ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ତାଙ୍କ ଭାଇ ଦେଲେ ଏଭଳି ସାଂଘାତିକ ତଥ୍ୟ, କହିଲେ କିଛି ଏମିତି… ଦେଖନ୍ତୁ VIdeo

ଏସିଏଫ ସୋମ୍ୟରଞ୍ଜନ ମହାପାତ୍ର ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ରହସ୍ୟ ଘେରକୁ ଯାଉଛି । ସୋମ୍ୟଙ୍କ ପୋ-ଷ୍ଟ-ମ-ର୍ଟ-ମ ଆସିବା ପରେ ସୋମ୍ୟଙ୍କ ଭାଇ କହିଛନ୍ତି ଯେ ଶରୀରର ୯୫% ପୋ-ଡି ଯାଇଛି ଯାହା ରିପୋର୍ଟ ରୁ ସ୍ପଷ୍ଟ ହୋଇଛି । ଏହାର ଅର୍ଥ ହେଉଛି ସୋମ୍ୟଙ୍କୁ କେହି ହ-ତ୍ୟା କରି ଦେଇଛନ୍ତି ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି ।

ସୋମ୍ୟଙ୍କ ଭାଇ ନିଜ ରାଏ ରେ କହିଛନ୍ତି ଯେ ବିଦ୍ୟାଙ୍କର ମେଣ୍ଟାଲିଟି କଣ ତାହା ଜଣା ପଡୁଛି । ବିଦ୍ୟା ସୋମ୍ୟଙ୍କୁ କେତେ ଘୃଣା କରୁଥିଲେ କେତେ ଲେବଲ ରେ ଘୃଣା କରୁଥିଲେ ତାହା ଏବେ ଜଣା ପଡୁଛି ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି । ବିଦ୍ୟାଙ୍କର ଚିଠି ରୁ ଜଣା ପଡୁଛି ଯେ ତାଙ୍କର ମାନସିକ ମେଣ୍ଟାଲିଟି କଣ ହୋଇପାରେ । ଏଥିରେ କିଛି ପ୍ରତିକ୍ରିୟା ଦେଇ ହେବ ନାହି ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି । ସୋମ୍ୟଙ୍କ ପୋ-ଷ୍ଟ ମ-ର୍ଟ-ମ ରିପୋର୍ଟ ଅନୁସାରେ ତାଙ୍କର ପୋ-ଡି ହେବାର ୬ ଘଣ୍ଟା ମଧ୍ୟରେ ମୃ-ତ୍ୟୁ ହୋଇଛି ।

ଏହା ଛଡା ସୋମ୍ୟଙ୍କୁ କୌଣସି ନି-ଶା ଦ୍ରବ୍ଯ ଦିଆ ଯାଇଥିଲା କି ନାହି ତାହା ରିପୋର୍ଟ ରେ କିଛି ଲେଖା ହୋଇ ନାହି ବୋଲି ତାଙ୍କ ଭାଇ କହିଛନ୍ତି । ବିଦ୍ୟାଙ୍କୁ ନେଇ ସୋମ୍ୟଙ୍କ ପରିବାର ଓ ତାଙ୍କ ଭାଇଙ୍କ ମନରେ କେତେ ଯେ ଅ-ଭି-ଯୋ-ଗ ଓ ଘୃ-ଣା ରହିଛି ତାହା ସ୍ପଷ୍ଟ ଜଣା ପଡୁଛି । ବିଦ୍ୟାଙ୍କର ଏପରି କୁ-ଶ୍ଚି-ତ ମେଣ୍ଟାଲିଟି ପାଇଁ ସୋମ୍ୟଙ୍କ ଭାଇ ତାଙ୍କୁ ନି-ନ୍ଦା କରିଛନ୍ତି ।

ଯେଉଁ ପରି ଭାବେ ବିଦ୍ୟାଙ୍କର ହାତ ଲେଖା ଚିଠି ଗୋଟିଏ ପରେ ଗୋଟିଏ ଭାଇରାଲ ହେବାରେ ଲାଗିଛି ତାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ଆହୁରି ଅଧିକ ବଢିବାରେ ଲାଗିଛି । ବିଦ୍ୟାଙ୍କ ପ୍ରଥମ ଚିଠିରେ ସେ ଯେଉଁ ୧୨ରୁ ୧୫ ତାରିଖ ସମୟ ଲେଖିଥିଲେ ସେହି ସମୟ ମଧ୍ୟ ରେ ସୋମ୍ୟଙ୍କର ମୃ-ତ୍ୟୁ ହୋଇଥିଲା ।

ଏହା ପରେ ସେ ସୋମ୍ୟଙ୍କୁ କେତେ ମାତ୍ରା ରେ ଘୃ-ଣା କରୁଥିଲେ ତାହାକୁ ନେଇ ମଧ୍ୟ ବିଦ୍ୟା ଖ-ରା-ପ ଭାଷାରେ ଚିଠିରେ ଲେଖିଛନ୍ତି । ତେବେ ଆଗକୁ ସୋମ୍ୟଙ୍କ ମୃ-ତ୍ୟୁ ମାମଲା କେଉଁ ଦିଗକୁ ଗତି କରିବ ତାହା ଜଣା ପଡି ନାହି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *