ଟ୍ରାନ୍ସପାରେଣ୍ଟ ଡ୍ରେସ ପିନ୍ଧି ଲାଜ୍ୟା ର ସବୁ ସୀମା ଟପିଗଲେ Bollywood ଆକ୍ଟ୍ରେସ Parineeti Chopra, ଦେଖେଇ ଦେଲେ ନିଜର ସବୁ କିଛି

ବନ୍ଧୁଗଣ, Bollywood ର ପ୍ରସିଦ୍ଧ ଅଭିନେତ୍ରୀ “ପରୀନୀତି ଚୋପ୍ରା” ଙ୍କୁ ଆପଣ ନିଶ୍ଚିନ୍ତ ଟିଭି ପରଦାରେ ଦେଖିଥିବେ । ସେ ନିଜର ଅନ୍ଦାଜ ଏବଂ ଷ୍ଟାଇଲିସ ଲୁକ କାରଣରୁ ବହୁତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପରିଣିତି ଅଧିକାଂଶ ସମୟରେ ନୂଆ ନୂଆ ଷ୍ଟାଇଲିସ ଲୁକ ରେ ନଜର ଆସିଥାନ୍ତି ।

ତାଙ୍କର ସମସ୍ତ ଷ୍ଟାଇଲ ସବୁଠାରୁ ଅଲଗା ଏବଂ ରୋମାଞ୍ଚକ ହୋଇଥାଏ । ଦର୍ଶକ ଙ୍କୁ ମଧ୍ୟ ତାଙ୍କର ସମସ୍ତ ଷ୍ଟାଇଲ ବହୁତ ପସଦ ଆସିଥାଏ । ପରିଣିତି ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ଆକ୍ଟିଭ ରହିଥାନ୍ତି । ଏହାଛଡା ସମୟ ସମୟ ରେ ନିଜର ସୁନ୍ଦର ତଥା ଷ୍ଟାଇଲିସ ଫଟୋ ତଥା ଭି-ଡି-ଓ ସେୟାର କରିବାର ନଜରକୁ ଆସିଥାନ୍ତି । ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କ ଫଟୋଚିତ୍ର କୁ ବହୁଳ ଭାବରେ ପସନ୍ଦ କରିଥାନ୍ତି ।

ପରିଣିତି ଚୋପ୍ରା ଜଣେ ଭାରତୀୟ ଅଭିନେତ୍ରୀ ଅଟନ୍ତି । ସେ ଅଧିକାଂଶ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରୁଥିବାର ନଜର ଆସିଛନ୍ତି । ତାଙ୍କ ଅଭିନୟକୁ ଲକ୍ଷାଧିକ ଦର୍ଶକ ପସନ୍ଦ ମଧ୍ୟ କରିଆସୁଛନ୍ତି । ଲୋକପ୍ରିୟ ଅଭିନେତ୍ରୀ ହୋଇଥିବାରୁ ଲୋକେ ତାଙ୍କୁ ସ୍ନେହରେ ପରି ମଧ୍ୟ ଡାକିଥାନ୍ତି । ସେ ନିଜର କ୍ୟାରିୟର ଇଂଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ରେ ବନାଇବାକୁ ଚାହୁଁଥିଲେ ।

ମାତ୍ର ବିଦେଶ ରୁ ଶିକ୍ଷା ଗ୍ରହଣ କରି ଭାରତ କୁ ଫେରିବା ପରେ ସେ ୟଶରାଜ ଫିଲ୍ମ ରେ କାମ କରିବା ଆରମ୍ଭ କରିଦେଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ରେ ହିଁ ସର୍ବଶ୍ରେଷ୍ଠ ନବୋଧତ ଅଭିନେତ୍ରୀ ଭାବରେ ଫିଲ୍ମ ଫେୟାର ପୁରଷ୍କାର ମଧ୍ୟ ମିଳିଥିଲା । “ପରିଣିତି ଚୋପ୍ରା” ଙ୍କର ଜନ୍ମ ଅମ୍ବାଲା ହରିୟାନା ର ପଞ୍ଜାବୀ ପରିବାର ରେ ହୋଇଥିଲା । ତାଙ୍କ ପିତା ଙ୍କ ନାମ “ପବନ ଚୋପ୍ରା” ଏବଂ ମାତା ଙ୍କ ନାମ “ରୀନା ଚୋପ୍ରା” ଅଟେ ।

ତାଙ୍କର ୨ ଟି ଭାଇ ମଧ୍ୟ ଅଛନ୍ତି । ଯାହାଙ୍କ ନାମ ଶିବାଙ୍ଗ ଏବଂ ସ୍ଵରାଜ ଅଟେ । ଅଭିନେତ୍ରୀ “ପ୍ରିୟାଙ୍କା ଚୋପ୍ରା” ଏବଂ “ମୀରା ଚୋପ୍ରା” ତାଙ୍କ କଜନ୍ସ ଅଟନ୍ତି । ପରିଣିତି ୧୭ ବର୍ଷ ବୟସରେ ଲଣ୍ଡନ କୁ ଚାଲି ଯାଇଥିଲେ । ସେଠାରେ ସେ ଡିଗ୍ରୀ ପାସ କଲେ । ପରିଣିତି ୨୦୧୧ ମସିହାରେ ବଲିଉଡ ରେ ନିଜର ଅଭିନୟ କ୍ୟାରିୟର ର ଆରମ୍ଭ କରିଥିଲେ । ତାଙ୍କ ଫିଲ୍ମୀ କ୍ୟାରିୟର ର ଶୁଭାରମ୍ଭ ସହାୟକ ଅଭିନେତ୍ରୀ ଭାବରେ ହୋଇଥିଲା । ମାତ୍ର ତାଙ୍କ କାମ ର ବହୁତ ପ୍ରଶଂସା ହୋଇଥିଲା । ପରିଣିତି ଚୋପ୍ରା ହିନ୍ଦୀ ଚଳଚ୍ଚିତ୍ର ଇସ୍କ ଜାଦେ ରେ ଅଭିନୟ କରି ବହୁତ ପ୍ରଶଂସା ହାସଲ କରିଛନ୍ତି ।

ଏହା ତାଙ୍କର ୨ ୟ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ର ଟି ସଫଳ ମଧ୍ୟ ହୋଇଥିଲା । ଏହାପରେ ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର ରେ ଅଭିନୟ କରି ପରିଣିତି ସଫଳତାର ପାହାଚ ଅତିକ୍ରମ କରିଚାଲିଲେ । ମାତ୍ର ଗୋଟିଏ ଇଭେଣ୍ଟ ରେ ପରିଣିତି ଚୋପ୍ରା ଏଭଳି ଏକ ଡ୍ରେସ ପିନ୍ଧି ଆସିଥିଲେ ଯେ, ଦର୍ଶକ ଙ୍କ ସହିତ ମି-ଡି-ଆ ଙ୍କ ନଜର କେବଳ ପରିଣିତି ଙ୍କ ଉପରେ ସ୍ଥଗିତ ଥିଲା । ଏହି ଇଭେଣ୍ଟ ରେ ସେ ଏଭଳି ଡ୍ରେସ ପିନ୍ଧି ଥିଲେ ଯେ, ତାଙ୍କ ଶରୀରର ସମସ୍ତ ଅଙ୍ଗ ଦେଖାଯାଉଥିଲା । ବନ୍ଧୁଗଣ ଏହି ବିବରଣୀ ବାବଦରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *