେ ସେ ଖୁବ ଖୁଶି ହେବେ । ତେବେ ଏହାକୁ କିଭଳି ରଖିବେ ଆସନ୍ତୁ ଜଣାଇବା ।

ତୁଳଷୀ ଗଛ ପାଖରେ ଆପଣ ଜୋତା କିମ୍ବା ଚପଲ ରଖିବେ ନି । ଏହା ଦ୍ଵାରା ଅପମାନ ହୋଇଥାଏ ଭଗବାନ ବିଷ୍ଣୁ ଓ ମା ତୁଳଷୀ ଙ୍କର । ଆପଣ ଏହାର ଆଖ ପାଖକୁ ସବୁ ବେଳେ ସଫା ରଖିବେ । ଏହାର ମୂଳରେ ଯଦି ଅନ୍ୟ କିଛି ଗଛ ଉଠି ଥାଏ ତେବେ ଆପଣ ଏହାକୁ ନେଇକି ଅଲଗା ଜାଗାରେ ଲାଗାଇ ଦେବେ ତୁଳଷୀ ମୂଳରୁ ଉଠେଇକି । ଏହା ସହ ଆପଣ ପୂଜା କରିବା ସମୟରେ ତୁଳଷୀ ଗଛ ରେ ଏକ ନାଲି ରଙ୍ଗର ଚୂନରୀ ବାନ୍ଧି ଦେବେ ।

ଯଦି ଆପଣଙ୍କୁ କେବେ ଲାଗୁଛି କି ଏହା ଫିକା ହୋଇ ଯାଇଛି କିମ୍ବା ଚିରି ଯାଇଛି ତେବେ ଆପଣ ଏହାକୁ ବଦଳାଇ ପାରିବେ ଓ ଅନ୍ୟ ଏକ ଚୂନରୀ ଆଣିକି ଲଗାଇ ପାରିବେ । ଏହା ସହ ଆପଣ ସବୁ ଦିନ ତୁଳଷୀ ଗଛ ମୁଳରେ ପୂଜା କରିବା ଆଗରୁ ହେଉ କିମ୍ବା ପୂଜା କରିବା ପରେ ହେଉ ଜଳ ଚଢେଇବେ । ଏଭଳି କରିବା ଦ୍ଵାରା ଆପଣ ଦେଖିବେ ଆପଣଙ୍କ ଘରକୁ ଆସୁଥିବା ଅସାନ୍ତି ଦୂର ହୋଇଯିବ ।

କେବଳ ସେତିକି ନୁହେଁ ଆପଣ ଯଦି ଚାହିଁବେ ତ କିଛି କ୍ଷୀର ମାନେ କଞ୍ଚା କ୍ଷୀର ଯାହା ଚୂଲିରେ ଫୁଟା ହୋଇ ନଥିବ ସେହି କ୍ଷୀର କୁ ନେବେ ଯେଉଁ ମାନଙ୍କ ପାଖେ ଏହା ନାହି ସେମାନେ ପ୍ଯାକେଟ କ୍ଷୀର ମଧ୍ୟ ବ୍ୟବହାର କରି ପାରିବେ । ଅଧିକ ନୁହେଁ ଦୁଇ ଚାମଚ ଭଳି ନେଇ ସଙ୍କରାନ୍ତି ରେ ତୁଳସୀ ମୂଳରେ ଦିଅନ୍ତୁ ଦେଖିବେ ଭଲ ପରିଣାମ ପାଇବେ । କେବଳ ସେତିକି ନୁହେଁ ଆପଣ ସନ୍ଧ୍ୟା ବେଳେ ଏହା ମୂଳରେ ଯଦି ହୋଇ ପାରୁଛି ଗୁଆ ଘିଅର ଦୀପ ଦିଅନ୍ତୁ କିମ୍ବା ତେଲର ଦୀପ ଜାଲି ପାରିବେ । ଏହା ଦ୍ଵାରା ଘରେ ଶାନ୍ତି ବଜାୟ ରହିବ ।

Leave a Reply

Your email address will not be published. Required fields are marked *