Raj Kundra ଙ୍କ ଏଭଳି କାମ ପାଇଁ ରାଗି କି ନିଆଁ ହେଲେ Shilpa…. ସମସ୍ତଙ୍କ ଆଗରେ କହିଲେ କିଛି ଏମିତି: ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବଲିଉଡର ଅଭିନେତ୍ରୀ ଶିଲ୍ପା ସେଠୀ ତଥା ବିଜେନ୍ସ ମ୍ୟାନ ରାଜ କୁନ୍ଦ୍ରାଙ୍କ ଅ-ଶ୍ଳୀ-ଳ ଭିଡିଓ ତିଆରି କରିବା ନେଇ ମା-ମ-ଲା ଦିନକୁ ଦିନ ବଢିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କ ୱ୍ହାଟସପ ଚ୍ୟାଟ, ଫୋନ ଓ ଅନ୍ୟ ପ୍ରମାଣ ଗୁଡିକ ତାଙ୍କ ବି-ରୁ-ଦ୍ଧ-ରେ ରହସ୍ୟ ଖୋଲିବାରେ ଲାଗିଛି ।

ଅନ୍ୟ ପକ୍ଷେ ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଲ୍ପା ସେଠୀ ଏହି ଘ-ଟ-ଣା-କୁ ନେଇ ରାଜାଙ୍କ ଉପରେ କ୍ରୋଧ କରି ବର୍ଷିଛନ୍ତି । ଶିଲ୍ପା ସେଠୀ କହିଛନ୍ତି ଯେ “ପରିବାରକୁ ବଦନାମ କରିଦେଲ” । ଏ ଯାଏଁ ଶିଲ୍ପାଙ୍କୁ ପୋଲିସ ତରଫରୁ କ୍ଳିନ ଚିଟ ମିଳି ନାହି । ଗତ ୨୩ ତାରିଖରେ କ୍ରାଇମ ବ୍ରାଞ୍ଚ ଶିଲ୍ପା ସେଠୀଙ୍କୁ ପଚରାଉଚରା କରିବା ସମୟରେ ରାଜଙ୍କ ଉପରେ ଶିଲ୍ପା କ୍ରୋଧିତ ହୋଇ ବର୍ଷିଛନ୍ତି ।

ଯେତେବଳେ କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରେ ପହଞ୍ଚିଥିଲା ସେହି ସମୟରେ ଶିଲ୍ପା ରାଗୀକୁ କହିଥିଲେ ଯେ “ଏହି ମା-ମ-ଲା ଆମ ପରିବାରକୁ ବଦନାମ କରି ରଖିଦେଲା ଅନେକ ଏଣ୍ଡୋର୍ସମେଣ୍ଟ, ବିଜନେଓ ଡିଲ ହାତରୁ ପଳେଇଲା ଏଭଳି ଖ-ରା-ପ କା-ମ କରିବା କଣ ଜରୁରୀ ଥିଲା” ଏହି ଭଳି ପ୍ରଶ୍ନ ଶିଲ୍ପା ରାଜଙ୍କୁ କରିଥିଲେ ।

ଗତ ୬ ଘଣ୍ଟା ଧରି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଶିଲ୍ପାଙ୍କୁ ପଚରାଉଚରା କରିଥିଲା । ବରିଷ୍ଠ ପୋଲିସ ଅଧିକାରୀଙ୍କ ମତରେ ଅ-ଶ୍ଳୀ-ଳ ଭିଡିଓ ତିଆରି କରିବାରେ ଶିଲ୍ପା ସେଠୀଙ୍କର କିଛି ବି ହାତ ନାହି । ନିଜ ସ୍ଵାମୀଙ୍କର ଏଭଳି କର୍ମ ପାଇଁ ଶିଲ୍ପା ଭାଙ୍ଗି ପଡିଥିଲେ । ଯେତେବେଳେ ନିଜ ସ୍ଵାମୀଙ୍କୁ ଜେରା ସମୟରେ ଦେଖିଥିଲେ ସେହି ସମୟରେ ଶିଲ୍ପା ନିଜର ସବୁ ରାଗ ରାଜଙ୍କ ଉପରେ ସୁଝାଇଥିଲେ । କେବେଳ ସେତିକି ନୁହେ ରାଜଙ୍କୁ ଗା-ଳି ଗୁ-ଲ-ଜ କରିବା ସହ ଶିଲ୍ପା ବହୁତ ଜୋରରେ କାନ୍ଦିଥିଲେ ।

ଅନ୍ୟ ପକ୍ଷେ ମଙ୍ଗଳବାର ଦିନ ରାଜ କୁନ୍ଦ୍ରାଙ୍କର ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି । ମଙ୍ଗଳବାର ଦିନ ରାଜ କୁନ୍ଦ୍ରାଙ୍କର ଶୁଣାଣୀ ପରେ ତାଙ୍କୁ ଜେଲ ପଠାଇ ଦିଆ ଯାଇଛି । ରାଜା କୁନ୍ଦ୍ରାଙ୍କ ଓକିଲ ତାଙ୍କର ଜାମିନ ଆବେଦନ ଅକରିଥିଲେ ଯାହାକୁ କୋର୍ଟ ଖାରଚ କରିଛି ।

ସୂଚନା ଅନୁସାରେ ରାଜ କୁନ୍ଦ୍ରାଙ୍କ ଅ-ଶ୍ଳୀ-ଳ ଫିଲ୍ମ ବ୍ୟବସାୟ ମା-ମ-ଲା-ରେ ଗି-ର-ଫ ହେବା ପରେ ମୁମ୍ବାଇ ପୋଲିସ ତାଙ୍କୁ ପ୍ରଥମେ ୨୩ ତାରିଖ ଓ ପରେ ୨୭ ତାରିଖ ଯାଏଁ ରିମାଣ୍ଡ ରେ ନେଇ ଜେରା କରିଥିଲା । ବିଭିନ୍ନ ଆପରେ ଅ-ଶ୍ଳୀ-ଳ ଫି-ଲ୍ମ ନିର୍ମାଣ ଓ ବିତରଣ ଅ-ଭି-ଯୋ-ଗ-ରେ ଜୁଲାଇ ୧୯ରେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କୁ ଗି-ର-ଫ କରିଥିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *