ଯଦି ଗୁରୁବାର କରୁଛନ୍ତି ଏହି ସବୁ ଜିନିଷ, ତେବେ ହୋଇଯିବେ ଲକ୍ଷ୍ମୀଛଡା, ଆଜି ଠୁ ହୋଇଯାଆନ୍ତୁ ସତର୍କ

ପୁରୁଷ ଓ ନାରୀ ମାନେ ଗୁରୁବାର ଦିନ ଏଭଳି କିଛି କାମ କରନ୍ତୁ ନାହିଁ ଯାହା ଦ୍ୱାରା ଆପଣ ମାନେ ଲକ୍ଷ୍ମୀ ଛଡ଼ା ହୋଇଯିବେ । ଗୁରୁବାରେ ନାରୀ ମାନେ ଆମିଷ ଭୋଜନ କରିବେ ନାହିଁ , ଆମିଷ ଭୋଜନ କରିବା ଦ୍ୱାରା ଆପଣ ଲକ୍ଷ୍ମୀ ଛଡା ହୋଇଯିବେ । ଯଦି ଆପଣ ଗୁରୁବାର ଦିନ ପଖାଳ ଖାଉଛନ୍ତି ତେବେ ମଧ୍ୟ ଆପଣ ଲକ୍ଷ୍ମୀ ଛଡ଼ା ହୋଇଯିବେ ।

ଗୁରୁବାର ଦିନ ଆମିଷ ଓ ପଖାଳ ଭୋଜନ କରିବେ ନାହିଁ । ଗୁରୁବାର ଦିନ ଆପଣ ତେଲ ଲଗାନ୍ତୁ ନାହିଁ , ତେଲ ଲଗାଇବା ଦ୍ୱାରା ଲକ୍ଷ୍ମୀ ଛାଡି ପଳାଇଥାନ୍ତି ଏବଂ ଯଦି ଗୁରୁବାର ଦିନ ଆପଣ ଲାଉ ଖାଉଛନ୍ତି ତେବେ କେବେ ହେଲେ ଲାଉ ଖାଆନ୍ତୁ ନାହିଁ । ଏହା କରିବା ଦ୍ୱାରା ଲକ୍ଷ୍ମୀ ଛାଡ଼ି ଯାଇଥାନ୍ତି । ଗୁରୁବାର ଦିନ ତଳେ ଶୋଇବେ ନାହିଁ ଖଟ ଉପରେ ଶୋଇବେ ।

ଗୁରୁବାର ଦିନ କେବେ ହେଲେ କ୍ଷୀର ଖାଆନ୍ତୁ ନାହିଁ , କ୍ଷୀର ପିଇବା ଦ୍ୱାରା ଘରେ ଅଶାନ୍ତି ହୋଇଥାଏ । ଯଦି ଗୁରୁବାର ଦିନ ଆପଣ ଖିଅର ହେବେ ତେବେ ଘରେ କଳି ସୃଷ୍ଟି ହୋଇଥାଏ ଏବଂ ଆପଣଙ୍କ ର ବହୁତ କାମ ରେ ବାଧା ବିଘ୍ନ ଦେଖା ଦେଇ ଥାଏ ।

ଗୁରୁବାର ଦିନ ଭାତ ଖାଇବା ସମୟରେ ଭାତ ତଳେ ପକାନ୍ତୁ ନାହିଁ । ଗୁରୁବାର ଦିନ କେବେ ହେଲେ ଭାତ ଫୋପାଡ଼ନ୍ତୁ ନାହିଁ , ଫୋପାଡିବା ଦ୍ୱାରା ମା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି ଏବଂ ଲକ୍ଷ୍ମୀ ଛଡ଼ା ହୋଇଯାଇ ଥାନ୍ତି ।

Leave a Reply

Your email address will not be published. Required fields are marked *