ହଜିଥିବା ସ୍ତ୍ରୀ କୁ ଫେରି ପାଇଲେ Rahul, ଫିଲ୍ମ ଷ୍ଟାଇଲରେ ଏମିତି କଲେ ଏଣ୍ଟ୍ରି… ସ୍ତ୍ରୀକୁ ପାଇବା ପରେ କଣ କହୁଛନ୍ତି ରାହୁଲ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସାବିତ୍ରୀ ବ୍ରତ ପର ଦିନ ସ୍ତ୍ରୀ ନିଖୋଜ ଘଟଣା କଥା ଚାରିଆଡେ ପ୍ରଘଟ ପରେ କଇଁ କଇଁ ହୋଇ କାନ୍ଦୁଥିଲେ ସ୍ଵାମୀ ରାହୁଲ । ଏବେ ସ୍ତ୍ରୀ କୁ ଖୋଜି ପାଇଛନ୍ତି ସ୍ଵାମୀ ରାହୁଲ । ମିଳିଥିବା ସୂଚନା ଅନୁଯାୟୀ ମହିଳା ଅର୍ଥା ହରପ୍ରିୟାଙ୍କ ମାମୁଁ ତାଙ୍କୁ କିଡନାପ କରି ଅନ୍ୟତ୍ର ବାହାଘର କରି ଦେଉଥିଲେ । ଠିକ ସେହି ସମୟରେ ଅଚାନକ ସେଠାରେ ପହଞ୍ଚିଥିଲେ ସ୍ଵାମୀ ରାହୁଲ । ଜାଣନ୍ତୁ ପୁରା ଘଟଣା କଣ ରହିଛି । ରାହୁଲ ଏ ବାବଦରେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ହରପ୍ରିୟା କଲେଜ କୁ ପରୀକ୍ଷା ଦେଇ ଫେରିବା ପରେ ତାଙ୍କୁ କେହି କାର ରେ ନେଇ ଯାଇଥିଲେ ଯାହାର ଖବର ରାହୁଲଙ୍କୁ ତାଙ୍କ ବନ୍ଧୁ ଦେଇଥିଲେ ।

ଏହା ପରେ ରାହୁଲ କଲେଜ ଆଡକୁ ଥିବା ଫାଙ୍କା ବିଲ ଆଡକୁ ଯାଇଥିଲେ କାଳେ ତାଙ୍କ ସ୍ତ୍ରୀ ଙ୍କୁ ସେଠାକୁ ନେଇ ଯାଇଥିବେ କି । ରାହୁଲ ଅନେକ ଜାଗା ଖୋଜିବା ପରେ ମଧ୍ୟ ତାଙ୍କ ସ୍ତ୍ରୀ ଙ୍କୁ ନ ପାଇ ବିଫଳ ହୋଇଥିଲେ । ରାହୁଲ ଲାଜେଜ କୁ ଯିବା ପୂର୍ବରୁ ତାଙ୍କ ସ୍ତ୍ରୀ ଙ୍କୁ କେହି ଜଣେ ଆସିଲ କହିଲେ ତୋ ସ୍ଵାମୀ କାର ଧରି ବାହାରେ ଠିଆ ହୋଇଛି ବୁଲାଇ ନେବା ପାଇଁ ତୁମେ ଯାଅ ଜଲ୍ଦି ।

ରାହୁଲଙ୍କ ସ୍ତ୍ରୀ ଯେତେବେଳେ କାର ପାଖକୁ ଯାଇଛନ୍ତି ସେଟବେଳେ ତାଙ୍କୁ ଅଚେତ କରି ନେଇ ଗୋଟେ ବନ୍ଦ ଘରେ ରଖି ଦେଇଥିଲେ । ରାହୁଲଙ୍କ ସ୍ତ୍ରୀ କିଛି ବି ଜାଣି ନାହାନ୍ତି କି ତାଙ୍କ ସହ କଣ ହୋଇଛି । ତେବେ ଏହି ସବୁ ଘଟଣା ବିଷୟରେ ରାହୁଲଙ୍କ ସ୍ତ୍ରୀ ନିଜେ ରାହୁଲଙ୍କୁ କହିଛନ୍ତି । ରାହୁଲଙ୍କ କହିବା ମୁତାବକ ସେ ତାଙ୍କ ସ୍ତ୍ରୀ ଙ୍କୁ ସିକେଟ ମୋବାଇଲ ଦେଇଥିଲେ ଯାହା ସେ ନିଜ ପାଖରେ ରଖିଥିଲେ ।

ସେହି ଶିକରେଟ ଫୋନ ର ରାହୁଲ ରିଚାର୍ଜ ମଧ୍ୟ କରିଥିଲେ । ଯାହା ଜରିଆରେ ରାହୁଲଙ୍କ ସ୍ତ୍ରୀ ରାହୁଲଙ୍କ ପାଖକୁ ମ୍ଯାସେଜ କରିଥିଲେ । ରାହୁଲଙ୍କ ସ୍ତ୍ରୀ କେଉଁଠାରେ ଅଛନ୍ତି ଜାଣିବା ପାଇଁ ୩ ଦିନ ସମୟ ମାଗିଥିଲେ । ଗତ କାଲି ରାହୁଲଙ୍କ ସ୍ତ୍ରୀ ତାଙ୍କୁ ମ୍ଯାସେଜ କରି କହିଥିଲେ କି ତାଙ୍କ ମାମୁଁ ମାଇଁ ତାଙ୍କୁ କୁଆଡେ ନେଇ ଯାଉଛନ୍ତି ତାହା ଜାଣି ନାହାନ୍ତି ।

ଏହା ତାଙ୍କୁ ତାଙ୍କୁ ବଞ୍ଚାଇବା ପାଇଁ କହିଥିଲେ ଓ ନ ହେଲେ ମରିଯିବେ ବୋଲି କହିବା ପରେ ରାହୁଲ ଠିକା ସ୍ଥଳରେ ପହଞ୍ଚି ଥିଲେ । ରାହୁଲଙ୍କ ସ୍ତ୍ରୀ ତାଙ୍କ ମାମୁଁ ଙ୍କ ହାତ ଛାଡି ରାହୁଲଙ୍କ ପାଖକୁ ଦଉଡି ଆସି ତାଙ୍କୁ ହକ କରି କାନ୍ଦି ପକାଇଥିଲେ ।

ସେଥିପାଇଁ ରାହୁଲ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା ସହ ନିଜ ସ୍ତ୍ରୀ ଙ୍କୁ ଏତେ ଦିନ ପରେ ପାଇ ବହୁତ ଖୁସି ଅଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *