ସ୍ତ୍ରୀଙ୍କର ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆରେ ଆକୁଳ ନିବେଦନ ପରେ Babi Mishra Live ଆସି କହିଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ, କୋରୋନା ସଂକ୍ରମଣ ରେ ଆକ୍ରାନ୍ତ ହୋଇଥିବା ଭୁବନେଶ୍ଵରର “ଅଭିଷେକ ମହାପାତ୍ର” ଙ୍କ ଚିକିତ୍ସାରେ ବର୍ତ୍ତମାନ ଅର୍ଥ ଏବେ ବାଧା ସାଜିଛି । କୋରୋନା ରେ ଗୁରୁତ୍ଵର ଭାବରେ ଆକ୍ରାନ୍ତ ହୋଇ ଚିକିତ୍ସା କରିବା ନିମନ୍ତେ ଏବେ ଆବଶ୍ୟକ ଅର୍ଥ । ବନ୍ଧୁଗଣ ଅଭିଷେକ ଙ୍କୁ ଏୟାରଲିଫ୍ଟ କରିବା ନିମନ୍ତେ ଅର୍ଥ ନଥିବା ବେଳେ ତାଙ୍କୁ ସଡକପଥ ମାଧ୍ୟମରେ

ଭୁବନେଶ୍ଵର ରୁ କୋଲକତା ନେବା ନିମନ୍ତେ ଯୋଜନା କରିଛନ୍ତି ପରିବାର ବର୍ଗ । ବନ୍ଧୁଗଣ ଏଟ୍ମୋସିଷ୍ଟମ ଦେଇ ଅଭିଷେକ ଙ୍କୁ କୋଲକତା ନିଆଯିବ । ଅଭିଷେକ ଙ୍କ ଚିକିତ୍ସ୍ୟା ନିମନ୍ତେ କୋଟିଏ ରୁ ଅଧିକ ଅର୍ଥ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି । ବନ୍ଧୁଗଣ ଅତ୍ୟଧିକ ଧନରାଶି ଆବଶ୍ୟକ ହେଉଥିବା ସମୟରେ, ଜନତାଙ୍କୁ ସହାୟତା ମାଗିଛନ୍ତି ଅଭିଷେକ ଙ୍କ ପରିବାର ଲୋକେ ।

ବନ୍ଧୁଗଣ ଏହା ସହିତ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା “ବବି ମିଶ୍ର” ଅଭିଷେକ ଙ୍କୁ ସହାୟତା ପାଇଁ ଅପିଲ କରିଛନ୍ତି । ବନ୍ଧୁଗଣ ଯେଉଁ ମାନେ ଅଭିଷେକ ଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନେ “ମିଲାପ ଫଣ୍ଡରେଜର୍ସ” ଜରିଆରେ ସହାୟତା କରିପାରିବେ । ଏଥିପାଇଁ MILAAP.ORC/FUNDRAISERS/SUPPORT-ABHISHEK-MOHAPATRA ଯାଇ ସହାୟତା କରିପାରିବେ ।

ଏହା ବ୍ୟତୀତ ୯୫୮୩୫୯୬୮୮୬ ଏହି ନମ୍ବର ଜରିଆରେ ଗୁଗୁଲ ପେ ଅଥବା ଫୋନ ପେ କରିହବ । ବନ୍ଧୁଗଣ “ଅଭିଷେକ ମହାପାତ୍ର” ଙ୍କ ପତ୍ନୀ ସୋସିଆଲ ମିଡିଆରେ ଏକ ଭିଡିଓ କରି କହିଛନ୍ତି ଯେ,- ବନ୍ଧୁଗଣ ଆପଣ ମାନେ ମୋତେ ବହୁଳ ଭାବରେ ସହାୟତା କରିଛନ୍ତି । ମାତ୍ର ତଥାପି ମୋ ପାଖରେ ସେତିକି ଧନରାଶି ହୋଇପାରୁନାହିଁ ଯାହା ଫଳରେ ମୁଁ ମୋ ସ୍ଵାମୀଙ୍କ ଚିକିତ୍ସ୍ୟା କରାଇପାରିବି । ବନ୍ଧୁଗଣ ମୁଁ ମୋ ସ୍ଵାମିଙ୍କୁ ଏୟାର ଆମ୍ବୁଲାନ୍ସ ରେ ନେଇପାରିବି ନାହି ମାତ୍ର ସେ ବାଇ ରୋଡକାଲି ଆମ୍ବୁଲାନ୍ସ ମାଧ୍ୟାମରେ କୋଲକାତା ଚିକିତ୍ସ୍ୟା ନିମନ୍ତେ ଯିବେ ।

ସେ ଆହୁରି ମଧ୍ୟ ମର୍ମାହାତ ର ଭାଙ୍ଗିଯାଇ କହିଛନ୍ତି ଦୟାକରି ଭାଇ ଭଉଣୀ ମାନେ ଆପଣ ମାନେ ଏହାକୁ ସେୟାର କରନ୍ତୁ ଏବଂ ମୋତେ ସାହାର୍ଯ୍ୟ କରନ୍ତୁ । ଅଭିଷେକ ଙ୍କ ପତ୍ନୀ କହିଛନ୍ତି ଆମ୍ଭ ପରିବାର ମାଧ୍ୟାମ ଧରଣର ହୋଇଥିବାରୁ ଆମ୍ଭ ପାଖରେ ଏତେ ମାତ୍ରାରେ ଧନରାଶି ନାହିଁ, ଯାହା ଦ୍ଵାରା ମୋ ସ୍ଵାମୀ ଙ୍କ ଚିକିତ୍ସ୍ୟା ହୋଇପାରିବ । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଅଭିନେତା ବବିମିଶ୍ର ମିଡିଆ ମାଧ୍ୟମରେ କହିଛନ୍ତି ଯେ, ଅଭିଷେକ କୋରୋନା ରେ ପୀଡିତ ହୋଇ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସ୍ୟା ହେଉଛନ୍ତି ।

ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥାରେ ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଏୟାରଲିଫ୍ଟ କରିବା ନିହାତି ଆବଶ୍ୟକ । କାରଣ ତାଙ୍କର ଏଟ୍ମୋଟ୍ରିଟମେଣ୍ଟ ହେଲେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ପାରିବେ । ଏଥିପାଇଁ ସମୁଦାୟ ୧ କରୋଡ ଧନରାଶି ଆବଶ୍ୟକ । ଏଣୁ ଆପଣଙ୍କୁ ବିନୀତ ଆବଶ୍ୟକ ଯେ, ଆପଣ ଅଧିକ ରୁ ଅଧିକ ସହାୟତା କରିଲେ ଅଭିଷେକ ଙ୍କ ବହୁଳ ମାତ୍ରାରେ ସ୍ୱାସ୍ଥ୍ୟ ଅବସ୍ଥା ରେ ପରିବର୍ତ୍ତନ ହୋଇ ସେ ପୁନର୍ବାର ନିଜ ପରିବାର ତଥା ଆମ୍ଭ ମାନଙ୍କ ଗହଣରେ ସୁସ୍ଥ ରୂପେ ଉପସ୍ଥିତ ହୋଇ ପାରିବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭ ମାନଙ୍କୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *