ହନୁମାନଙ୍କ ଜୀବିତ ଥିବାର ଏହି ପ୍ରମାଣ ଦେଖିଲେ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ରାମାୟଣରେ ଲେଖାଅଛି ମତ ସୀତା ପ୍ରଭୁ ହନୁମାନଙ୍କୁ କଳି ଯୁଗ ଶେଷ ହେବା ଯାଏଁ ରହିବାକୁ ବରଦାନ ଦେଇଥିଲେ । ଏହା ବି ବରଦାନ ଦେଇଥିଲେ ହନୁମାନ ଗୋଟିଏ ସମୟରେ ଅନେକ ଜାଗାରେ ଉପସ୍ଥିତ ରହିପାରିବେ । ଏମିତି ମାନାଯାଏ କି ଭଗବାନ ରାମଙ୍କର ଯେଉଁ ଠାରେ ନାମ ଜପ କରାଯାଏ ସେଠାରେ ସ୍ଵୟଂ ହନୁମାନ ପହଞ୍ଚି ଯାଇଥାନ୍ତି । କାରଣ ଭଗବାନ ରାମଙ୍କ ପରମ ଭକ୍ତ ହେଉଛନ୍ତି ପ୍ରଭୁ ହନୁମାନ । ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରମାଣ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଜାଣି ହେବ କି କେଉଁଠି ନା କେଉଁଠି ପୃଥିବୀରେ ହନୁମାନ ଜୀବିତ ଅଛନ୍ତି ।

ଆପଣମାନେ ଜାଣିଥିବେ ଭଗବାନ ହନୁମାନଙ୍କୁ ବାନର କୁହାଯାଏ ଯିଏ ଜଙ୍ଗଲରେ ବିଚରଣ କରିଥାନ୍ତି । ବଡ ବଡ ବୈଜ୍ଞାନିକମାନେ ପରୀକ୍ଷା କରିଛନ୍ତି କିଛି ପଶୁଙ୍କ ଉପରେ ଯାହାଙ୍କର ଶାରୀରିକ ଗଠନ ପୁରା ହନୁମାନଙ୍କ ଭଳି । ବୈଜ୍ଞାନିକଙ୍କ ମତରେ ଏଭଳି ପ୍ରଜାତିର ପଶୁ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ରହିଥାନ୍ତି । କିନ୍ତୁ ଏବେ ଏହି ପ୍ରଜାତି ବିଲୋପ ହୋଇସାରିଛନ୍ତି । ତେବେ ଭଗବାନ ହନୁମାନଙ୍କ ଜନ୍ମ ବି ବାନର ପ୍ରଜାତିରେ ହୋଇଥିଲା ।

ଭଗବାନ ହନୁମାନଙ୍କ ଜନ୍ମ ତ୍ରେତୟା ଯୁଗରେ ବାନର କୂଳରେ ହୋଇଥିଲା ଆଉ ସେହି ସମୟରେ ରାମାୟଣ ଆରମ୍ଭ ହୋଇଥିଲା । ରାବଣର ଅନ୍ତ ହେବା ପରେ ଶ୍ରୀଲଙ୍କା ଜିତିବା ପରେ ଭଗବାନ ରାମ ଅନେକ ବର୍ଷ ଯାଏଁ ଅଯୋଧ୍ୟାରେ ରାଜ୍ଵତି କରିଥିଲେ । ହନୁମାନଙ୍କ ଭକ୍ତି ଦେଖି ମା ସୀତା ଅମର ବର ତାଙ୍କୁ ଦେଇଥିଲେ । ଧୀରେ ଧୀରେ ଯେବେ ତ୍ରେତୟା ଯୁଗର ଶେଷ ହେବାକୁ ଲାଗିଲା ସେହି ସମୟରେ ଭଗବାନ ରାମ ବିଶୁଣୁଙ୍କ ଅବତାର ନେଇ ବୈକୁଣ୍ଠ ଲୋକକୁ ଫେରିଥିଲେ ।

ଏଥିପାଇଁ ପ୍ରଭୁ ହନୁମାନ ଅଯୋଧ୍ୟା ଛାଡି ଦକ୍ଷିଣ ଭାରତକୁ ଚାଲିଯାଇଥିଲେ । ସେ ନିସ୍ପତି ନେଇଥିଲେ ଜଙ୍ଗଲରେ ରହିବେ । କିନ୍ତୁ ଯାତ୍ରା ସମୟରେ ପ୍ରଭୁ ହନୁମାନ କବିର ମାନଙ୍କ ପାଖରେ ରହିଥିଲେ ଆଉ ସେମାନେ ତାଙ୍କର ସେବା ବି କରିଥିଲେ । ତାଙ୍କର ସେବାରେ ପ୍ରସନ୍ନ ହୋଇ ହନୁମାନ ଆତ୍ମଜ୍ଞାନ ଦେଇଥିଲେ ଯାହା ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ଭଗବାନ ହନୁମାନ କବୀରମାନଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ ବରଦାନ ଦେଇଥିଲେ ପ୍ରତେକ ୪୧ ବର୍ଷରେ ଠାରେ ଆତ୍ମଜ୍ଞାନ ଦେବାକୁ ନିଶ୍ଚୟ ଆସିବେ ।

କିଛି ବର୍ଷ ପୂର୍ବେ ବୈଜ୍ଞାନିକମାନେ ଏହି କବିରମାନଙ୍କୁ ଭେଟିବା ସହ ବାନର ବେଶରେ ବ୍ୟକ୍ତି ଆସିବାର ସୂଚନା ଦେଇଥିଲେ । ଭଗବାନ ହନୁମାନ କବିରମାନଙ୍କୁ ବରଦାନ ଦେଇଥିଲେ ଯେବେ ପୂର୍ବଜ ମାନେ ତାଙ୍କୁ ଜପ କରିବେ ସେ ତୀବ୍ର ଆଲୋକରେ ତାଙ୍କ ଆଗରେ ପ୍ରକଟ ହେବେ । ଅନ୍ୟ ଏକ ପ୍ରମାଣ ହେଉଛି ତ୍ରେତୟା ଯୁଗ ପରେ ଦ୍ଵାପର ଯୁଗର ଆରମ୍ଭ ହୋଇଥିଲା ଆଉ ମହାଭାରତ ଆରମ୍ଭ ହୋଇଥିଲା । ମହାଭାରତ ଗ୍ରନ୍ଥରେ ହନୁମାନଙ୍କ ଜୀବିତ ଥିବାର ପ୍ରମାଣ ମିଳିଥାଏ ।

ଭଗବାନ କୃଷ୍ଣଙ୍କ କହିବା ଅନୁଯାୟୀ ପ୍ରଭୁ ହନୁମାନ ପ୍ରତ୍ଯେକ୍ଷ ଭାବେ ଅର୍ଜୁନଙ୍କ ରଥ ଉପରେ ବିରାଜମାନ ହୋଇ ଅର୍ଜୁନଙ୍କ ରକ୍ଷା କରିଥିଲେ । ଦ୍ଵାପର ଯୁଗର ଶେଷ ପରେ କଳି ଯୁଗରେ ହନୁମାନ ଜିଙ୍କ ଜୀବିତ ଥିବାର ପ୍ରମାଣ ମିଳିଥାଏ । ତୁଳସୀ ଦାସଙ୍କ ସମୟରେ ହନୁମାନ ତାଙ୍କୁ ଦର୍ଶନ ଦେବାର ପ୍ରମାଣ ରହିଛି । ବନ୍ଧୁଗଣ ଆପଣଙ୍କର ମତାମତ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *