ପୁରୁଣା ସମୟରେ ଯେତେ ବେଳେ ରୋଷେଇ ଘରେ ଖାଦ୍ୟ ତିଆରି କରା ଯାଉଥିଲା ସେତେବେଳେ ଲୋକ ରୋଷେଇ ଘର ବାହାରେ ସପ ପକାଇ ତଳେ ବସି ଗରମ ଗରମ ଖାଦ୍ୟ ସେବନ କରୁ ଥିଲେ କିନ୍ତୁ ଆଜିକା ସମୟରେ ତଳେ ବସି ଖାଇବା ଖରାପ ଅଭ୍ୟାସ ବୋଲି ଛୁଆଙ୍କୁ ଶିକ୍ଷା ଦିଆ ଯାଉଛି । ଜ୍ୟୋତିଷ ଆଚାର୍ଯ୍ୟଙ୍କ କହିବା ଅନୁଯାଇ ଆଜିକା ସମୟରେ ପ୍ରାୟତଃ ଲୋକଙ୍କ ଘରେ ଡାଇନିଗ ଟେବଲ ଅଛି କିନ୍ତୁ ।
ଖାଦ୍ୟ ଗ୍ରହଣ ପାଇଁ ଲୋକ ବେଡ ବା ସୋଫା ଭଳି ଜିନିଷ ଉପଯୋଗ କରିବା ପସନ୍ଦ କରୁଛନ୍ତି ଓ ଡାଇନିଗ ଟେବଲ କେବଳ ଲୋକଙ୍କୁ ଦେଖେଇବା ପାଇଁ ଘରେ ରଖା ଯାଉଛି ।
ଶାସ୍ତ୍ର ଅନୁଯାଇ ଶୋଇବା ଜାଗା ବା ଏମିତି ଜାଗା ଯେଉଁଠି ବିଶ୍ରାମ କରା ଯାଏ ଶେଠୀ ବସି ଖାଇଲେ ମତ ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି ଓ ଘରେ ଧନ କମିବାକୁ ଲାଗିଥାଏ । ଆଜିକା ଲୋକ ଏହି ଭଳି କଥାକୁ ଅନ୍ଧବିଶ୍ଵାସ କହି ମାନୁ ନାହାନ୍ତି କିନ୍ତୁ ବିଶ୍ରାମ ଜାଗାରେ ଖାଇଲେ କେବଳ ଧନ ହାନି ହୋଇ ନଥାଏ ସ୍ୱାସ୍ଥ୍ୟ ହାନି ମଧ୍ୟ ହୋଇଥାଏ । ଭୋଜନ କରିବା ଆଗରୁ ଦୁଇ ହାତ, ପାଦ ଓ ମୁହଁ ଢୋଇବା ପରେ ଭୋଜନ କରିବା ଉଚିତ ଅଟେ, ମାନ୍ୟତା ଅନୁଯାଇ ଓଦା ପାଦ ରେ ଭୋଜନ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଲାଭ ହୋଇଥାଏ ଏବଂ ବୟସ ମଧ୍ୟ ବଢି ଥାଏ ।
ଭୋଜନ ଓ ବାସ୍ତୁ ସମ୍ବନ୍ଧ :
ଆମ ଜୀବନଶୈଳୀ ଓ ବାସ୍ତୁଶାସ୍ତ୍ର ମଧ୍ୟରେ ଗଭୀର ସମ୍ବନ୍ଧ ଅଟେ, ଆମ ଆଖ ପାଖ ଥିବା ବାସ୍ତୁ ପାଇଁ ଆମ ଜୀବନ ରେ ସକାରାତ୍ମକ ବା ନକାରାତ୍ମକ ଊର୍ଜା ସଞ୍ଚଯ ହୋଇଥାଏ । ବାସ୍ତୁ ଦୋଷ ଆମ ଜୀବନଶୈଳୀ ଓ ପ୍ରତି ଦିନ କାମ ଦ୍ଵାରା ଉତପନ ହୋଇଥାଏ ଏହା ଆମ ଜୀବନଶୈଳୀ ସହ ଆମ ଅମୂଲ୍ୟ ସ୍ୱାସ୍ଥ୍ୟ ଓ ଶରୀରକୁ ମଧ୍ୟ ନଷ୍ଟ କରିଥାଏ ।