Special Story: Acid Attack କରିଥିବା ଅଭିଯୁକ୍ତ ଦେଲେ ଏଭଳି ବୟାନ…. କଣ କହିଲେ ଦେଖନ୍ତୁ Video

ଗଞ୍ଜାମ ପୁରୁଷପୁର ତମ ଥାନା ଗ୍ରାମର ଯୁବତୀଙ୍କୁ ଜି-ଅ-ନ୍ତା ଜା-ଳି-ଦେବା ଘଟଣାରେ ଛାନ ବିନ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ପହଞ୍ଚିଥିଲା ସାଇଣ୍ଟିଫିକ ଟିମ ଆଉ ପୁରା ଘଟଣାର ତଦନ୍ତ ଚାଲିଛି । ଅ-ଭି-ଯୋ-ଗ ଅନୁସାରେ ଏକ ପାଖିଆ ପ୍ରେମରୁ ଏହିଭଳି ଜ-ଘ-ନ୍ୟ କା-ଣ୍ଡ ହୋଇଛି ।

ଆଗରୁ ପ୍ରତାପ ପୁରର କୃଷ୍ଣ ଚନ୍ଦ୍ର ଆଉ ସେହି ଯୁବତୀଙ୍କ ମଧ୍ୟରେ ବାହାଘର ହେବ ବୋଲି ଠି, ହୋଇଥିଲା ଆଉ ପରେ ଭାଙ୍ଗି ଯାଇଥିଲା । ତଥାପି ଯୁବତୀଙ୍କୁ ଫୋନ କରି ଯୁବତୀଙ୍କୁ କୃଷ୍ଣ ହଇରାଣ ହରକତ କରୁଥିବା ବେଳେ ଯୁବତୀଙ୍କ ବାପା କହିଥିଲେ । ଏହିଭଳି ମଧ୍ୟ ପରିବାର ଲୋକଙ୍କୁ ଫୋନ କରି ଧମକ ଚମକ ମଧ୍ୟ ଦେଇ ଆସୁଥିଲେ କୃଷ୍ଣ ।

ଗତକାଇ ଯୁବତୀଙ୍କୁ ବାହାନା କରି ଗୋଟିଏ ପରିତିକ୍ତ ଘରକୁ ଡ଼ାକିଥିଲା ଅଭିଯୁକ୍ତ । ପରେ ଦୁଇଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ତା ପରେ କୃଷ୍ଣ ଯୁବତୀଙ୍କ ଉପରକୁ କିଛି ଦହନ ଶୀଳ ପଦାର୍ଥ ପକାଇ ନିଆଁ ଲଗାଇ ଦେଇଥିଲେ । ଏଥିରେ ପୋ-ଡି ଯାଇଥିଲା ଯୁବତୀଙ୍କ ଶରୀରର ଅଶି ଲବେ ଭାଗ । ଗୁରୁତ୍ଵ ପୂର୍ଣ ଅବସ୍ଥାରେ ଯୁବତୀଙ୍କୁ ପୁରୁଷତମ ପୁରା ହସ୍ପିଟାଲରେ ଭର୍ତି କରଯାଇଥିଲା ଆଉ ଚିକିତ୍ସା ଧୀନ ଅବସ୍ଥାରେ ପ୍ରାୟ ରାତି ୮ ଟାରେ ତାଙ୍କର ମୃ-ତ୍ୟୁ ହୋଇଥିଲା । କୃଷ୍ଣ ଚନ୍ଦ୍ରଙ୍କର ପ୍ରତିକ୍ରିୟା ଥିଲାକି ସେ କିଛି ଜାଣିନୀ ଆଉ ଘଟଣା ସ୍ଥଳରେ ମଧ୍ୟ ପିଲାଟି ନଥିଲା ।

କହିଲାକି ନରେନ୍ଦ୍ର ପୁରରୁ ପ୍ରତାପ ପୁରା କେମିତି ଗଲା ଆଉ ପିଲାଟୀ ତାରତରେଣୀ ପୁରରେ ଥିଲା । ଝିଅଟି ଅଟୋରେ ଗଲା ଆଉ ତାଙ୍କୁ ଫୋନ୍ ରେ ପଚାରିଲାକି ଝିଅକୁ କେଉଁଠି ଛାଡିବି କୃଷ୍ଣ ଚନ୍ଦ୍ର କହିଲାକି ଝିଅ ଆସ୍କା ଯିବାର ଅଛି ସେଠାରେ ଛାଡନ୍ତୁ ନହେଲେ ବରହମପୁରରେ ଛାଡନ୍ତୁ । ଅଟୋବାଲା କହିଲା ବରହମପୁର ବାର କିଲୋମିଟର ହେବ ତାକୁ ସେଠାରେ ଛାଡି ଦେବୁ । ପିଲାଟି କହିଲା ଦିନସାରା ଗୋଟିଏ ଦୋକାନରେ ବସିକି ୱାର୍କ ଫ୍ରମ ହୋମ କରୁଥିଲି । ଆଉ ସେ କହିଲେ ସେ ଜାଣି ନାହାନ୍ତି ତାଙ୍କୁ କାହିଁକି ଅଯଥାରେ ଏହି କେସ ଭିତରେ ଗିରଫ କରିଛନ୍ତି ।

ତାଙ୍କୁ କେମିତି ମାରିଦେଲେ ସେ କିଛି ମଧ୍ୟ ଜାଣି ନାହାନ୍ତି । କୃଷ୍ଣ ଚନ୍ଦ୍ର କହିଲେକି ଆମ ସମ୍ପର୍କ ବିଷୟରେ ତାଙ୍କର ସାନ ଭଉଣୀ ସବୁ ଜାଣିଛନ୍ତି ବୋଲି । ଝିଅଟି କୁଆଡେ ମେ-ଣ୍ଟା-ଲି ଆବନର୍ମାଲ ଥିଲା ବୋଲି କୃଶନ ଚନ୍ଦ୍ର କହିଲେ ଆଉ ଡାକ୍ତର ମଧ୍ୟ କହିଥିଲେ ତାଠାରୁ ଦୂରେଇ ରୁହନ୍ତୁ ବୋଲି । ତାଙ୍କ ଘର ଲୋକ ମୋଆ ନାଁରେ ଯେଉ ଆଲିଗେସନ ଦେଉଛନ୍ତି ସେଇଟା ଗ୍ରହଣୀୟ ନୁହେଁ । ମୁଁ କିଛିବି କରିନି ଆଉ ଯଦି କରିଛି ପୋଲିସ ତାର ଇଂବେଷ୍ଟିଗେସନ କରିବା ନିହାତି ଦରକାର ।

ଯେଉ ଅଟୋ ଡ୍ରାଇଭର ମୋତେ କହିଲା ମୁଁ ତାରା ତାରା ତରେନୀରେ ଥିଲି ସେଇ ଝିଅ ନମ୍ବରରୁ ରିସିଭି କରିକି ଅଟୋବାଲା ଜଣେ କହିଲେକି ଆପଣ କେଉଁଠି ଅଛନ୍ତି ଆଉ ସେଇ ଝିଅ ଅଟୋରେ ଅଛ, ଆଉ ମୁଁ ନରେନ୍ଦ୍ର ପୁରରେ ଅଛି । ତାପରେ କେମିତି ଗାଁକୁ ଆସିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *