ହନୁମାନଙ୍କ ପାଖରେ ଅର୍ପଣ କରିଦିଆନ୍ତୁ ଏହି ୫ ଟି ଜିନିଷ – ହନୁମାନ ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଦେବେ – ଆଜି ହିଁ କରନ୍ତୁ

ବନ୍ଧୁମାନେ ହନୁମାନଜୀ ଏମିତି ଏକ ଦେବତା ଅଟନ୍ତି , ଯାହାଙ୍କୁ ଆପଣ ଦେଶର ଯେଉଁ କୌଣସି ଛୋଟ ବଡ ଗାଁରେ ଦେଖିବାକୁ ପାଇଯିବେ । ସେମିତି ବି ହନୁମାନଜୀ ଙ୍କୁ ସମସ୍ତେ ପସନ୍ଦ କରନ୍ତି କିନ୍ତୁ ପୁରୁଷ ଲୋକ ବେଶୀ ପସନ୍ଦ କରନ୍ତି । ଏହି ଲୋକ ଶନିବାର ଓ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ପୂଜା କରନ୍ତି । ହନୁମାନ ଚାଳିଶା ପାଠ କରନ୍ତି ଓ ତାଙ୍କ ନାମରେ ଉପବାସ ରଖିବା । ହନୁମାନଜୀଙ୍କ ପୂଜା କରିବା ଦ୍ୱାରା ଫଳ ମିଳିଥାଏ । ସେ ଦୁଃଖ,ଅସୁବିଧା, ଶତ୍ରୁ ଙ୍କ କବଳରୁ ରକ୍ଷା କରିଥାନ୍ତି । ଏମିତି ଆଜି ଆମେ ହନୁମାନଜୀଙ୍କୁ ପ୍ରସନ୍ନ କରିବାର କିଛି ଉପାୟ କହିବାକୁ ଯାଉଛୁ । ଆପଣ କହିଦେବୁ କି ଆପଣ ଯେତେବେଳେ ବି ହନୁମାନଜୀଙ୍କ ମନ୍ଦିରକୁ ଯାଉଛନ୍ତି ହନୁମାନଙ୍କ ଚରଣରେ କିଛି ଖାସ୍ ଜିନିଷ ଅର୍ପଣ କରନ୍ତୁ । ତାହା ଦ୍ୱାରା ଆପଣଙ୍କ ଉପରେ ହନୁମାନଜୀଙ୍କର ବିଶେଷ କୃପା ଦୃଷ୍ଟି ରହିବ ।

ହନୁମାନଜୀଙ୍କ ଚରଣରେ ଅର୍ପଣ କଲେ ହୋଇଥାଏ ଲାଭ ।

୧) ଗେଣ୍ତୁର ଫୁଲ :

ଆପଣ ହନୁମାନଜୀଙ୍କ ପାଖରେ ଯେ କୌଣସି ଫୁଲ ଚଢାଇ ପାରନ୍ତି କିନ୍ତୁ ହନୁମାନଜୀ ଗେଣ୍ତୁର ଫୁଲରେ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଏହାର କାରଣ ଏହାକି ଗେଣ୍ତୁର ଫୁଲର ରଙ୍ଗ ହନୁମାନଙ୍କ ପିନ୍ଦିଥିବା ବସ୍ତ୍ର ଅନୁସାରେ ହଳଦିଆ ଅଟେ । ଖାଲି ଏଇ କଥାର ଧ୍ୟାନ ରଖନ୍ତୁ ହନୁମାନଜୀଙ୍କ ଚରଣରେ ଗେଣ୍ତୁର ଫୁଲ ଅର୍ପଣ କରନ୍ତୁ କିନ୍ତୁ ତାହା ତାଜା ଥିବା ଦରକାର । ଯେତେବେଳେ ତାଜା ଫୁଲର ସୁଗନ୍ଦ ହନୁମାନଜୀଙ୍କ ପାଖକୁ ଯାଏ ତେବେ ତାଙ୍କ ଧ୍ୟାନ ଫୁଲ ଚଢାଉଥିବା ବ୍ୟକ୍ତିଙ୍କ ଉପରେ କେନ୍ଦ୍ରିତ ହୋଇଯାଏ ।ଓ ସବୁ ମନୋକାମନା ସେ ଶିଘ୍ର ପୂରଣ କରିଥାନ୍ତି ।

୨) ଧଳା ସୂତାର ଧାଗା :

ହନୁମାନଜୀଙ୍କ ଚରଣରେ ଧଳା ସୂତାର ଧାଗା ଚଢାଇବା ଶୁଭ ମନାଯାଏ ।ଯେତେବେଳେ ଆପଣ ଏହି ଧଳା ସୂତାର ଧାଗାକୁ ହନୁମାନଜୀଙ୍କ ଚରଣରେ ଅର୍ପଣ କରିବେ ତେବେ ତାଙ୍କ ରଙ୍ଗ ନାରଙ୍ଗୀ ହୋଇଯାଇଥାଏ । ଏହାପରେ ଆପଣ ନାରଙ୍ଗୀ ସୂତାକୁ ନିଜ ହାତରେ ବାନ୍ଧି ଦିଅନ୍ତୁ । ଏହି ଧାଗା ଆପଣଙ୍କୁ ଖରାପ ଦୃଷ୍ଟିରୁ ରକ୍ଷା କରିଥାଏ ।

୩) ଶ୍ରୀଫଳ ଓ ଚିରୋଂଜୀ :

ହନୁମାନଜୀଙ୍କ ଚରଣରେ ଶ୍ରୀଫଳ ମାନେ ନଡିଆ ଓ ଚିରୋଂଜି ର ପ୍ରସାଦ ଚଢାନ୍ତୁ ତାହାଦ୍ୱାରା ସେ ଜଲଦି ପ୍ରସନ୍ନ ହୁଅନ୍ତି । ଆପଣ ଯେବେ ବି ଏହି ପ୍ରସାଦକୁ ଚଢାଇବେ କିଛି ଭାଗ ପଶୁ ମାନଙ୍କୁ ଯେପରି ଗାଇ, କୁକୁର କିମ୍ବା ମାଙ୍କଡ ଆଦିଙ୍କୁ ଖୁଆନ୍ତୁ । ଓ ନିଜେ ଗ୍ରହଣ କରନ୍ତୁ । ଏହାଦ୍ୱାରା ଆପଣଙ୍କ ମନୋକାମନା ଜଲଦି ପୂର୍ଣ୍ଣ ହେବ ।

୪) ରାଶି ତେଲ :

ଆମେ ସବୁ ଜାଣିଛେ କି ହନୁମାନଜୀଙ୍କୁ ଦୀପ ଓ ରାଶିତେଲ ଲଗାଯାଏ । କିନ୍ତୁ ଏହି ଦୀପ ପ୍ରଜ୍ୱଳିତ କରିବା ପୂର୍ବରୁ ରାଶି ତେଲର କିଛି ବୁନ୍ଦା ତାଙ୍କ ଚରଣରେ ଢାଳିଦିଆଯାଏ । ତେବେ ବହୁତ ଶୁଭଙ୍କର ବୋଲି ମାନା ଯାଏ ।

୫) ହଳଦିଆ ବସ୍ତ୍ର :

ହନୁମାନଜୀଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କଲେ ଜୀବନରେ କେବେ ଆର୍ଥିକ ସଙ୍କଟ ଆସେ ନାହିଁ ,

Leave a Reply

Your email address will not be published. Required fields are marked *