ଯେପରି ଭଲ ବାୟୁ, ଯେକୌଣସି ବ୍ୟକ୍ତି ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଆବଶ୍ୟକ, ସେହିପରି ଆପଣଙ୍କ ହସ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ ଏବଂ ସନ୍ଧ୍ୟାରେ ହସିବାର ଅଭ୍ୟାସ କରନ୍ତି, ତେବେ ମାନସିକ କିମ୍ବା ଶାରୀରିକ କୌଣସି ରୋଗ ଆପଣଙ୍କ ନିକଟକୁ ଆସିବ ନାହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ମଜାଳିଆ ଥଟ୍ଟା ଆଣିଛୁ, ଯାହା ପଢିବା ପରେ ଆପଣଙ୍କୁ ହସାଇବ ଏବଂ ହସିବ । ତେବେ ଆସନ୍ତୁ ହସିବାର ଏହି ପ୍ରକ୍ରିୟା ଆରମ୍ଭ କରିବା ।
ରୋଗୀ (ଡକ୍ଟର କୁ) – ମୁଁ ପ୍ରତିଦିନ ୫୦ଟଙ୍କା ଔଷଧ ନଉଛି କିନ୍ତୁ କିଛି ଲାଭ ହଉ ନାହିଁ ।
ଡକ୍ଟର – ଆଜି ଠାରୁ ମୁଁ ତମକୁ ୪୦ଟଙ୍କା ଔଷଧ ଦଉଛି ଏହା ଦ୍ଵାରା ତମକୁ ୧୦ଟଙ୍କା ଲାଭ ହବ ।
ରୋଗୀ – ସତ ସତ କୁହନ୍ତୁ ଡକ୍ଟର ସାର ମୋ ବଞ୍ଚିବାର କେତେ ସମ୍ଭାବନା ଅଛି ?
ଡକ୍ଟର – ୧୦୦%
ମୋ % ଅନୁଯାଇ ୧୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ନିଶ୍ଚିତ ଗୋଟେ ବଞ୍ଚି ପାରେ ତମେ ସେହି ୧୦ ନଂ ଆଟ କାହିଁକିନା ୯ ଜଣଙ୍କ ମୃତ୍ୟୁ ହୋଇ ସାରିଛି ।
ରୋଗୀ – ଡକ୍ଟର ସାର, ଆପଣ ଏହି ଫୁଲ ମାଳ କଣ ପାଇଁ ଆଣିଛନ୍ତି ??
ଡକ୍ଟର – ଏହା ମୋ ପାଇଁ ପ୍ରଥମ ଅପରେସନ ଅଟେ ଯଦି ସଫଳ ହୋଇବି ତେବେ ମୋ ପାଇଁ ନଚେତ ତମ ପାଇଁ ।
ସନ୍ତା – ଯଦି ନଡିଆ ଗଛ ଉପରେ ଚଢି ଜୀବି ତେବେ ଇଞ୍ଜିନିଅରଇଙ୍ଗ ଝିଅ ମାନେ ଦେଖା ଯିବେ,
ବନ୍ତା – ତା ପରେ ହାତ ଛାଡି ଦବୁ ମେଡିକାଲ କଲେଜ ଝିଅ ବି ଦେଖା ଯିବେ ।
ସନ୍ତା – ଡକ୍ଟର ଆଗଜ ରେ କଣ ଲେଖିଥାଏ ଯାହା କେବଳ ମେଡିସିନ ଷ୍ଟୋର ଲୋକ ଜାଣି ପାରନ୍ତି ??
ବନ୍ତା – ସେ ଲେଖନ୍ତି ମୁଁ ଲୁଟି ସାରିଛି ବାକି ତମେ ପୂର୍ଣ କର ।
ଟିଚର – ତମେ ଘରେ ସବୁଠାରୁ ଛୋଟ କିଏ ??
ଗପପୁ – ମୋ ବାପା
ଟିଚର – ସେ କେମିତି ?
ଗପପୁ – ସେ ଏବେ ବି ମା ସହ ସୁଅନ୍ତି
ଗୋଟେ ରୋଗୀ ଡକ୍ଟର ପାଖକୁ ଗଲା
ରୋଗୀ – ଡକ୍ଟର ମୋ କାନରେ ମଟର ଗଛ ହୋଇଯାଇଛି ।
ଡକ୍ଟର – ଏହା ବହୁତ ଆଶ୍ଚର୍ଯ୍ୟ କଥା ।
ରୋଗୀ – ଡକ୍ଟର ସାର ଆଶ୍ଚର୍ଯ୍ୟ କଥା ଅଟେ କାହିଁକିନା ମୁଁ କାନରେ ଭେଣ୍ଡି ମଞ୍ଜି ପକେଇଥିଲି ।
ଡକ୍ଟର – ତମେ ପାଗଳ କେମିତି ହେଲ ??
ପାଗଳ – ମୁଁ ଗୋଟେ ବିଧବାକୂ ବିବାହ କରିଥିଲି କିନ୍ତୁ ମୋ ବାପା ତା ଯବାନ ଝିଅ ସହ ବିବାହ କରିଥିଲେ, ତେବେ ସେ ଝିଅ ମୋ ମା ହୋଇଗଲା । ତେବେ ଯେତେବେଳେ ବାପା ଆଉଥରେ ବାପା ହେଲେ ତେବେ ସେ ମୋ ଭଉଣୀ ହେଲା କିନ୍ତୁ ଯେହେତୁ ମୁ ତା ଆଇକୁ ବିବାହ କରିଥିଲେ ସେଥିପାଇଁ ମୁଁ ତା ଅଜା ହୋଇଗଲି ।
ଡକ୍ଟର – ଅବଏ ଚୁପ ହୋଇଯା ନଚେତ ମୁଁ ପାଗଳ ହୋଇଜୀବୀ ।
ରୋଗୀ – ଡକ୍ଟର ସାର ମୋ ପାଖରେ ଚିକିତ୍ସା ପାଇଁ ଟଙ୍କା ନାହିଁ ଆପଣ ମୋ ଫ୍ରି ଚିକିତ୍ସା କରି ପାରିବେ ? ତେବେ ବଧେ ମୁଁ କେବେ ଆପଣଙ୍କ କାମରେ ଆସି ପାରିବି ।
ଡକ୍ଟର – ତମେ କଣ କାମ କର ??
ରୋଗୀ – କବ୍ର ଖୋଦିବା କାମ
ଟିଚର (ଛାତ୍ରକୁ ) – ତମ ବାପାଙ୍କ ନାମ କଣ ?
ଛାତ୍ର ଉତ୍ତର – ବେଟା ମଲଖାନ ଲାଲ
ଟିଚର – କଣ ସେ ତମ ପୁଅ ??
ଛାତ୍ର – ନା ଜେଜେମା ତାଙ୍କୁ ଏହି ଭଳି ଡାକନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।