ହୋଲିର ଗୋଟେ ସପ୍ତାହ ଆଗରୁ ଏହି ରାଶିଙ୍କୁ ମିଳିବ ବଡ ଖୁସି ଖବର, ଆପଣଙ୍କ ରାଶି ନାହିଁ ତ ?

ଆଉ କିଛି ଦିନ ପରେ ରଙ୍ଗର ପର୍ବ ହୋଲି ଆସିବାକୁ ଯାଉଛି । ଏହି ପର୍ବ ସବୁ ଭାରତୀୟଙ୍କ ପାଇଁ ଏକ ବହୁତ ବଡ ପର୍ବ ଓ ସମାଟେ ଏଏହାକୁ ବହୁତ ଧୂମ ଧାମ ରେ ମଧ୍ୟ ପାଳନ କରନ୍ତି । ବର୍ଷ ଆରମ୍ଭରୁ ଲୋକେ ଏହି ଦିନକୁ ବହୁତ ଉତ୍ସାହର ସହ ଅପେକ୍ଷା କରି ରହି ଥାନ୍ତି । ଏହି ଦିନ ଲୋକେ ନୂଆ ବସ୍ତ୍ର ପରିଧାନ କରି ଘରେ ମିଠା ଆଦି ପ୍ରସ୍ତୁତ କରି ସାଙ୍ଗ ସାଥି ମାନଙ୍କ ସହ ବହୁତ ଖୁସିରେ ରଙ୍ଗ ଖେଳି ଥାନ୍ତି । ତେବେ ଏହି ବର୍ଷ ହୋଲି ଆଗରୁ ଏହି ସବୁ ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

ମେଷ :

ଅନାବଶ୍ୟକ ବିବାଦ ଆପଣଙ୍କୁ ହଇରାଣ କରି ପାରେ, ସମୟ ଆପଣଙ୍କ ଭଲ ଚାଲିଛି ତଥାପି ସାବଧାନ ରହିବା ଉଚିତ । କାମ କାର୍ଯ୍ୟ ରେ ଅତ୍ୟଧିକ ପ୍ରତିଭା ଆବଶ୍ୟକ ପଡି ପାରେ, କୌଣସି ମହତ୍ଵପୂର୍ଣ ନିଷ୍ପତ୍ତି ପାଇଁ ଆପଣଙ୍କୁ ଘର ବଡ ଲୋକଙ୍କ ସହ କଥା ହବା ଅତ୍ୟନ୍ତ ଆବଶ୍ୟକ ଅଟେ । ଆଜି ଭଲ ଲୋକଙ୍କ ସହ ଦେଖା ସାକ୍ଷାତ ହବ, ସେହି ଲୋକ ଆପଣଙ୍କୁ ସଠିକ ଓ ମହତ୍ଵପୂର୍ଣ ନିଷ୍ପତ୍ତି ରେ ସାହାଜ୍ଯ କରିବେ ।

ବୃଷ :

ଆଜି କୌଣସି ମହତ୍ଵପୂର୍ଣ ନିଷ୍ପତ୍ତିକୁ ନେଇ ଆପଣ ଭ୍ରମ ରେ ରହିବେ, ଘର ପରିବାର କଥାରେ ଆପଣଙ୍କ ଭାବନା ସଫା ରହିବା ନାହିଁ । ଆପଣ ଯାହା ବି ମହତ୍ଵପୂର୍ଣ କାମ କରିବା ପାଇଁ ଚାହୁଁଛନ୍ତି ସେଥିରେ ଆପଣଙ୍କୁ ବଡମାନଙ୍କ ଆଶୀର୍ବାଦ ଓ କଥା ମାନିବା ଉଚିତ ଅଟେ । ସମସ୍ତଙ୍କ ଭାବ ସହ ମିଶି କାମ କରନ୍ତୁ ଲାଭ ପ୍ରାପ୍ତ କରିବେ, ସମସ୍ତଙ୍କ ସହ ମିଶି କାମ କରିବା ରେ ଅଳପ ଭୁଲ ବୁଝା ମଣା ମଧ୍ୟ ରହିବ ।

ମିଥୁନ :

ଯାତ୍ରା କରିବାର ଅବସର ପ୍ରାପ୍ତ ହୋଇପାରେ କିନ୍ତୁ ଅସୁବିଧା ଅଧିକ ରହିବ ଏବଂ ବାହନ ଖରାପ ହବାର ଡର ମଧ୍ୟ ରହିବ । ଆଜି କୌଣସି କଥା ପାଇଁ ଆଲୋଚନା ଶୁଣିବାକୁ ମିଳି ପାରେ ଏବଂ ଆପଣ ମନ ଅନୁଯାଇ କାମ କରି ପାରିବେ ନାହିଁ । ସରକାରୀ ଲୋକଙ୍କ ଠାରୁ କାମ କରେଇବା ପାଇଁ ଅସୁବିଧା ହୋଇ ପାରେ, କୋର୍ଟ ସମସ୍ୟା ସମାଧାନ ଅବଶ୍ୟ କରନ୍ତୁ କିନ୍ତୁ ହଡ ବଡ ହୁଅନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *