ରାତିରେ ପୁରୁଷମାନଙ୍କୁ କାହିଁକି ହଳଦୀ ବାଲା କ୍ଷୀର ପିଇବା ଦରକାର? ଜାଣନ୍ତୁ ଏହାର ଫାଇଦା

ହଳଦୀ ରେ ଆଣ୍ଟି ଅକ୍ସିଡେନ୍ଟ ଭରପୁର ମାତ୍ରାରେ ରହିଛି । ହଳଦୀ ରେ କରକ୍ୟୁମିନ ଆଣ୍ଟି ଅକ୍ସିଡେଣ୍ଟ ଗୁଣରେ ଭରପୁର ରହିଛି । ଆଣ୍ଟିଅକ୍ସିଡେନ୍ଟ ଆପଣଙ୍କ ଶରୀର କୁ ଅସୁବିଧାରୁ ବଞ୍ଚାଇଥାଏ । ଆଜି ଆମେ ଆପଣକୁ ଏମିତି ଗୋଟେ ଡ୍ରିଙ୍କ କଥା କହିବାକୁ ଯାଉଛୁ , ରାତିରେ ଶୋଇଲା ପୂର୍ବରୁ ପିଇବା ଦ୍ଵାରା ଫିଟନେସ ଓ ଭଲ ନିଦ ଆସିପାରେ । ଏହା ଦିନଭରାର ଥକାପଣକୁ ଦୂର କରେ । ରାତିରେ ଶୋଇଲା ପରେ ହଳଦୀ ବାଲା କ୍ଷୀର ପିଅନ୍ତୁ । ନ୍ୟୁଟ୍ରିସ୍ୟନିଷ୍ଟ ରୁଜୁନା ଦେବିକର୍ କହିଛନ୍ତି କି ସବୁ ରାତିରେ ରେ ହଳଦୀ ବାଲା କ୍ଷୀର ପିଇବା ଦରକାର । ଏହା ଖାଲି ଶୀତ ଦିନେ ନୁହେଁ ଖରାଦିନ ପାଇଁ ମଧ୍ୟ ବହୁତ ଫାଇଦା ହେବ । ଜାଣନ୍ତୁ ହଳଦୀ କ୍ଷୀରର ଫାଇଦା ।

୧. ୟୁମିନିଟି ପାୱାର ବଢାଏ

ହଳଦୀ ବାଲା କ୍ଷୀର ୟୁମିନିତି ଶକ୍ତି କୁ ବଢ଼ାଇବାରେ ସହାୟକ ହୋଇଥାଏ । ହଲଦିବଳ କ୍ଷୀର ଔଷଧି ଠାରୁ କମ୍ ନୁହେଁ । ରାତିରେ ଶୋଇଲା ପୂର୍ବରୁ ଗୋଟେ କପ୍ ହଳଦୀ ବାଲା କ୍ଷୀର ପିଇବା ଦ୍ଵାରା ସଂକ୍ରମଣ ଓ ଫ୍ଲୁ ରୁ ବଞ୍ଚେଆଇଥାଏ ।

୨.ଶୁଖିଲା ଖାସି ରୁ ଆରାମ ଦିଏ

ହଳଦୀ ଖାଇଲେ କଫ ର ମଳ ବାହାରେ,ଓ ସ୍ୱାସନଳିରୁ ରୋଗଣୁ କୁ ଶରୀରରେ ବାହାର କରିବାରେ ସହାୟକ ହୋଇଥାଏ । ଇଏ ଶୁଖିଲା କାସ ରୁ ଆରାମ ଦିଏ ।

୩. ଥଣ୍ଡା ଖାସରୁ ଆରାମ ଦିଏ

ଆପଣ ଯଦି ସେହିଲୋକ ମାନକମଧ୍ୟେ ଅଛନ୍ତି ,ଋତୁ ବଦଳିବା ହିସାବରେ ଥଣ୍ଡା ଖାସ ଭଳି ଅସୁବିଧା ହୁଏ, ତ ହଳଦୀ ବାଲା କ୍ଷୀର ବହୁତ ଉପକାରୀ ଅଟେ । ଏଥିରେ ଆଣ୍ଟି ବାଇରଲ୍ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି ଯିଏ ଇନ୍ ଫେ କ ସନ୍ ଲଢ଼ିବା ରେ ସାହାଯ୍ୟ କରିଥାଏ ।

୪.ଓଜନ କମ ହେବା

ଗରମ କ୍ଷୀରରେ ଡେଲି ଟିକେ ହଳଦୀ ପକାଇ ପିଇଲେ ଓଜନ । ହ୍ରାସ ହୁଏ ହଳଦୀ ବାଲା କ୍ଷୀର ପିଇଲେ ଅନ୍ତ ଓ ପାଚନ ତନ୍ତ୍ର ସୁସ୍ଥ ରହେ । ଜିଆ ଓଜନ କୁ ଦୃତ ଗତିରେ ହ୍ରାସ କରେ ।

୫.ନିଦ ଗଭୀର ହୁଏ

ଶୋଇବା ପୁର୍ବରୁ ହଲ୍ଡି ବାଲା କ୍ଷୀର ପିଇଲେ ବହୁତ ଉପକାର ମିଳିଥାଏ । ହଳଦୀ ରେ ଆମିନୋ ଏସିଡ ଥାଏ,ଓ କ୍ଷୀର ସହିତ ପିଇଲେ ଭଲ ନିଦ ଆସେ । ଶୋଇବା ଅଧଘଣ୍ଟା ପୁର୍ବରୁ କ୍ଷୀର o ହଳଦୀ ପିଅନ୍ତୁ ।

Leave a Reply

Your email address will not be published. Required fields are marked *