ହିନ୍ଦୁ ଧର୍ମ ଅନୁସାରେ ସଂଭୋଗ କରିବାର ସଠିକ ସମୟ କଣ? Right time to make Love

ଦୁନିଆରେ ଏମିତି କେଉଁ ବ୍ୟକ୍ତି ନାହି ଯିଏ ଧନବାନ ହେବାକୁ ଇଚ୍ଛା ରଖେ ନାହି । କିଏ ପୂଜା ପାଠ ଜରିଆରେ ବା ଅଧିକ ପରିଶ୍ରମ କରି ଧନ କମାଇବାକୁ ଚେଷ୍ଟା କରିଥାଏ । ଆଜି ଆମେ ଆପଣଙ୍କ ପାଇଁ ଭଗବାନ କୃଷ୍ଣଙ୍କ ଦ୍ଵାରା କୁହା ଯାଇଥିବା ଏମିତି କିଛି ଉପଦେଶ ନେଇ ଆସିଛୁ ଯେଉଁଥିରେ ରାତି ସମୟରେ ସଂଭୋଗ ରଖୁଥିବା ବ୍ୟକ୍ତି କେବେ ବି ଗରିବ ହେବ ନାହି । ଧର୍ମ ଗ୍ରନ୍ଥରେ ସଂଭୋଗର ଅନେକ ନିୟମ ବିଷୟରେ କୁହାଯାଇଛି । କିନ୍ତୁ ଭଗବାନ କୃଷ୍ଣ ରାତିର ଏମିତି ଏକ ସମୟ ବିଷୟାରେ କହିଛନ୍ତି ଯେଉଁଥିରେ ସଂଭୋଗ କରୁଥିବା କେବେ ବି ନିର୍ଦନ ରୁହେ ନାହି ।

ମଣିଷ ଠାରେ ପ୍ରେମ ଭାବନା ରାତି ସମୟରେ ଅଧିକ ରହିଥାଏ । ରାତି ସମୟରେ ସଂଭୋଗ ରଖିବା ଅଭୁତ ଆନନ୍ଦଦାୟୀ ହୋଇଥାଏ । କିନ୍ତୁ ଭଗବନା କୃଷ୍ଣଙ୍କ ମତରେ ସଂଭୋଗ ରଖିବା ପାଇଁ ରାତି ୧୨ଟାରୁ ୩ଟା ଯାଏଁ ସଠିକ ସମୟ ହୋଇଥାଏ । ଏହି ସମୟରେ ସଂଭୋଗ ରଖିଲେ ବ୍ୟକ୍ତି କେବେ ଗରିବ ହୁଏ ନାହି ।

କିନ୍ତୁ ଏହି ସମୟ ପରେ ସଂଭୋଗ ରଖୁଥିବା ବ୍ୟକ୍ତିକୁ ଦୁଷ୍ପରିଣାମ ଭୋଗ କରିବାକୁ ପଡିଥାଏ । କାରଣ ଶାସ୍ତ୍ରରେ ରାତି ୩ଟା ପରେ ସମୟକୁ ବ୍ରହ୍ମ ମୂହୁର୍ତ୍ତ ମାନା ଯାଇଛି । ଏହି ସମୟରେ ବ୍ରମ୍ହାଣ୍ଡରେ ସ୍ଥିତ ସବୁ ଐଶ୍ବରୀୟ ଶକ୍ତି ଆମ ସହ ରହିଥାଏ । ତେଣୁ ଏହି ସମୟରେ ଭଗବନାଙ୍କ ପୂଜା କରିବା ଉଚିତ ।

ଶାସ୍ତ୍ରରେ ଏମିତି କିଛି କୁହାଯାଇଛି ଯାହା ରାତିରେ କରିବା କାରଣରୁ ଶୁଭ ଘଟଣା ମଧ୍ୟ ଅଶୁଭ ଘଟଣାରେ ବଦଳିପାରେ । ଯେଉଁ ବ୍ୟକ୍ତି ଅଧିକ ରାତି ଯାଏଁ ବିନା କାରଣରେ ପୂଜା ପାଠ କରିଥାଏ ତେବେ ଫଳ ପ୍ରାପ୍ତି ହୁଏ ନାହି । କାରଣ ଏହି ପୂଜା ଭଗବାନଙ୍କୁ ନୁହେଁ ବରଂ ଖରାପ ଶକ୍ତିର ଆଗମନର କାରଣ ହୋଇଥାଏ । ତେଣୁ ମୂହୁର୍ତ୍ତ ଦେଖି ପୂଜା କରିବା ଉଚିତ । ତେଣୁ ରାତି ୧୧ଟା ପୂର୍ବରୁ ପୂଜା ଶେଷ କରିବା ଉଚିତ ।

କାରଣ ରାତି ୧୧ଟା ପରେ ତାନ୍ତ୍ରିକ ଶକ୍ତିର ପ୍ରଭାବ ଦେଖାଯାଏ । ଧର୍ମ ଗ୍ରନ୍ଥ ଅନୁସାରେ ଶୋଇବା ପୂର୍ବରୁ ହାତ ଗୋଡ ଧୋଇବା ଉଚିତ । ନଚେତ ଖରାପ ଶକ୍ତିର ଆସର ବ୍ଯକ୍ତିର ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଯାହା ଭବିଷ୍ୟ ପାଇଁ ଭୟଙ୍କର ରୋଗ ସୃଷ୍ଟି କରିବାର କାରଣ ହୋଇଥାଏ । ହିନ୍ଦୁ ଧର୍ମରେ ମାନ୍ୟତା ରହିଛି କି ରୋଷେଇ ଘରେ କେବେ ବି ଅଇଁଠା ବାସନ ଓ ଟ୍ୟାପ ରୁ ପାଣି ନ ବୋହିବା ଉଚିତ ।

କାରଣ ଅଇଁଠା ବାସନ ମଣିଷକୁ ଅଭିଶାପ ଦେଇଥାଏ ଯାହା କାରଣରୁ ସେହି ବ୍ୟକ୍ତି ଘରେ ମାତା ଲକ୍ଷ୍ମୀଙ୍କ ବାସ ରୁହେ ନାହି । ବୈଜ୍ଞାନିକ ଦ୍ରୁଷ୍ଟିଋ ରୋଷେଇ ଘରେ ଅଇଁଠା ବାସନ ରଖିଲେ ଅନେକ ଜୀବାଣୁ ସୃଷ୍ଟି ହୋଇଥାଏ । ଯାହା ଅନେକ ରୋଗର କାରଣ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *