ହଳଦୀ ଡବାରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ମା ଲକ୍ଷ୍ମୀ ବର୍ଷାଇବେ ଧନ

ହଳଦୀ ଗୋଟିଏ ଏମିତି ଜିନିଷ ଜୀବନର ସବୁ କ୍ଷେତ୍ରରେ ଫାଇଦା ଦେଇଥାଏ । ସେ ଖାଇବା ପାଇଁ ହେଉ କି ରୋଗରେ ଆପଣ ହଲଦିରେ ପ୍ରୟୋଗ ନିଶ୍ଚିନ୍ତ ରୂପରେ କରିଥାନ୍ତି । ହଲଦିର ଟୋଟକେ ଆପଣଙ୍କ ଜୀବନରେ ସଫଳତାର ବାଟ ମଧ୍ୟ ଖୋଲିଥାଏ ଓ ଏହି ଉପାୟ କରିବା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇଥାଏ । ବିଗିଡି ଯାଇଥିବା କମ ବନିବାକୁ ଲାଗିଥାଏ । ଆଜି ଆମେ ଅଲୋଚନ କରିବା କେଚେନରେ ଯେଉଁ ଡବା ରହିଛି ସେଥିରେ ଆମେ କଣ ରଖିବା ଆପଣଙ୍କ  ଜୀବନ ବଞ୍ଚିବା ସରଳ ହୋଇଯିବ  ଓ ଜୀବନର ସମସ୍ଯା କମ ହୋଇଯିବ ।


ହଳଦୀ ଆପଣଙ୍କ କୁଣ୍ଡଳୀର ବୃହସ୍ପତି ଅଟେ । ବ୍ବୃହସ୍ପତି ମାନେ ହେଉଛି ସନ୍ତାନ ସୁଖ ବୈବାହିକ ସୁଖ,  ଧନ, ଜ୍ଞାନ, ସେଥିଲାଗି କୁଣ୍ଡଳୀରେ ଯେଉଁ ଦେବା ଗୁରୁ ବୃହସ୍ପତି ଥାନ୍ତି ମଜଭୁତ କରିବା ପାଇଁ ହଳଦୀର ଗାଣ୍ଠ ଧାରଣ ମଧ୍ୟ କରିପାରିବେ । ଏମିତି କୁହାଯାଏ ଯଦି ବିବାହ ହୋଇପାରୁନି କି ବୈବାହିକ ଜୀବନରେ ସମସ୍ଯା ରହିଛି ଗାଧୋଇବା ପାଣିରେ ଅଳ୍ପ ହଳଦୀ ପକାଇ ଗାଧୋଇବେ । ଲୋକ କୁଣ୍ଡରେ ମଧ୍ୟ ହଲଦିଗଛ ଲଗାଇଥାନ୍ତି । ଯଦି ହଲଦିର ତିଳକ ପ୍ରତିଦିନ ମୁଣ୍ଡରେ ଲଗାଇ ବାହାରକୁ ଯାଆନ୍ତି ମନ ସନମାନ ବ ଯଶ ବଢିଥାଏ ।

ଗାଧୋଇଲା ଆପେ ଅଳ୍ପ ହଳଦୀ ନେଇ ଶ୍ରୀ ହରିଙ୍କ ଚରଣରେ ଲଗାନ୍ତୁ ତାପରେ ହଳଦୀ ନେଇ ନିଜ ମଥାରେ, ବେକରେ ଲଗାନ୍ତୁ ଏହା ଲଗାଇବା ଦ୍ଵାରା ଆପଣଙ୍କ ବିଜୟ ଚାରି ଦିଗରୁ ହୋଇଥାଏ । ଆଜି ଆମେ ଜାଣିବେ କିଚେନରେ ଥିବା ହଳଦୀ ଡବାରେ କଣ ରଖିବା ଓ ଘରର ନକରାତ୍ମକ ଊର୍ଜାରୁ ବଞ୍ଚିବାକୁ  ଚାହୁଁଞ୍ଚନ୍ତି । ଘରର ବାଉଣ୍ଡରୀରେ ହଲଦିରେ ରେଖା ବନାଇ ଦିଆଯିବତ ଘରେ ନକରାତ୍ମକ  ଊର୍ଜା ପ୍ରବେଶ କରିପାରିବ ନହିଁ । ଯଦି ଆପଣ ଫାଲ୍ଟରେ ରହିଛନ୍ତି ବାଉଣ୍ଡରୀ କାନ୍ଥରେ ଲଗାଇ ପାରୁନାହାନ୍ତି ।

ତାହେଲେ ଘରର ମୁଖ୍ୟ ଦ୍ଵାରରେ ହଲଦିର ସ୍ଵସ୍ତିକ ବନାଇ ପାରିବେ । ଏହା ଦ୍ଵାରା ଆପଣଙ୍କଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନହିଁ । ବୈବାହିକ ଜୀବନରେ ଲାଗୁଛିକି ସବୁ ଖତମ ହେବାକୁ ଯାଉଛି ଆପଣ ସୂର୍ଯ୍ୟ ଦେବଙ୍କୁ ଗୋଟେ ଲୋଟା ପାଣିରେ ଅଳ୍ପ ହଳଦୀ ପକାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ । ଯଦି ଚହୁଁଛନ୍ତି ମା ଲକ୍ଷ୍ମୀଙ୍କ କୃପା ସବୁବେଳ ପାଇଁ ରହୁ ଆପଣ ରବିବାର ଦିନ ଛାଡି ବାକି ଦିନରେ ଯେଉଁ ଜଳ ଅର୍ପଣ କରିବେ ସୂର୍ଯ୍ୟ ଦେବଙ୍କୁ ହଳଦୀ ପାଣି ତୁଲସୀ ପାଣିରେ ହିଁ ଢାଳିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *