ACF Soumya ଡେଥ ମିଷ୍ଟ୍ରି: ସାମ୍ନାକୁ ଆସିଲା ଏହି ବଡ ଅଫିସରଙ୍କ ନାମ, ଦେଖନ୍ତୁ Video କଣ କହିଲେ ଭାରତୀୟ ବିକାଶ ପରିଷଦର ଓକିଲ

ନମସ୍କାର ବନ୍ଧୁଗଣ । ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପୋଲିସ ଯେଉଁ ଅନୁସାରେ ଏହି ମା-ମ-ଲା-ର ତଦନ୍ତ କରୁଛି ସେଥିରେ କେତେ ଯେ ଭୁଲ ରହୁଛି ତାହା ସ୍ପଷ୍ଟ ଭାବେ ଜଣା ପଡୁଛି । ଏ ନେଇ ସୋମ୍ୟଙ୍କ ପରିବାର ଲୋକେ ହାଇ କୋର୍ଟର ଦାରସ୍ଥ ହୋଇଛନ୍ତି ।

ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା କୁ ନେଇ ଭାରତୀୟ ବିକାଶ ପରିଷଦର ଓକିଲ ନିଜ ରାଏ ରେ କହିଛନ୍ତି ଯେ ସୋମ୍ୟଙ୍କ ମୃ-ତ୍ୟୁ ପଛରେ କୌଣସି ଜଣେ ବଡ ଅଫିସରଙ୍କ ହାତ ରହିଛି । ଭାରତୀୟ ବିକାଶ ପରିଷଦର ଓକିଲଙ୍କ କହିବା ମୁତାବକ ବିଦ୍ୟା ଭାରତୀ ଯେଉଁ ସବୁ ଷ୍ଟେଟମେଣ୍ଟ ଦେଉଛନ୍ତି ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଯାହା ଦ୍ଵାରା ସନ୍ଦେହ ହେଉଛି ଯେ ସୋମ୍ୟଙ୍କ ମୃ-ତ୍ୟୁ ପଛରେ ଜଣେ ବଡ ଅଫିସରଙ୍କ ହାତ ରହିଛି ଯାହାଙ୍କ ମାଧ୍ୟମରେ ଏ ସବୁ କରା ଯାଉଛି ।

ଓକିଲଙ୍କ କହିବା ଅନୁସାରେ ପୋଲିସ ଓ କ୍ରାଇମ ବ୍ରାଞ୍ଚ ଟିମ ବାଲେଶ୍ବର ଯାଇ ଯେଉଁ ତଦନ୍ତ କରି ରିପୋର୍ଟ ଦେଇଛନ୍ତି ସୋମ୍ୟଙ୍କ ପରିବାର ଲୋକେ ଏଫାୟାର କପି ପାଇବା ସହ ପୋ-ଷ୍ଟ ମ-ର୍ଟ-ମ ରିପୋର୍ଟ ପାଇଛନ୍ତି । ଏଥିରୁ ସେମାନେ ସାଟିସ୍ଫାଏ ହେଲେ ଯେ ସୋମ୍ୟଙ୍କ ମୃ-ତ୍ୟୁ ପଛରେ କୌଣସି ବଡ ଅଫିସରଙ୍କ ହାତ ରହିଛି ଯାହାକୁ ନେଇ ତାଙ୍କ ପରିବାର ଲୋକେ ସ-ନ୍ଦେ-ହ କରୁଛନ୍ତି ।

ଏଥି ପାଇଁ ଓକିଲ ମହାଶୟ କୋର୍ଟ ରେ ନିବେଦନ କରିଛନ୍ତି ଯେ ଯଦି କୌଣସି ସିବିଆଇ ବା ସ୍ପେଶାଲ ଟିମ ଏହି ମାମଲାର ଯାଞ୍ଚ କରିବେ ତେବେ ହୁଏ ତ ସତ କଣ ସାମନାକୁ ଆସି ପାରିବ । ଯଦି ସିବିଆଇ ଟି ଏହି କେସ କୁ ନିଜ ହାତକୁ ନେବେ ତେବେ ହୁଏ ତ ସୋମ୍ୟ ରଞ୍ଜନଙ୍କୁ ପ୍ରକୃତ ନ୍ୟାୟ ମିଳିବା ସହ ଘ-ଟ-ଣା କଣ ଘଟିଥିଲା ବା ପ୍ରକୃତ ଅ-ପ-ରା-ଧୀ କି ତାହା ଜଣା ପଡିବ ।

ତେବେ ଆଗକୁ ପୋଲିସ ଏହି ମା-ମ-ଲା କୁ ନେଇ କଣ ତଦନ୍ତ କରିବ ତାହା ଦେଖିବାର ଅଛି । ଏହା ଛଡା ବିଦ୍ୟା ଭାରତୀଙ୍କ ହାତ ଲେଖା ଚିଠି ଓ ତାଙ୍କର ଅଲଗା ଅଲଗା ବୟାନ ଯାହା ବର୍ତ୍ତମାନ ତାଙ୍କୁ ସୋମ୍ୟଙ୍କ ମୃ-ତ୍ୟୁ ଘ-ଟ-ଣା କୁ ନେଇ ସ-ନ୍ଦେ-ହ ଘେରରେ ପକାଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *