ସାପ ଏମିତି ଜାଗାରେ କାମୁଡିଲା କି, ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ମଣିଷ ସହ ପଶୁ ମାନଙ୍କର ଏକ ସମ୍ପର୍କ ଅଛି । ଏହା ଏବେ ର ଘଟଣା ନୁହେଁ ଏହା ହେଉଛି କାହି ପୁରାତନ ଘଟଣା । ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି । ଅନେକ ସମୟରେ ସକାଳୁ ଆମେ ନିଜ ମଳ ତ୍ୟାଗ ପାଇଁ ଯାଇ ଥାଉ । କିନ୍ତୁ ଯଦି ହଠାତ ସେହି ସମୟରେ ଆପଣଙ୍କୁ କିଛି କାମୁଡିଲା ଭଳି ଲାଗେ ତ ଆପଣ କଣ କରିବେ ।

ସେହି ଭଳି ଦେଖିବା ପାଇଁ ଗଲେ ଆପଣ ଜାଣି ପାରିବେ କି ଏବେ ବର୍ଷା ଦିନରେ ପ୍ରାୟ ସବୁ ଆଡେ ମାଟି ସନ୍ତସନ୍ତିଆ ଥାଏ । ଓ ଭାରତ ରେ ଗ୍ରାମାଞ୍ଚଳ ଓ ସାହାରା ଅଞ୍ଚଳ ମାନଙ୍କରେ କିଛି ସାପ ଟଏଲେଟ ଭିତରେ ଥାନ୍ତି । ସେମାନାଙ୍କୁ ଏହି ଜାଗା ଏତେ ଭଲ ଲାଗେ କି ସେମାନେ ସେହି ଜାଗାରୁ ବାହାରନ୍ତି ନି । ଏହି ଘଟଣା ପ୍ରାୟ ସବୁ ଜାଗାରେ ହୋଇ ଥାଏ । ବିଶେଷ କରି ଭାରତରେ ଥିବା ଲୋକମାନଙ୍କ ସହ ଓ ଏହା ହେବାର କାରଣ ହେଉଛି କି ପାଖ ଆଖରେ ଥିବା ବିଭିନ୍ନ ପ୍ରକାର ଗଛ ଲଟା କିମ୍ବା ଜଙ୍ଗଲ ଭଳି ପରିବେଶ ।

ଆଉ ମଧ୍ୟ କିଛି ଘଟଣା ଅଛି କିଛି ପଶୁ ମାନଙ୍କ ସହ ଅମଣିଷ ମାନଙ୍କର ଏନଙ୍କାଉଣ୍ଟର ହୋଇଥାଏ କହିବାର ଅର୍ଥ କି ଅନେକ ସମୟରେ ପଶୁ ମାନେ ହଠାତ ଆକ୍ରମଣ କରି ଦେଇ ଥାନ୍ତି ମଣିଷ ମାନଙ୍କ ଉପରେ । କେବଳ ଏତିକି ନୁହେଁ ଜେଭଳି ମଣିଷ ନିଜର ଏକ ସଉକ ରାଖୀ ଥାଏ ସେହି ଭଳି କିଛି ପଶୁ ମାନେ ମଧ୍ୟ କିଛି ସଉକ ରଖିଥାନ୍ତି ଜେଭଳିକି କୁକୁର କୁ ତାର ରେ ଚାଲିବ ଅସଉକ ସେ ବି ଲାଇନ ତାର ଜାହା ମାତିରୁ ଖୁବ ଉପରେ ଥାଏ ଓ ହାଇ ଭୋଲ୍ତେଗ ରେ ମଧ୍ୟ ।

ଯଦି ଏହା କାଉ କିମ୍ବା ପାରା ହୋଇ ଥାନ୍ତା କଥା ବିଉଝି ହେଉଛି କିନ୍ତୁ କୁକୁର କିଭଳି ଏମିତି କରିବ ଭାବି ଦେଖନ୍ତୁତ । ଆପଣମାନେ ଜାଣି ଥିବେ କି ମଣିଷ ନିଜ ପେଟ ପୋଷିବା ପାଇ ଅନେକ ଥର ଚୋରୀ କରିଥାଏ । କିନ୍ତୁ ଏହି ଭଳି କିଛି ଘଟଣା ପଶୁ ମାନେ କରନ୍ତି ତ ଆଶ୍ଚର୍ଯ୍ୟ ଲାଗି ଥାଏ ।

ଆପଣ ମାନେ ଅନେକ ଥର ମାଙ୍କଡ କୁ ଅନେକ ଜିନିଷ ଚୋରୀ କରିବାର ଦେଖିଥିବେ ଯଦି ହାତୀ ଏଭଳି କିଛି କରେ ଟ କଣ କହିବା ହାତିକୁ ସେହି ବାଟରେ ଯାଉଥିବା ସବୁ ଲୋକ କିଛି ନା କିଛି ଖାଇବା ପାଇଁ ଦେଇ ଦେଇ ଥାନ୍ତି କିନ୍ତୁ ହାତୀ ଏଥର କିଛି ଅଲଗା କରିଛି ।

ସେ ଆସୁଥିବା ଗାଡିକୁ ଅଟକାଇଲା ଓ ସେଥିରେ ଥିବା କଦଳୀ କୁ ନେବା ପାଇଁ ଚେଷ୍ଟା କଲା । ଡ୍ରାଇଭର ମଧ୍ୟ କିଛି ନ କହି ତାକୁ ସିଧା ସଳଖ ଭାବେ ଖାଇବା ପାଇଁ ଦେଇ ଦେଲା । ଆପଣ ମାନେ ଖେଳ ତ ଦେଖୁଥିବେ ଫୁଟବଲ ଖେଳରେ ଯଦି ଭୁଲ ହୁଏ ତାହେଲେ ଖେଳାଳି କୁ ୟେଲୋ କାର୍ଡ ମିଳେ ।

ସେହି ଭଳି ଏକ ବ୍ରାଜିଲ ର ଖେଳାଳି କାକା ଙ୍କୁ ୟେଲୋ କାର୍ଡ ଦେଖାଇଥିଲେ ରେଫରି କିନ୍ତୁ କହିବା ପାଇଁ ଗଲେ ଏଥିରେ ତାଙ୍କର କିଛି ଭୁଲ ନଥିଲା । ସେ ତାଙ୍କର ଏତେ ବଡ ଫ୍ୟାନ ଥିଲେ କି ତାଙ୍କୁ ଅଟକାଇ ବା ପାଇଁ ୟେଲୋ କାର୍ଡ ଦେଖାଇଥିଲେ ଯେମିତି ସେ ଅଟକିଲେ ସେ ଫୋନ କାଢିକି ସେଲଫି ନେଇଥିଲେ ।

Leave a Reply

Your email address will not be published. Required fields are marked *