Special Report: ACF ଡେଥ ମିଷ୍ଟ୍ରି… ରିଟାୟାରମେଣ୍ଟ ପୂର୍ବରୁ DFOଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ବ୍ୟସ୍ତ ଏସପି ! ଦେଖନ୍ତୁ କଣ କହିଲେ ବରିଷ୍ଠ ଆଇନଜିବୀ Hirachand Patnaik

ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପୋଲିସ ଯେଉଁ ଅନୁସାରେ ଏହି ମା-ମ-ଲା-ର ତଦନ୍ତ କରୁଛି ସେଥିରେ କେତେ ଯେ ଭୁଲ ରହୁଛି ତାହା ଏକ ସାଧାରଣ ବ୍ୟକ୍ତି ଜାଣି ପାରୁଛି । ବରିଷ୍ଠ ଆଇନଜୀବୀ ପୋଲିସ ଭୁଲ ଜାଣି ଶୁଣି କରୁଛି ବୋଲି କହିଛନ୍ତି । ପୋଲିସ ତଦନ୍ତ ଛାଡି ଅ-ଭି-ଯୁ-କ୍ତ ମାନଙ୍କୁ କ୍ଳିନ ଚିଟ ଦେବାରେ ବ୍ୟସ୍ତ ଅଛି ।

ଆଉ ମାତ୍ର ୪ ଦିନ ପରେ ଏସ୍ପି ଅବସର ନେବେ । ଏସ୍ପି ନିଜ ସମୟରେ କଳେବଳେ କୌଶଳେ ଡିଏଫଓଙ୍କୁ ନିର୍ଦୋଷ ପ୍ରମାଣ କରିବାକୁ ବ୍ୟସ୍ତ ଅଛନ୍ତି କି ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ବରିଷ୍ଠ ଆଇନଜୀବୀ କହିଛନ୍ତି ପୋଲିସ ଡିଏଫଓଙ୍କୁ କ୍ଳିନ ଚିଟ ଦେବା ପରେ ଷ୍ଟେଟମେଣ୍ଟ ଦେଲେ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ରେ ତାଙ୍କର କୌଣସି ହାତ ନାହି । ଏହାକୁ ନେଇ ପୋଲିସ ପବ୍ଲିକ ସହ ଖେଳୁଛି ନା ଭୁଆଁ ବୁଲାଉଛି ତାହା ଏବେ ପ୍ରଶ୍ନ ଉଠୁଛି ।

ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ବିଭିନ୍ନ ସ୍ତରରେ ଅସନ୍ତୋଷ ପ୍ରକାଶ ପାଇଛି । ସୋମ୍ୟଙ୍କ ମୃ-ତ୍ୟୁ ଘ-ଟ-ଣା ଯୋଜନା ବଦ୍ଧ ନା ଦୁ-ର୍ଘ-ଟ-ଣା ନା ଆ-ତ୍ମ-ହ-ତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ସୋମ୍ୟଙ୍କ ପରିବାର ଲୋକେ ଯେଉଁ ମାନଙ୍କ ବିରୁଦ୍ଧରେ ଅ-ଭି-ଯୋ-ଗ ଆଣିଥିଲେ ପୋଲିସ ସେମାନଙ୍କୁ କ୍ଳିନଚିଟ ଦେବାରେ ବ୍ୟସ୍ତ ରହିଛି । ପୋଲିସ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ରେ କେତେ ଯେ ଭୁଲ କରୁଛି ତାହା କେହି ବି କହି ଦେଇ ପାରିବେ ।

ତେଣୁ ଏ ବାବଦରେ ପୋଲିସ କିଛି ଜାଣି ନାହି କହିବା ଭୁଲ ହେବ । ବର୍ତ୍ତମାନର ଏସ୍ପି ବଦଳରେ ଯେଉଁ ନୂଆ ଏସ୍ପି ଆସିବେ ସେ ମଧ୍ୟ ଏହି ତଦନ୍ତ ଦିଗକୁ ଧରି କେସ କୁ ଆଗକୁ ନେବା ପାଇଁ ଚେଷ୍ଟା କରିବେ ଯାହା ଭୁଲ ଅଟେ । ଏଥିପାଇଁ ବର୍ତ୍ତମାନର ଏସ୍ପି ବାଟ କରୁଥିବାର କୁହା ଯାଉଛି ।

ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୋମ୍ୟଙ୍କ ମୃ-ତ୍ୟୁ କାଳୀନ ଜମାନ ବନ୍ଦୀକୁ ଆଡ କରି ପୋଲିସ ସିଢିଲା ହେଉଛି ଯାହାକୁ ସାଧାରଣ ଜନତା ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ତେବେ ଶେଷରେ ଏତିକି କୁହା ଯାଇପରେ ଯେ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା କୁ ନେଇ କଣ ପୋଲିସ ଖେଳ ଖେଳୁଛି କି ନାହି ତାହା ଆଗକୁ ତଦନ୍ତ ହେବା ପରେ ଜଣା ପଡିବ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *