Special Report: ସରକାରଙ୍କ ବଡ ନିଷ୍ପତ୍ତି, August 1ରୁ ବଡଇଯିବ ଏହି ସବୁ ନିୟମ… ଶୀଘ୍ର ଦେଖନ୍ତୁ

ଅଗଷ୍ଟରୁ ବଡ ପରିବର୍ତନ । ଏଟିଏମ ଠୁ ଏଲପିଯି ବଦଳିବା ସବୁ ନିୟମ । ଅଗଷ୍ଟ ମାସରେ ହେବାକୁ ଯାଉଛି ଅନେକ ପରିବର୍ତନ । ଏଟିଏମ ଠୁ ଆରମ୍ଭ କରି ଦରମା, ପେନସନ, ଇ ଏମ ଆଇ ସହିତା ଜଡିତ ସବୁ ନିଯମରେ ପରିବର୍ତନ ହେବାକୁ ଯାଉଛି ।

ଏଲ ପି ଜି ଦରରେ ମଧ୍ୟ ପରିବର୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିଯମରେ ପରିବର୍ତନ ହେବାକୁ ଯାଉଛି । ଅଗଷ୍ଟ ପହିଲାରୁ ଏଟିଏମ ପ୍ରକ୍ରିୟା ହେବ ମହଙ୍ଗା । ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶ କ୍ରମେ ଅଗଷ୍ଟ ପହିଲାରୁ ବ୍ଯାଙ୍କ ଗୁଡିକରେ ଅଡାଳ ବଦଳ ଦେୟ ୨ ଟଙ୍କା ବୃଦ୍ଧି କରିବାକୁ ନିସ୍ପତି ନେଇଛନ୍ତି ।

ଜୁନ ମାସରେ ରିଜର୍ଭ ବ୍ଯାଙ୍କ ଆର୍ଥିକ କାରୋବାର ପାଇଁ ପନ୍ଦର ଟଙ୍କାରୁ ୧୭ ଟଙ୍କା ଏବଂ ଅଣ ଆର୍ଥିକ କାରୋବାର ପାଇଁ ପାଞ୍ଚ ରୁ ଛଅ ଟଙ୍କା ଦେବା ପାଇଁ ଅନୁମତି ଦେଇଥିଲା । ଅଦଳବଦଳ ଶୁଳ୍କ ହେଉଛି କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ସହିତ ଦେୟ ପ୍ରକ୍ରିୟା କାରଣ କରୁଥିବା ବ୍ୟବସାୟୀଙ୍କ ଠାରୁ ବ୍ଯାଙ୍କ ଗୁଡିକ ଦ୍ଵାରା ଆଦାୟ କରାଯାଉଥିବା ଶୁଳ୍କ । ନୂତନ ନିୟମ ଅନୁଯାୟୀ ଗ୍ରାହକ ମାନେ ସେମାନଙ୍କ ବ୍ଯାଙ୍କ ଏଟିଏମରୁ ପ୍ରତି ମାସରେ ମାଗଣା କାରୋବର କରିବାରେ ସକ୍ଷମ ହେବେ । ଏହାକୁ ମେଟ୍ରି ସିଟି ବା ସହରରେ ତିନୋଟି ଏଟିଏମ କାରୋବାର ଏବଂ ଅନ୍ୟ ବ୍ଯାଙ୍କ ଏଟିଏମ ବ୍ୟବହାର କରି ଅଣ ମେଟ୍ରୋ ସିଟିରେ ୫ ଟି ଏଟିଏମ କାରୋବାର କରିବାକୁ ସକ୍ଷମ ହେବେ ।


ଆଇ ସି ଆଇ ସି ଆଇ ବ୍ୟାଙ୍କରେ ବ୍ୟାଙ୍କିଙ୍ଗ ସେବା ମହଙ୍ଗା :- ଦେଶର ସର୍ବ ବୃହତ ଘରୋଇ ବ୍ଯାଙ୍କ ଆଇ ସି ଆଇ ସି ଆଇ ଏଟିଏମ ଏବଂ ଚେକ ବୂକ ଉପରେ ନିୟମ ପରିବର୍ତନ କରିଛି । ତାହା ଅଗଷ୍ଟ ୧ ରୁ ଲାଗୁ ହେବ । ନିୟମିତ ସଞ୍ଚୟ ଆକାଉଣ୍ଟ ପାଇଁ ଆଇ ସି ଆଇ ସି ଆଇ ବ୍ଯାଙ୍କ ପ୍ରତି ମାସରେ ଚାରୋଟି ନଗଦ କାରୋବାର ଦେଇଥାଏ । ମାଗଣା ସେବା ପରେ ପ୍ରତେକ ଟ୍ରାଞ୍ଜକସନରେ ଦେଢ ସହ ଟଙ୍କା ଦେବାକୁ ପଡିବ । ଏହି ମୂଲ୍ୟ ସୀମା ଉଭୟ ହୋମ ଶାଖା ବା ଅଣ ହୋମ ଶାଖା ଟ୍ରାନଯାକସନ ଅନ୍ତର୍ଭୁକ୍ତ କରେ । ଆଇ ସି ଆଇ ସି ଆଇ ବ୍ଯାଙ୍କ ଏକ ବର୍ଷରେ ୨୫ ପ୍ରୁଷ୍ଠା ଚେକ ବୂକ ପାଇଁ କୌଣସି ଶୁଳ୍କ ଆଦାୟ କରିବା ନହିଁ । କିନ୍ତୁ ତା ପରେ ଦଶ ପତ୍ର ଚେକ ବୂକ ପାଇଁ ୨୦ ଟଙ୍କା ଚାର୍ଜ କରିବ ।


ପେନସନ, ଇଏମ ଆଇ ସହ ଜଡିତ ନିୟମ ବଦଳିବ :- ଆରବୀ ଆଇ ଜାତୀୟ ସ୍ୱୟଙ୍ଗ ଚଳିତ ହାଉସ ବା ଏନ ଏଚ ଏଚ ର ନିୟମ ପରିବର୍ତନ କରିଛି । ଏହି ପରିବର୍ତନ ଅଧୀନରେ ଆପଣଙ୍କୁ ଶନିବାର ଓ ରବିବାର ଅର୍ଥାତ ସପ୍ତାହ ସେସ ଦେଇ ଯିବାକୁ ଆପଣଙ୍କ ଦରମା କିମ୍ବା ପେନସନକୁ ଆଉ ଅପେକ୍ଷା କରିବାକୁ ପଡିବ ନହିଁ । ଆପଣ ସପ୍ତାହ ସାରା ଏହି ସେବା ଗୁଡିକ ପ୍ରାପ୍ତ କରିପାରିବେ । ଏହି ନୂତନ ନିୟମ ଅଗଷ୍ଟ ୧, ୨୦୨୧ ରୁ କାର୍ଯ୍ୟ କାରୀ ହେବ ।


ଏଲପିଯି ସିଲିଣ୍ଡରର ଦର ବଢିବ :- ଅଗଷ୍ଟ ଏକ ରୁ ଏଲପିଯି ସିଲିଣ୍ଡରର ମୂଲ୍ୟ ବଢିବ । ଘରୋଇ ଏଲପିଯି ଆଉ ବାଣିଜ୍ୟକ ସିଲିଣ୍ଡର ନୂତନ ମୂଲ୍ୟ ପ୍ରତି ମାସର ପ୍ରଥମ ତାରିଖରେ ସ୍ଥିର କରାଯାଏ ।ଜୁଲାଇ ୧ ରେ ଏଲପିଯି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ୨୫ ପଇସା ବୃଦ୍ଧି କରଯାଇଥିଲା । ଏହି ବୃଦ୍ଧି ପରେ ଦିଲ୍ଲୀରେ ୧୪ । ୨ କିଲୋଗ୍ରାମ ସିଲିଣ୍ଡର ଆଠ ସହ ୯ ଟଙ୍କା ପରିବର୍ତେ ୮ ୩୪ ଟଙ୍କା ପଚାଶ ପଇସାରେ ଉପଲବ୍ଧ ହେଉଛି । ଏହା ପୂର୍ବରୁ ମେ ୧ ରେ କମ୍ପାନୀ ଗୁଡିକ ଗ୍ଯାସ ସିଲିଣ୍ଡର ହାର ପରିବର୍ତନ କରିଥିଲେ । ଏହା ପୁର୍ବରେ ଏପ୍ରିଲ ମାସରେ ଏଲପିଯି ସିଲିଣ୍ଡରର ମୂଲ୍ୟ ଦଶ ଟଙ୍କା ହ୍ରାସ ପାଇଥିବା ବେଳେ, ଫ୍ରେବୃଆରି ଏବଂ ମାର୍ଚ ରେ ବୃଦ୍ଧି ପାଇଥିଲା ।ଆଉ ଏବେ ଅଗଷ୍ଟ ମାସରେ ଏଲପିଯି ଦର ପୁଣି ବୃଦ୍ଧି ପାଇବ ବୋଲି ସୂଚନାରୁ ଜଣା ପଡିଛି ।

Leave a Reply

Your email address will not be published. Required fields are marked *